ଛତ୍ରପୁର, ୨୧/୦୭: ବୋଲ ବମ୍ ଯାଇ ଧବଳେଶ୍ୱର ପୀଠରେ ପାଣି ଢାଳି ଛତ୍ରପୁର ଏନଏସି ଅନ୍ତର୍ଗତ ଭାସ୍କରରାଓପେଟା ନିଜ ଘରକୁ ଅଟୋରେ ଫେରିଥିଲେ ମାଧବ ସେଠୀ (୬୦ ବର୍ଷ) । ଘରେ ପହଞ୍ଚିବା ବେଳେ ହଠାତ୍ ଛାତିରେ ଯନ୍ତ୍ରଣା ଅନୁଭବ ହେବା ପରେ ତାଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ମାଧବଙ୍କୁ ଛତ୍ରପୁର ମେଡିକାଲକୁ ଆଣିବା ପରେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି ।

ଛାତ୍ର କଂଗ୍ରେସ ସଭାପତି ପଦରୁ ଉଦିତ୍ ପ୍ରଧାନ ନିଲମ୍ବି...