ପ୍ରମୂଖ ଖବର
  • ରୁଷକୁ ଟ୍ରମ୍ପଙ୍କ ଅଲ୍ଟିମେଟମ୍, ୫୦ ଦିନ ମଧ୍ୟରେ ଯୁଦ୍ଧ ବନ୍ଦ ନକଲେ ଲଗାଇବେ ଶତ ପ୍ରତିଶତ ଶୁଳ୍କ
  • ||
  • ଛୋଟ ଛୋଟ କଥାରେ ବିବାଦ ଯୋଗୁଁ ବିପଦରେ ପଡ଼ୁଛି ହିନ୍ଦୁ ବିବାହ, ଚିନ୍ତା ପ୍ରକାଶ କଲେ ବମ୍ବେ ହାଇକୋର୍ଟ
  • ||
  • ବାରଙ୍ଗ ବ୍ଲକ ଛକରେ ଆମ ବସ୍ ଧକ୍କାରେ ଯୁବକ ମୃତ, ଘଟଣାସ୍ଥଳରେ ଉତ୍ତେଜନା, ରାସ୍ତାରୋକ
  • ||
  • ଏଫଏମ କଲେଜ ଛାତ୍ରୀ ଆତ୍ମାହୁତି ଉଦ୍ୟମ ଘଟଣା, ଏମ୍ସରେ ପୀଡିତାଙ୍କୁ ଭେଟିଲେ ରାଷ୍ଟ୍ରପତି
  • ||
  • ଛାତ୍ରୀ ଆତ୍ମାହୁତି ଉଦ୍ୟମ ଘଟଣାରେ ଏଫଏମ କଲେଜ ଅଧ୍ୟକ୍ଷ ଗିରଫ
  • ||
  • ମାଲକାନଗିରି: ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣରେ ୩ ଗୁରୁତର, -ଜଙ୍ଗଲକୁ ଛତୁ ସଂଗ୍ରହ ପାଇଁ ଯାଇଥିବା ବେଳେ ଫୁଟିଲା ଲ୍ୟାଣ୍ଡମାଇନ୍‌
  • ||
  • କେନ୍ଦୁଝର : ଲଗାଣ ବର୍ଷାରେ ଅସ୍ତବ୍ୟସ୍ତ ତେଲକୋଇ, ପିଟାନାଳି ପୋଲ ଉପରେ ୩ ଫୁଟର ବନ୍ୟା ଜଳ ପ୍ରବାହିତ
  • ||
  • ଭୁବନେଶ୍ୱର : ମୃତ୍ୟୁ ସହ ସଂଘର୍ଷ କରୁଛି ଝିଅ, ସୁସ୍ଥ ହେବା ପାଇଁ ପ୍ରାର୍ଥନା କରନ୍ତୁ କହିଲେ ଏଫଏମ୍ କଲେଜ ପୀଡ଼ିତାଙ୍କ ବାପା
  • ||
  • ଗଞ୍ଜାମ : ମନ୍ଦିର ଗେଟ୍‌ରେ ପିଟିହେଲା ବାଇକ୍‌, ୨ ମୃତ
  • ||
  • ମହାମହିମଙ୍କ ଗସ୍ତ ପାଇଁ କମିଶନରେଟ୍‌ ପୁଲିସ ପକ୍ଷରୁ ଟ୍ରାଫିକ୍ କଟକଣା, ସହର ଭିତରକୁ ୨ ଦିନ ପାଇଁ ଭାରୀଯାନ ମନା
  • ||
  • ପାରାଦ୍ଵୀପର ପରିବା ମାର୍କେଟ୍‌ରେ ଅଗ୍ନିକାଣ୍ଡ, ୬ରୁ ଉର୍ଦ୍ଧ୍ଵ ଦୋକାନ ପୋଡ଼ି ପାଉଁଶ
  • ||
  • ଏଫଏମ୍‌ କଲେଜରେ ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା, ଆଜି ବାଲେଶ୍ୱର ଗସ୍ତ କରିବ ପିସିସି ଅନୁଧ୍ୟାନ କମିଟି
  • ||
  • ଶ୍ରାବଣ ସୋମବାର ଉପଲକ୍ଷେ ସୁଦର୍ଶନ ପଟ୍ଟନାୟକଙ୍କ ବାଲୁକା କଳା, ବାଲିରେ ଝଲସିଲେ ଦେବ ଦେବ ମହାଦେବ
  • ||
  • ଭେଣ୍ଟିଲେଟରରେ ମୃତ୍ୟୁ ସହ ଲଢୁଛନ୍ତି FM କଲେଜ ଛାତ୍ରୀ, ଭର୍ଚୁଆଲରେ ଦିଲ୍ଲୀ ଏମ୍ସର ପରାମର୍ଶରେ ଚାଲିଛି ଡାୟାଲିସିସ୍‌
  • ||
  • ଡେଲାଙ୍ଗରେ ବ୍ୟାପିଛି ବାର୍ଡ ଫ୍ଲୁ, ଚିକେନ୍ ପ୍ରେମୀଙ୍କ ମନରେ ଛନକା, ଦୁଇ ଦିନରେ ମରାଗଲାଣି ୬,୭୩୧ କୁକୁଡ଼ା
  • ||
  • ମହାକାଶରୁ ଶୁଭାଂଶୁଙ୍କ ମେସେଜ୍, କହିଲେ ସାରେ ଜହାଁ ସେ ଅଛା, ହିନ୍ଦୁସ୍ତାନ ହମାରା, ଆଜି ମହାକାଶରୁ ପୃଥିବୀ ଅଭିମୁଖେ ଯାତ୍ରା
  • ||
  • ଲଣ୍ଡନ ସାଉଥ୍‌ଏଣ୍ଡ୍ ଏୟାରପୋର୍ଟରେ ବିମାନ ଦୁର୍ଘଟଣା, ଉଡ଼ାଣର କିଛି ସମୟ ଭିତରେ ଜଳିଗଲା ବିଚ୍‌କ୍ରାଫ୍ B200 ସୁପରକିଙ୍ଗ୍
  • ||
  • ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି: ଏମ୍‌ସ, ରେଭେନ୍ସା ବିଶ୍ୱବିଦ୍ୟାଳୟ ସମାବର୍ତ୍ତନ ସମାରୋହରେ ଦେବେ ଯୋଗ
  • ||
  • ବଙ୍ଗୋପସାଗରରେ ଯୋଡ଼ା ଲଘୁଚାପ ସକ୍ରିୟ: ଆଜି ୬ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି
  • ||
  • ଶ୍ରାବଣ ମାସର ପ୍ରଥମ ସୋମବାରରେ ଚଳଚଞ୍ଚଳ ଧବଳେଶ୍ଵରଙ୍କ ପୀଠ, ଶ୍ରାବଣୀ ଲିଙ୍ଗରେ ଜଳଲାଗି କଲେ କାଉଡ଼ିଆ
  • ||

ହ୍ୱାଇଟ୍‌ ହାଉସ୍‌ ଠାରୁ ଆହୁରି ବିଳାସପୂର୍ଣ୍ଣ ଭାରତର ରାଷ୍ଟ୍ରପତି ଭବନ, ଜାଣନ୍ତୁ ବିଲ୍ଡିଂରେ ରହିଛି କେତେ ରୁମ୍‌

Published By : Krishna Priya | February 4, 2025 11:48 AM

ନୂଆଦିଲ୍ଲୀ ୦୪/୦୨: ଯେତେବେଳେ ବିଶ୍ୱର ରାଷ୍ଟ୍ରାଧ୍ୟକ୍ଷଙ୍କ ସରକାରୀ ବାସଭବନ କଥା ଉଠେ ପ୍ରଥମେ ମନକୁ ଆସେ ଆମେରିକାର ହ୍ୱାଇଟ୍‌ ହାଉସ୍। ଏହା ଦୁନିଆର ସବୁଠାରୁ ସୁରକ୍ଷିତ ସ୍ଥାନ ହେବା ସହିତ ବିଳାସପୂର୍ଣ୍ଣ କୋଠା ଭାବରେ ମଧ୍ୟ ପରିଚିତ। ତେବେ ଭାରତର ରାଷ୍ଟ୍ରପତି ଭବନ ହ୍ୱାଇଟ୍‌ ହାଉସ ଠାରୁ କୌଣସି କ୍ଷେତ୍ରରେ କମ୍ ନୁହେଁ। ଏହି ବିଳାସପୂର୍ଣ୍ଣ ବିଲ୍ଡିଂରେ ଦୁନିଆର ପ୍ରତ୍ୟେକ ସୁବିଧା ଉପଲବ୍ଧ । ବ୍ରିଟିଶ ଶାସନ କାଳରେ ଏହା ବ୍ରିଟିଶ ବାଇସରଏ ସରକାରୀ ବାସଭବନ ଥିଲା। ଏହି ରାଷ୍ଟ୍ରିୟ ଭବନ ନିର୍ମାଣ ପାଇଁ ୧୭ ବର୍ଷ ସମୟ ଲାଗିଥିଲା।

ଆମେରିକାର ରାଷ୍ଟ୍ରପତିଙ୍କ ସରକାରୀ ବାସଭବନ ହ୍ୱାଇଟ୍‌ ହାଉସ ୫୫ ହଜାର ବର୍ଗଫୁଟ ଉପରେ ବ୍ୟାପିଛି। ଏହି କୋଠାଟି ୬ ମହଲା ବିଶିଷ୍ଟ, ଯେଉଁଥିରେ ୧୩୨ ରୁମ୍ ଅଛି । ଏହା ବ୍ୟତୀତ ହ୍ୱାଇଟ୍‌ ହାଉସରେ ୩୫ ଟି ବାଥରୁମ, ୪୧୨ ଟି କବାଟ ଏବଂ ୧୪୭ ଟି ଝରକା ରହିଛି। ସେହିପରି ଭାରତ ରାଷ୍ଟ୍ରପତିଙ୍କ ସରକାରୀ ବାସଭବନ ମଧ୍ୟ କୌଣସି କ୍ଷେତ୍ରରେ କମ୍ ନୁହେଁ। ଏହା ୩୩୦ ଏକର ଉପରେ ବ୍ୟାପିଛି। ଏହା ଏକ ଚାରି ମହଲା କୋଠା, ଯେଉଁଥିରେ ୩୪୦ ରୁମ୍, ୩୭ଟି ଅଡିଟୋରିୟମ୍, ୭୪ ବାରଣ୍ଡା, ୨ ରୋଷେଇ ଘର ଏବଂ ୩୭ଟି ଫାଉଣ୍ଟେନ୍‌ ରହିଛି।

ତେବେ ରାଷ୍ଟ୍ରପତି ଭବନ ନିର୍ମାଣ ପାଇଁ ୧୭ ବର୍ଷ ସମୟ ଲାଗିଥିଲା। ଏକ ଆକଳନ ଅନୁଯାୟୀ, ଏହି ବିଶାଳ କୋଠା ନିର୍ମାଣର ମୂଲ୍ୟ ପ୍ରାୟ ୧୪ ନିୟୁତ ଟଙ୍କା ଥିଲା । ପ୍ରାୟ ୨୩ ହଜାର ଶ୍ରମିକ ବିଲଡିଂ ସଂପୂର୍ଣ୍ଣ କରିବା ପାଇଁ ଦିନରାତି କାମ କରିଥିଲେ। ରାଷ୍ଟ୍ରୀୟ ଭବନର ବିଶେଷତ୍ୱ ହେଉଛି ସେଣ୍ଟ୍ରାଲ୍ ଡୋମ୍ । 

 

 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.