ଭୁବନେଶ୍ଵର, ୦୧/୦୪ : ଭୁବନେଶ୍ଵରର ଘରୋଇ କୋଚିଂ ସେଣ୍ଟର VANIK ଉପରେ ଆଇଟି ରେଡ୍। ସୁବ୍ରତ ଛାଟୋଇଙ୍କ ନୟାପଲ୍ଲୀ ସ୍ଥିତ କୋଚିଂ ସେଣ୍ଟରରେ ଚଢାଉ ହୋଇଛି। ଟ୍ୟାକ୍ସ ଫାଙ୍କିବା ନେଇ ଆୟକର ବିଭାଗ ରେଡ୍ କରିଥିବା ସୂଚନା ମିଳିଛି। ଏତଦ୍ ବ୍ୟତୀତ ସୁବ୍ରତ ଛାଟୋଇଙ୍କ ଘର ଓ ତାଙ୍କ ବ୍ୟବସାୟିକ ପ୍ରତିଷ୍ଠାନ ଉପରେ ମଧ୍ୟ ଆୟକର ବିଭାଗର ଚଢାଉ ଚାଲିଛି। ଗତବର୍ଷ କୋଚିଂ ସେଣ୍ଟରରେ ସେଣ୍ଟ୍ରାଲ ଜିଏସଟି ରେଡ୍ କରିଥିଲା।
ଜାପାନ ନିର୍ବାଚନରେ ବହୁମତ ହରାଇଲା କ୍ଷମତାସୀନ ଏଲ୍ଡି...