ପାରାଦୀପ,୦୪/୦୬(ଆପ୍ର): କାଳବୈଶାଖୀ ପ୍ରଭାବରେ ରାସ୍ତାରେ ଗଛ ପଡି ପାରାଦୀପ-କଟକ ରାସ୍ତାର ଶାରଳା ରୋଡ ଠାରେ ଜୀବନଯାତ୍ରା ଠପ୍ ହୋଇଯାଇଛି। ଉଭୟ ପାର୍ଶ୍ଵରେ ଶତାଧିକ ବସ,ଚାରି ଚକିଆ ଯାନ ରେ ରାସ୍ତା ଜାମ ହୋଇଯାଇଛି। ପାରାଦୀପ ରୁ କଟକ ରୋଗୀ ନେଇ ଯାଇଥିବା ୩ ଟି ଆମ୍ବୁଲାନ୍ସ ଭିଡ଼ରେ ଫସିଯାଇଛି। ପାଖାପାଖି ୪୦ ମିନିଟ ଭିଡ଼ରେ ରହିଯାଇଥିଲା। ପୋଲିସର ଦେଖା ନ ମିଳିବାରୁ ସ୍ଥାନୀୟ ଯୁବକମାନେ ଭିଡରୁ ଆମ୍ବୁଲାନ୍ସ କୁ ବାହାର କରି ଥିଲେ।

ଜାକେଶ ପ୍ରଧାନ ଏବଂ ସଦାନନ୍ଦ ନାୟକଙ୍କ ଘରବାହୁଡ଼ା, କଂ...