ପ୍ରମୂଖ ଖବର
  • ନୀଳଗିରି ବ୍ଲକ ତେଲିପାଳ ପଞ୍ଚାୟତ ଋଷିଆ କେନାଲରେ ଅଘଟଣ, ବଜ୍ରପାତରେ ୩ ମୃତ
  • ||
  • କଟକ: ଓସିଏ କନ୍‌ଫରେନ୍ସ ହଲ୍‌ରେ ଅଗ୍ନିକାଣ୍ଡ , କାରଣ ଅସ୍ପଷ୍ଟ
  • ||
  • ଅସହ୍ୟ ହେଲା ଅଧ୍ୟାପକଙ୍କ ନିର୍ଯାତନା, ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଲେ ଛାତ୍ରୀ, ଉଦ୍ଧାର କରିବାକୁ ଯାଇ ଛାତ୍ର ଗୁରୁତର
  • ||
  • ରାୟଗଡ଼ା : କଞ୍ଜାମଯୋଡି ଗ୍ରାମରେ କଙ୍ଗାରୁକୋର୍ଟ ଘଟଣା: ରାୟଗଡ଼ା ଉପଜିଲ୍ଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ
  • ||
  • ଅନୁଗୁଳ : ସାପ କାମୁଡ଼ାରେ ନାବାଳକ ମୃତ
  • ||
  • କଟକ : ପାରିବାରିକ କଳହର କରୁଣ ପରିଣତି, ମୁଣ୍ଡଳୀ ବ୍ରିଜ୍‌ରେ ଗାଡ଼ି ରଖି ମହାନଦୀକୁ ଡେଇଁ ପଡ଼ିଲେ ଯୁବକ!
  • ||
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

ଭଦ୍ରକରେ ଘରୋଇ ବସ୍‌ ଗଡ଼ିଲା, ତଥାପି ଧରଣାରେ ବସିଲେ ଡ୍ରାଇଭର

Published By : Harapriya Sethi | July 12, 2025 11:56 AM

ଭଦ୍ରକ, ୧୨/୦୭: ଭଦ୍ରକ ଜିଲ୍ଲାରେ ଗଡିଲା ଘରୋଇ ବସ। ଏବେ ଯାଏଁ କୌଣସି ସ୍ଥାନରୁ ଅପ୍ରୀତିକର ଘଟଣାର ସୂଚନା ନାହିଁ। ଡ୍ରାଇଭର ସଂଘର ଆନ୍ଦୋଳନ ଡାକରାର ପ୍ରଥମ ଦିନରୁ ତୃତୀୟ ଦିନ ଯାଏଁ ଘରୋଇ ବସ ଯାତାୟତ ବନ୍ଦ ଥିଲା। ତେବେ ଯେଉଁ କେତେକ ବସ ଚଳାଚଳ କରୁଥିଲା , ସେଗୁଡ଼ିକୁ ଡ୍ରାଇଭର ସଂଘର ସଦସ୍ୟମାନେ ଅନେକ ସ୍ଥାନରେ ଅବରୋଧ କରୁଥିଲେ। ଚତୁର୍ଥ ଦିନରେ ଭଦ୍ରକ ଜିଲ୍ଲା ଘରୋଇ ବସ ମାଲିକ ସଂଘ ନିଷ୍ପତ୍ତି କ୍ରମେ ବସ ଗୁଡ଼ିକ ଚଳାଚଳ ଆରମ୍ଭ କରିଛି। ଅନ୍ୟପଟେ ବନ୍ତ ଛକ ବସ ଷ୍ଟାଣ୍ଡ ନିକଟରୁ କିଛି ଦୂରରେ ଡ୍ରାଇଭର ସଂଘର କର୍ମକର୍ତ୍ତାମାନେ ୧୬ ନମ୍ବର ଜାତୀୟ ରାଜପଥର କଲେଜ ଛକ ଓଭରବ୍ରିଜ ନିକଟରେ ଧାରଣାରେ ବସିଛନ୍ତି। 

ଡ୍ରାଇଭର ସଂଘ କହିଛି ଯେ, ଆମେ ଶାନ୍ତିପୂର୍ଣ୍ଣ ଭାବେ ବସିଛୁ , କୌଣସି ଗାଡ଼ି ଅଟକାଉ ନାହୁଁ । କେବେ ପର୍ଯ୍ୟନ୍ତ ଧାରଣାରେ ବସିବୁ, ତାହା ଆମେ ଜାଣି ନାହୁଁ । ସଭାପତିଙ୍କ ନିର୍ଦ୍ଦେଶ ଯାହା ଆସିବ ଆମେ ତାକୁ ଗ୍ରହଣ କରିବୁ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.