ପ୍ରମୂଖ ଖବର
  • ଯାଜପୁର : ଟ୍ରାନ୍ସଫର୍ମର ଚୋରି ଗ୍ୟାଙ୍ଗ ଗିରଫ, କାର୍ ସହ ବହୁ ସାମଗ୍ରୀ ଜବତ
  • ||
  • ଗଞ୍ଜାମ : ଏକତରଫା ପ୍ରେମରୁ ଯୁବତୀଙ୍କୁ ବୀଭତ୍ସ ହତ୍ୟା, ଘର ଭିତରେ ପଡ଼ିଛି ରକ୍ତାକ୍ତ ମୃତଦେହ
  • ||
  • ମାଲକାନଗିରି : ଧମତରି ଜିଲ୍ଲାରେ ମାଓ ଡମ୍ପ୍ ଠାବ, ଲ୍ୟାଣ୍ଡମାଇନ୍‌ ଏବଂ ବୋମା ଜବତ
  • ||
  • ଗାଧୋଇବା ବେଳେ ଅଘଟଣ, ଚନ୍ଦ୍ରଭାଗାରେ ବୁଡ଼ି ଯାଉଥିବା ପର୍ଯ୍ୟଟକ ଉଦ୍ଧାର
  • ||
  • ଓଡିଶା-ପଶ୍ଚିମବଙ୍ଗ ସୀମାରେ ହାଇ ଆଲର୍ଟ, ଅନିର୍ଦ୍ଧିଷ୍ଟ କାଳ ପାଇଁ ଚାଲୁ ରହିବ ପ୍ରକ୍ରିୟା
  • ||
  • ଛତ୍ରପୁର : ମାଛ ଧରୁଥିବା ବେଳେ ଅଘଟଣ, ପାଣିରେ ବୁଡି ମତ୍ସ୍ୟଜୀବୀଙ୍କ ମୃତ୍ୟୁ
  • ||

ରାଣୀହାଟରେ ଖୋଲିଲା ଲଣ୍ଡନ ବେରୀର ଆଉଟଲେଟ

Published By : Prameya | April 30, 2025 8:40 PM

କଟକ,୩୦/୪ : କଟକ ରାଣୀହାଟଠାରେ ଖୋଲିଲା ଲଣ୍ଡନ ବେରୀର ପ୍ରଥମ ମେନ୍ସ ଆଉଟଲେଟ । ଭାରତରେ   ଖ୍ୟାତି ଅର୍ଜନ କରିଥିବା ଲଣ୍ଡନ ବେରୀ ବ୍ରାଣ୍ଡର ପୂର୍ବରୁ ଓଡ଼ିଶାର ଦୁଇଟି ସ୍ଥାନ ଯାଜପୁର ଓ ଭୁବନେଶ୍ବରରେ ଆଉଟଲେଟ୍  ରହିଛି । କଟକରେ ଓଡ଼ିଶାର ତୃତୀୟ ଆଉଟଲେଟ୍ ଖୋଲିଛି । 

ଆଜି   ଲଣ୍ଡନ ବେରୀ କମ୍ପାନୀର ବିଜନେସ ପାର୍ଟନର ସ୍ନେହାଂଶୁ ତ୍ରିପାଠୀ ଏବଂ ଷ୍ଟୋର ମାଲିକ ସୂର୍ଯ୍ୟକାନ୍ତ କରଙ୍କ  ଉପସ୍ଥିତିରେ ଆନୁଷ୍ଠାନିକ ଭାବେ ଶୋରୁମକୁ ଉଦଘାଟନ କରାଯାଇଥିଲା । କଟକରେ ଖୋଲିଥିବା ଏହି ଏକ୍ସକ୍ଲୁସିଭ ମେନ୍ସ ଆଉଟଲେଟରେ ସବୁ ପ୍ରକାରର ସାର୍ଟ, ଟି ସାର୍ଟ, ଟ୍ରାଉଜର, ଡେନିମ୍ ଜିନ୍ସ,, ସର୍ଟ୍ସ ପାଣ୍ଟ, ଟାଏ, ବେଲ୍ଟ, ଓ୍ବାଲେଟ୍ , ବ୍ଲେଜର ଉପଲବ୍ଧ  ରହିଛି । ଏଥିସହ ଅନେକ ଆକର୍ଷଣୀୟ ଅଫର ମଧ୍ୟ ରହିଛି । ବାଏ ଓ୍ବାନ୍ ଗେଟ୍ ଟୁ, ବାଏ ଟୁ ଗେଟ୍ ୪, ସିଙ୍ଗଲ ପିସ୍ ଉପରେ ୬୦ପ୍ରତିଶତ ରିହାତି ମିଳୁଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.