ପ୍ରମୂଖ ଖବର
  • ଭିଜିଲାନ୍ସ ଜାଲରେ ଚିଫ୍ ଇଞ୍ଜିନିୟର୍ କୈଳାଶ ଚନ୍ଦ୍ର ସାହୁ , ଏକାକାଳୀନ ୧୦ଟି ସ୍ଥାନରେ ଚଢ଼ାଉ କରୁଛି ଭିଜିଲାନ୍ସ ଟିମ୍
  • ||
  • ରାଜନଗରରେ ମାଡ଼ ହେବ "ଦାନା'! ଗୁରୁବାର ରାତିରୁ ଶୁକ୍ରବାର ସକାଳ ଭିତରେ ସ୍ଥଳଭାଗ ଛୁଇଁବ
  • ||

ବାତ୍ୟା ମୁକାବିଲା ପାଇଁ ସଜାଗ ପ୍ରଶାସନ, ପ୍ରତି ବ୍ଲକ ଦାୟିତ୍ବରେ ରହିବେ ଜଣେ ଲେଖାଏଁ ଅଫିସର

ବାଲେଶ୍ବର,୨୧।୧୦ : ଆସନ୍ତା ୨୪ ତାରିଖ ରାତି  କିମ୍ବା ୨୫ ତାରିଖ ସକାଳରେ ସ୍ଥଳଭାଗ ଅତିକ୍ରମ କରିବ ବାତ୍ୟା ଦାନା । ଲ୍ୟାଣ୍ଡଫଲ ବେଳେ ପବନର ବେଗ ୧୦୦ ରୁ ୧୧୦ ଓ ଝଟକା ପବନ ୧୨୦ କିଲୋମିଟର ପ୍ରତି ଘଣ୍ଟା ପବନ ପ୍ରବାହିତ ହେବାର ସମ୍ଭାବନା ରହିଛି । ତେବେ ବାତ୍ୟା ମୁକାବିଲା ପାଇଁ ସମ୍ପୂର୍ଣ ସଜାଗ ରହିଛି ବାଲେଶ୍ୱର ଜିଲ୍ଲା ପ୍ରଶାସନ ।  ରିଲିଫ ସାମଗ୍ରୀ ଠାରୁ ଆରମ୍ଭ କରି ଉଦ୍ଧାର ଓ ଥଇଥାନ ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି । ପ୍ରତ୍ୟେକ ବ୍ଲକକୁ ଜଣେ ଲେଖାଏଁ ଅଫିସରଙ୍କୁ ଦାୟିତ୍ବ ଦିଆ ଯାଇଛି ବୋଲି କହିଛନ୍ତି ଜିଲ୍ଲାପାଳ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.