ପ୍ରମୂଖ ଖବର
  • ବୈପାରିଗୁଡ଼ା : ଗଞ୍ଜେଇ ଚୋରା ଚାଲାଣ ବେଳେ ମାଡ଼ି ବସିଲା ପୋଲିସ, ୫୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ
  • ||
  • ବାଙ୍ଗିରିପୋଷି : ପ୍ରମେୟରେ ଖବର ପ୍ରକାଶ ପରେ ପହଞ୍ଚିଲା ପ୍ରଶାସନ, ପିଇବା ପାଣି ପାଇଁ ଜୀବନକୁ ବାଜି ଲଗେଇଥିଲେ ଷଢେଇକଳା ଗ୍ରାମବାସୀ
  • ||
  • ବାଣପୁର : ଜନ୍ମକଲା ଶିଶୁକନ୍ୟାକୁ ମାଡ ମାରି ହତ୍ୟା ଉଦ୍ୟମ କଲା ମା, ଥାନାରେ ଅଟକ
  • ||
  • ମୁମ୍ବାଇ ବାନ୍ଦ୍ରା ଷ୍ଟେସନରେ ଦଳାଚକଟା,୯ ଗୁରୁତର
  • ||
  • ତେଲକୋଇ : ପଞ୍ଚମ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ, ଅଭିଯୁକ୍ତ ଅଟକ
  • ||
  • ଭୋଗରାଇ : ସେବା ସମବାୟ ଓ ତେଜରାତି ଦୋକାନରୁ ଚୋରି, ଲକ୍ଷାଧିକ ଟଙ୍କାର ସାମଗ୍ରୀ ଲୁଟିନେଲେ ଦୁର୍ବୃତ୍ତ
  • ||
  • ଓଡିଶାରେ ଲୋକସଭା ବାଚସ୍ପତି ଓମ୍ ବିର୍ଲା, ରାଜ୍ୟପାଳ ଏବଂ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ
  • ||
  • ଭବାନୀପାଟଣା : ଅଜଣା ଗାଡ଼ି ଧକ୍କାରେ ଯୁବକ ମୃତ, କ୍ଷତି ପୂରଣ ଦାବିରେ ପରିବାର ଲୋକଙ୍କ ରାସ୍ତାରୋକ
  • ||
  • ବାତ୍ୟା ‘ଦାନା’ ପ୍ରଭାବ ଆଉ ୨ ଦିନ ଭିତରକନିକା ବନ୍ଦ
  • ||
  • ଟାଙ୍ଗୀ : ଜୁଆ ଆଡ୍ଡାରେ ପୋଲିସର ଚଢାଉ; ୭୬ ହଜାରରୁ ଉର୍ଦ୍ଧ୍ୱ ଟଙ୍କା ଜବତ,୧୮ ଗିରଫ
  • ||
  • ଆଇଏସ୍‌ଏଲ୍‌ ୨୦୨୪: ଆଜି ଓଡ଼ିଶା ଏଫ୍‌ସି- ମୁମ୍ବାଇ ସିଟି ମଧ୍ୟରେ ଟକ୍କର, ବିଜୟକୁ ଫେରିବା ପାଇଁ ବ୍ୟାକୁଳ ମୁମ୍ବାଇ
  • ||
  • ମେକ୍ସିକୋରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା; ୨୪ ମୃତ, ୫ ଗୁରୁତର
  • ||
  • ସରିଲା ପ୍ରସିଦ୍ଧ ଢେଙ୍କାନାଳ ଗଜଲକ୍ଷ୍ମୀ ପୂଜା: ଆଜି ମେଲାଣି ନେବେ ଧନଦାତ୍ରୀ, ଲୋକନୃ
  • ||
  • ଜମ୍ମୁ-କଶ୍ମୀରରେ ଖାଇକୁ ଖସିଲା ସେନା ଗାଡ଼ି; ଜଣେ ଯବାନ ମୃତ ,୧୩ ଗୁରୁତର
  • ||
  • ପାରାଦ୍ଵୀପ : ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ମରଣାନ୍ତକ ଆକ୍ରମଣ, ଯୁବକ ଗୁରୁତର
  • ||
  • ସୋର : ବିପଦ ସଙ୍କେତ ଟପିଲା କାଂଶବାଂଶ ନଦୀ, ୨ ପଞ୍ଚାୟତ ପରିଦର୍ଶନ କଲେ ବିଧାୟକ
  • ||
  • ରାଜଧାନୀରେ ବାଘ ଆତଙ୍କ; ପାଦ ଟିହ୍ନରୁ ଗଧିଆ କିମ୍ୱା ବଣ ବିରାଡ଼ି ହୋଇଥିବା ନେଇ କହିଲେ ସିଟି ଡିଏଫଓ
  • ||
  • ଦୁର୍ବଳ ‘ଦାନା’ ବାୟୁମଣ୍ଡଳରେ ମିଳେଇଯିବ: ଆଜିଠୁୁ ଫିଟିଯିବ ପାଗ, ତିନି ଦିନ କାଁ ଭାଁ ବର୍ଷା ସମ୍ଭାବନା
  • ||
  • ବାଲିଗୁଡ଼ା : ସ୍ତ୍ରୀକୁ ଗଳା କାଟି ହତ୍ୟା କଲା ନୃଶଂସ ସ୍ୱାମୀ, ସ୍ୱାମୀ ଅଟକ
  • ||

ଅର୍ଜୁନ ଏରିଗାଇସି କ୍ୟାରିୟରରେ ଆଉ ଏକ ସଫଳ ଫର୍ଦ୍ଦ, ୨୮୦୦ ଇଏଲ୍‌ଓ ରେଟିଂ ପଏଣ୍ଟ ହାସଲରେ ଦ୍ୱିତୀୟ ଭାରତୀୟ

ନୂଆଦିଲ୍ଲୀ, ୨୬/୧୦: ଚେସ୍‌ ଅଲିମ୍ପିଆଡ୍‌ ଚାମ୍ପିଅନ୍‌  ଭାରତୀୟ ଗ୍ରାଣ୍ଡମାଷ୍ଟର ଅର୍ଜୁନ ଏରିଗାଇସି କ୍ୟାରିୟରରେ ଆଉ  ଏକ ସଫଳ ଫର୍ଦ୍ଦ ଯୋଡ଼ିଛନ୍ତି । ସେ ସର୍ବକନିଷ୍ଠ ଭାରତୀୟ  ଖେଳାଳି ଭାବେ ୨୮୦୦ ଇଏଲ୍‌ଓ ରେଟିଂ ପଏଣ୍ଟ ଅତିକ୍ରମ କରି  ଇତିହାସ ରଚିଛନ୍ତି । ୫ଥର ବିଶ୍ୱ ଚାମ୍ପିଅନ୍‌ ବିଶ୍ୱନାଥନ ଆନନ୍ଦଙ୍କ  ପରେ ଦ୍ୱିତୀୟ ଭାରତୀୟ ଭାବେ ଏହି ସଫଳତା ଲାଭ କରିଛନ୍ତି । 

ୟୁରୋପିଆନ ଚେସ୍‌ କ୍ଲବ୍‌ କପ୍‌-୨୦୨୪ରେ ଆଲ୍କାଲୟଡ୍‌  ପକ୍ଷରୁ ଖେଳୁଥିବା ଏରିଗାଇସି ପଞ୍ଚମ ରାଉଣ୍ଡ୍‌ରେ ରୁଷିଆର  ଦିମିତ୍ରି ଆନ୍ଦ୍ରେଇକିନଙ୍କୁ ହରାଇ ୨୮୦୦ ଇଏଲ୍‌ଓ ରେଟିଂ  ପଏଣ୍ଟ ଅତିକ୍ରମ କରିଥିଲେ । ଫିଡେ ମାନ୍ୟତା ତାଲିକା  (କ୍ଲାସିକାଲ) ରେ ସେ ତୃତୀୟ ସ୍ଥାନରେ ଥିବାବେଳେ  ତାଙ୍କ ରେଟିଂ ପଏଣ୍ଟ ୨୮୦୨.୧ ରହିଛି । ବିଶ୍ୱର ୧୬ତମ  ଖେଳାଳି ଭାବେ ଏରିଗାଇସି ୨୮୦୦ ରେଟିଂ ପଏଣ୍ଟ ମାର୍କ ଛୁଇଁଛନ୍ତି । ପୂର୍ବରୁ ଫ୍ରାନ୍ସର ଅଲିରେଜା ଫଇରୌଜା  (୧୮ବର୍ଷ ୫ମାସ) ସର୍ବକନିଷ୍ଠ ଖେଳାଳି ଭାବେ ଏହି  ମାଇଲଖୁଣ୍ଟ ଛୁଇଁଥିଲେ । ଅନ୍ୟ ଭାରତୀୟ ଖେଳାଳି ଡି  ଗୁକେଶ ୨୮୦୦ ରେଟିଂ ପଏଣ୍ଟଠୁ ଆଉ ୬ପଏଣ୍ଟ ପଛରେ  ରହିଛନ୍ତି । ତାଙ୍କ ନିକଟରେ ଏହି ମାର୍କ ଛୁଇଁବାର ସୁବର୍ଣ୍ଣ  ସୁଯୋଗ ରହିଛି । ସେ ଏବେ ମାନ୍ୟତା ତାଲିକାରେ ପଞ୍ଚମ  ସ୍ଥାନରେ ଅଛନ୍ତି । 

ସୂଚନାଯୋଗ୍ୟ, ଏରିଗାଇସି ଗତ  ଚେସ୍‌ ଅଲିମ୍ପିଆଡ୍‌ରେ ଭାରତକୁ ଚାମ୍ପିଅନ୍‌ କରାଇବାରେ  ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ । ସେ ବ୍ୟକ୍ତିଗତ ଏବଂ  ଟିମ୍‌ ଇଭେଣ୍ଟରେ ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.