ପ୍ରମୂଖ ଖବର
  • ଭିଜିଲାନ୍ସ ଜାଲରେ ଚିଫ୍ ଇଞ୍ଜିନିୟର୍ କୈଳାଶ ଚନ୍ଦ୍ର ସାହୁ , ଏକାକାଳୀନ ୧୦ଟି ସ୍ଥାନରେ ଚଢ଼ାଉ କରୁଛି ଭିଜିଲାନ୍ସ ଟିମ୍
  • ||
  • ରାଜନଗରରେ ମାଡ଼ ହେବ "ଦାନା'! ଗୁରୁବାର ରାତିରୁ ଶୁକ୍ରବାର ସକାଳ ଭିତରେ ସ୍ଥଳଭାଗ ଛୁଇଁବ
  • ||

ବାତ୍ୟା ମୁକାବିଲା ପ୍ରସ୍ତୁତି: ୨୩ ପୂର୍ବରୁ ବାହାର ଲୋକ ଶ୍ରୀକ୍ଷେତ୍ର ଛାଡ଼ିବାକୁ ରାଜସ୍ୱ ମନ୍ତ୍ରୀଙ୍କ ପରାମର୍ଶ

ଭୁବନେଶ୍ୱର,୨୨/୧୦: ବାତ୍ୟା ‘ଦାନା’ର ମୁକାବିଲା ପାଇଁ ରାଜ୍ୟ ସରକାର  ଆଗୁଆ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ଏହି ପରିପ୍ରେକ୍ଷୀରେ ପୁରୀକୁ ଗୁରୁତ୍ୱ ଦେଇଛି  ପ୍ରଶାସନ । ୨୩ ତାରିଖ ବେଳକୁ ବର୍ଷା ହେବାର ସମ୍ଭାବନା ରହିଛି । ତେଣୁ ଏହା  ପୂର୍ବରୁ ଶ୍ରୀମନ୍ଦିର ଦର୍ଶନ କରିବାକୁ ଆସି ଏଠାରେ ରହୁଥିବା ବହିରାଗତ ଭକ୍ତ  ଓ ପର୍ଯ୍ୟଟକମାନେ ପୁରୀ ଛାଡ଼ିବାକୁ ପରାମର୍ଶ ଦେଇଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ  ପୂଜାରୀ । ଏଥିସହ ବାତ୍ୟା ପାଇଁ ୨୪ ଓ ୨୫ ତାରିଖରେ କୌଣସି ଭକ୍ତ ପୁରୀକୁ  ନ ଆସିବାକୁ ସେ ନିବେଦନ କରିଛନ୍ତି । ସ୍ଥିତି ଠିକ୍‌ ହେଲା ପର୍ଯ୍ୟନ୍ତ ସରକାରଙ୍କୁ  ସହଯୋଗର ହାତ ବଢାନ୍ତୁ ବୋଲି ମନ୍ତ୍ରୀ କହିଛନ୍ତି । 

  • PrameyaOdia
  • prameya
  • Cyclone Dana
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.