ପ୍ରମୂଖ ଖବର
  • ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ପାରଳାଖେମୁଣ୍ଡି ସିଡିଏମଓ କାର୍ଯ୍ୟାଳୟର କିରାଣି, ପିଅନ
  • ||
  • ୭ ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁରୀ, ରାଜ୍ୟରେ ଖୋଲିବ ଆଉ ୭ ନର୍ସିଂ କଲେଜ
  • ||
  • ୬୦୦୦ ଟଙ୍କା ଲାଞ୍ଚ ନେଇ ଧରାପଡ଼ିଲେ ମୁନିଗୁଡ଼ା ହସ୍ପିଟାଲର ସ୍ୱାସ୍ଥ୍ୟକର୍ମୀ, ଏକକାଳୀନ ୨ ଟି ସ୍ଥାନରେ ଭିଜିଲାନ୍ସ ଚଢାଉ
  • ||
  • କଟକ : କେନାଲରେ ଗାଧୋଇବା ବେଳେ ଅଘଟଣ; ନବମ ଶ୍ରେଣୀ ଛାତ୍ରୀ ନିଖୋଜ
  • ||
  • ଇଡ଼ି ଅଫିସ୍‌ରେ ହାଜର ହେଲେ ପୂର୍ବତନ କ୍ରିକେଟର ସୁରେଶ ରାଇନା, ବେଟିଂ ଆପ୍‌ ମାମଲାରେ ହୋଇଥିଲା ସମନ୍
  • ||
  • ସୁନ୍ଦରଗଡ଼ : ପାରିବାରିକ କଳହରୁ ଗଡ଼ିଲା ମୁଣ୍ଡ, ସ୍ୱାମୀର ତଣ୍ଟି ଚିପି ହତ୍ୟା କଲା ସ୍ତ୍ରୀ
  • ||
  • ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର, ୧୫ ତାରିଖ ଯାଏଁ ଅତିପ୍ରବଳ ବର୍ଷା ସମ୍ଭାବନା
  • ||
  • ଗଞ୍ଜାମ : ଭାରସାମ୍ୟ ହରାଇ ଷ୍ଟପବୋର୍ଡରେ ପିଟିହେଲା ବାଇକ୍‌, ଚାଳକ ମୃତ
  • ||
  • ରାୟଗଡ଼ା : ଭାରସାମ୍ୟ ହରାଇ ଓଲଟିଲା OSRTC ବସ୍‌, ୧୫ ଆହତ
  • ||
  • ବିଶ୍ୱ ଅଙ୍ଗଦାନ ଦିବସ : ଓଡ଼ିଶାରେ ହେଲାଣି ୨ ହଜାର କିଡ୍‌ନୀ ପ୍ରତିରୋପଣ
  • ||
  • ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥା ଢିଲା, ପରିକ୍ରମା କାନ୍ଥରେ ଧମକପୂର୍ଣ୍ଣ ମେସେଜ୍, ଆତଙ୍କବାଦୀ ଆକ୍ରମଣ ନେଇ ବଢିଲା ଆଶଙ୍କା
  • ||
  • ରାଜସ୍ଥାନ ଦୌସାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା; ୧୦ ମୃତ
  • ||

ସଂସଦରେ ଉପସ୍ଥାପନ ହେବ ସଂଶୋଧିତ ଆୟକର ବିଲ୍, ଆଜି ଆଗତ କରିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ

Published By : Manoj | August 11, 2025 8:41 AM

ନୂଆଦିଲ୍ଲୀ,୧୧/୦୮: ସୋମବାର ସଂସଦରେ ଉପସ୍ଥାପନ ହେବ ସଂଶୋଧିତ  ଆୟକର ବିଲ୍‌ । ୩୧ ସଦସ୍ୟ ବିଶିଷ୍ଟ ସିଲେକ୍ଟ  କମିଟିର ସଂଶୋଧିତ ପ୍ରସ୍ତାବ ପରେ ଅର୍ଥମନ୍ତ୍ରୀ ନିର୍ମଳା  ସୀତାରମଣ ନୂଆ ଆୟକର ବିଲ୍‌ ୨୦୨୫କୁ ପୁଣି ଥରେ  ଆଣିଛନ୍ତି । ନୂଆ ଆଇନକୁ ବର୍ତ୍ତମାନର ଫ୍ରେମୱାର୍କ  ସହ ଯୋଡ଼ିବା ଉପରେ କମିଟି ପ୍ରସ୍ତାବ ଦେଇଛି ।  ୪୫୮୪ ପୃଷ୍ଠା ବିଶିଷ୍ଟ ରିପୋର୍ଟରେ ୫୬୬ ସଂଶୋଧନ  ପ୍ରସ୍ତାବ ଦିଆଯାଇଛି । 

ସେହିଭଳି ପୁରୁଣା ଆଇନ  ସହ ତାଳମେଳ, ଟିକସଦାତାଙ୍କୁ ଆଶ୍ୱସ୍ତି, ଆୟକର  ଟିକସ ରିଫଣ୍ଡରେ ପରିବର୍ତ୍ତନ, ୮୦ ଏମ୍‌ ଡିଡକ୍ସନ ନିୟମରେ ପରିବର୍ତ୍ତନ, ଅଣୁ ବିଜ୍‌ନେସ ଗୁଡ଼ିକୁ  ଏମ୍‌ଏସ୍‌ଏମ୍‌ଇ ସହ ସମନ୍ୱୟ ଏବଂ ପ୍ରୋଭିଡେଣ୍ଟ  ଫଣ୍ଡ୍‌ ଉପରେ ଟିଡିଏସ୍‌ ନିୟମର ପରିବର୍ତ୍ତନ  ଭଳି ପ୍ରମୁଖ ପ୍ରସ୍ତାବ ଏଥିରେ ସାମିଲ ରହିଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.