ପ୍ରମୂଖ ଖବର
  • ପୁରୀ : ଏଥର ମିଳିବନି ମହାପ୍ରଭୁଙ୍କ ନବଯୌବନ ଦର୍ଶନ, ୧୦ରେ ମିଳିବ ଆଡ଼ପ ଅବଢ଼ା
  • ||
  • ଭୁବନେଶ୍ଵର : କେନ୍ଦ୍ରୀୟ ପୂର୍ବ ବଙ୍ଗୋପସାଗରେ ଘୂର୍ଣ୍ଣିବଳୟ, ଆସନ୍ତା ୫ ଦିନ ଯାଏଁ ରାଜ୍ୟରେ ପ୍ରବଳ ବର୍ଷାର ସମ୍ଭାବନା
  • ||
  • ଭୁବନେଶ୍ଵର : ସ୍କୁଲରେ ପଢ଼ାଇବେ ଅତିଥି ଶିକ୍ଷକ, ନିଯୁକ୍ତ ହେବେ ୪୫୮୦ ଅବସରପ୍ରାପ୍ତ ଶିକ୍ଷକ
  • ||

ଭୋଟ୍ ଦେଲେ କୋରାପୁଟ ବିଧାୟକ ରଘୁରାମ ପଡାଲ

କୋରାପୁଟ, ୧୩/୫ : କୋରାପୁଟ ବିଧାୟକ ରଘୁରାମ ପଡାଲ ମତଦାନ କରିଛନ୍ତି। ସେମିଳିଗୁଡା ମୁନିସିପାଲିଟି ଅଧିନ ତଳଗାଦବା ସାହିର ଅପର୍ ପ୍ରାଇମେରୀ ସ୍କୁଲ୍ ସ୍ଥିତ ବୁଥରେ ସେ ଭୋଟ ଦେଇଛନ୍ତି। ପ୍ରକାଶ ଥାଉ ଯେ, ସେ କୋରାପୁଟ ଆସନରେ ବିଜେଡ଼ି ପ୍ରାର୍ଥୀ ରହିଛନ୍ତି।

ଆଜି କୋରାପୁଟ ଲୋକସଭା ଓ ଜିଳ୍ଲାର ୫ ଟି ବିଧାନସଭା ଆସନରେ ମତଦାନ ଚାଲିଛି। ବିଭିନ୍ନ ବୁଥରେ ପ୍ରାୟ ଅଧଘଣ୍ଟା ବିଳମ୍ବରେ ମତଦାନ ଆରମ୍ଭ ହୋଇଛି। ଇଭିଏମ ପରିଚାଳନାରେ ତ୍ରୁଟି ଯୋଗୁଁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା। ସମଗ୍ର ଜିଲ୍ଲା ସମେତ ରେଞ୍ଜରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି। ବର୍ତ୍ତମାନ୍ ଯାଏ କୌଣସି ସ୍ଥାନରେ କିଛି ବିଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇନାହିଁ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.