ପ୍ରମୂଖ ଖବର
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

ବଡ଼ବିଲ-ପୁରୀ ଭାୟା କେନ୍ଦୁଝର ଇଣ୍ଟର ସିଟି ଏକ୍ସପ୍ରେସର ଗତିପଥ ପରିବର୍ତ୍ତନ

Published By : Ladu Kishor | November 1, 2024 8:11 PM

କେନ୍ଦୁଝର ସଦର ୧/୧୧ କେନ୍ଦୁଝର ଜିଲ୍ଲା ବଡ଼ବିଲରୁ କେନ୍ଦୁଝର ଦେଇ ପୁରୀ ଅଭିମୁଖେ ଯାଉଥିବା ୧୮୪୧୫ ବଡ଼ବିଲ ପୁରୀ ଇଣ୍ଟରସିଟି ଏକ୍ସପ୍ରେସ ଗୁରୁତ୍ବପୂର୍ଣ୍ଣ ସୁରକ୍ଷା କାମ ଚାଲିଥିବାରୁ ଚଳିତ ନଭେମ୍ବର ମାସ ଏକ ତାରିଖରୁ ଭାୟା କଟକ ପରିବର୍ତ୍ତେ ଭାୟା କପିଳାସ ରୋଡ଼, ନରାଜ ବାରଙ୍ଗ ମଧ୍ୟ ଦେଇ ଚାଲିବ। ଅନୁରୂପ ଭାବେ ପୁରୀରୁ ବଡ଼ବିଲ ଆସୁଥିବା ଟ୍ରେନ ନମ୍ବର ୧୮୪୧୬ ମଧ୍ୟ କଟକ ନ ଯାଇ ବାରଙ୍ଗ ନରାଜ କପିଳାସ ରୋଡ଼ ଦେଇ ଆସନ୍ତା ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ଚଳାଚଳ କରିବ ବଲି ପୂର୍ବତଟ ରେଳପଥ ତରଫରୁ ସୂଚନା ଦିଆଯାଇଛି ।

 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.