ବ୍ରହ୍ମପୁର, ୨୧/୦୫ : ନିର୍ବାଚନ ଡ୍ୟୁଟିରୁ ଫେରିବା ବେଳେ ଡିଭାଇଡରକୁ ପିଟିଲା ବସ୍। ଛତ୍ରପୁର ଡିଆରଡିଏ ଛକ ନିକଟରେ ଏହି ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଜଣେ ପୁଲିସ କର୍ମଚାରୀ ଆହତ ହୋଇଛନ୍ତି। ଅନ୍ୟମାନେ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ବସ୍ଟି ୨୦ ଜଣ ପୋଲିସ କର୍ମଚାରୀଙ୍କୁ ଧରି ଭଞ୍ଜନଗରରୁ ଫେରିବା ବେଳେ ଏହି ଦୁର୍ଘଟଣା ଘଟିଛି।
ଜୁନ୍ ୨୪ରେ ଅଷ୍ଟାଦଶ ଲୋକସଭାର ପ୍ରଥମ ଅଧିବେଶନ, ୨୬ରେ...