ପ୍ରମୂଖ ଖବର
  • ଧାମି ସରକାରଙ୍କ ବଡ଼ ନିଷ୍ପତ୍ତି,ଉତ୍ତରାଖଣ୍ଡର ସବୁ ସ୍କୁଲ୍‌ରେ ଗୀତା ପାଠ ବାଧ୍ୟତାମୂଳକ
  • ||
  • ଏଫଏମ କଲେଜ ଛାତ୍ରୀ ମୃତ୍ୟୁ ଘଟଣା : କ୍ରାଇମବ୍ରାଞ୍ଚ କରିବ ତଦନ୍ତ
  • ||
  • କଂଗ୍ରେସର ଓଡିଶା ବନ୍ଦ ଡାକରା ଯୋଗୁ ଗୁରୁବାର ବନ୍ଦ ରହିବ ପେଟ୍ରୋଲ ପମ୍ପ
  • ||
  • ଆସନ୍ତା ୨୧ରେ ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି
  • ||
  • କଂଗ୍ରେସର ଓଡ଼ିଶା ବନ୍ଦ ଡାକରା, ଶାନ୍ତି ଶୃଙ୍ଖଳାରେ ବନ୍ଦକୁ ସମର୍ଥନ କରିବାକୁ ଭକ୍ତଙ୍କ ଅପିଲ୍
  • ||
  • ମୟୂରଭଞ୍ଜ : ଅନ୍ଧ ବିଶ୍ୱାସ ଓ ତନ୍ତ୍ର ପୂଜା ପାଇଁ ଘରେ ରଖିଥିଲେ ବାଘ ଛାଲ, ୭ ଅଭିଯୁକ୍ତ ଗିରଫ
  • ||
  • ଗୁରୁବାର ମହାପ୍ରଭୁଙ୍କର ବନକଲାଗି ନୀତି, ସନ୍ଧ୍ୟା ସାଢେ ୬ଟାରୁ ରାତି ୧୧ଟା ଯାଏଁ ସର୍ବସାଧାରଣ ଦର୍ଶନ ବନ୍ଦ
  • ||
  • ଜଳେଶ୍ବର: ବିଜୁ ଜନତା ଦଳ ପକ୍ଷରୁ ବାଲେଶ୍ୱର ଜିଲ୍ଲା ବନ୍ଦ ଡାକରା, ଦିନ ୨ଟା ପର୍ଯ୍ୟନ୍ତ ଚକଅଖ ବନ୍ଦ
  • ||
  • ନୂଆପଡ଼ା: ମର୍ଣ୍ଣିଙ୍ଗ ୱାକ କରିବା ବେଳେ ଅଘଟଣ; ଅଜଣା ଗାଡ଼ି ଧକ୍କାରେ ଜଣେ ମୃତ,୨ ଗୁରୁତର
  • ||
  • ମୟୂରଭଞ୍ଜ: ରକ୍ତ ସମ୍ପର୍କରେ ରକ୍ତ ଛିଟା; ବୃଦ୍ଧ ବାପା ଓ ମାଆଙ୍କୁ ହତ୍ୟାକଲା ମଦ୍ୟପ ପୁଅ
  • ||
  • ଗଞ୍ଜାମ : ଭାରସାମ୍ୟ ହରାଇ ଘରେ ପଶିଲା କାର୍; ଜଣେ ମୃତ, ୪ଆହତ
  • ||
  • ଓଡ଼ିଶା ବନ୍ଦ ପାଇଁ ଟିଏଲ୍‌ଟି ନିଯୁକ୍ତି ପରୀକ୍ଷା ସ୍ଥଗିତ, ୧୮ରେ ହେବ ପରୀକ୍ଷା
  • ||
  • ଲଘୁଚାପ ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା, ୧୯ ଯାଏ ଢାଳିବ
  • ||
  • ଆମେରିକାର ଟାରିଫ୍‌ ଛାଟରେ ଚିନ୍ତାରେ ଏସୀୟ ଦେଶ : ପୋଷାକ ରପ୍ତାନିରେ ଲାଭ ଉଠାଇପାରିବ ଭାରତ
  • ||
  • ନୂଆପଡ଼ା : ମର୍ଣ୍ଣିଙ୍ଗ ୱାକ କରିବା ବେଳେ ଅଘଟଣ; ଅଜଣା ଗାଡ଼ି ଧକ୍କାରେ ଜଣେ ମୃତ,୨ ଗୁରୁତର
  • ||

ଦ୍ୱାଦଶୀ ତିଥିରେ କରନ୍ତୁ ରବି ପ୍ରଦୋଷ ବ୍ରତ, ଉପବାସ ପାଇଁ ଜାଣନ୍ତୁ ସମସ୍ତ ଶୁଭ ଏବଂ ଅଶୁଭ ମୁହୂର୍ତ୍ତ

Published By : Harapriya Sethi | February 9, 2025 8:14 AM

ନୂଆଦିଲ୍ଲୀ,୦୯/୦୨:  ଫେବୃୟାରୀ ୯ ତାରିଖ ଅର୍ଥାତ ରବିବାର । ଏହି ଦିନ ପଡ଼ୁଛି ଦ୍ୱାଦଶୀ ତିଥି । ରବିବାର ସଂଧ୍ୟା ୭ଟା ୨୫ ମିନିଟ ଯାଏ ରହିବ ଏହି ଦ୍ୱାଦଶୀ ତିଥି । ଏହା ପରେ ଆରମ୍ଭ ହେବ ତ୍ରୋୟୋଦଶୀ ତିଥି । ଏହି ଦ୍ୱାଦଶୀ ତିଥିରେ ଉପବାସ କରି ପ୍ରଭୁ ଶିବଙ୍କ ନାଁରେ ରବି ପ୍ରଦୋଷ ବ୍ରତ ପାଳନ କରାଯାଇଥାଏ । ଏହି ଦ୍ୱାଦଶୀ ତିଥିର ବ୍ରତ ବିଶେଷ କରି ସୂର୍ଯ୍ୟ ଦେବତା ଏବଂ ଭଗବାନ ଶିବଙ୍କ ପାଇଁ ବେଶ୍‌ ମହତ୍ତ୍ୱପୂର୍ଣ୍ଣ । ଦ୍ୱାଦଶୀ ତିଥିରେ ରବି ପ୍ରଦୋଷ ବ୍ରତ ପାଳନ କରିବା ଦ୍ୱାରା ଉଭୟଙ୍କ ସକାରାତ୍ମକ ଶକ୍ତିର ପ୍ରଭାବ ଆମ ଜୀବନ ଉପରେ ପଡିଥାଏ । ହେଲେ ଏହି ବ୍ରତ ପାଳନ କରିବା ପାଇଁ ରହିଥାଏ କିଛି ସ୍ୱତନ୍ତ୍ର ମୁହୂର୍ତ୍ତ । ସଠିକ ମୁହୂର୍ତ୍ତରେ ବ୍ରତ ପାଳନ କରିବା ଦ୍ୱାରା ସମସ୍ତ ମନୋବାଞ୍ଛା ପୂର୍ଣ୍ଣ ହେବା ସହ ସୁଖ ସମୃଦ୍ଧି ଦ୍ୱିଗୁଣିତ ହୋଇଥାଏ । ତେବେ ଆସନ୍ତୁ ଜାଣିବା ଆଜିର ଦିନରେ ବ୍ରତ ପାଳନ କରିବା ପାଇଁ ରହିଥିବା ସମସ୍ତ ଶୁଭ, ଅଶୁଭ ଏବଂ ପଞ୍ଚକ ମୁକ୍ତ ମୁହୂର୍ତ୍ତ ।

ଆଜିର ଶୁଭ ମୁହୂର୍ତ୍ତ

ବ୍ରହ୍ମ ମୁହୂର୍ତ୍ତ- ସକାଳ ୫ଟା ୨୦ରୁ ସକାଳ ୬ଟା ୧୨ ପର୍ଯ୍ୟନ୍ତ 

ଅଭିଜିତ ମୁହୂର୍ତ୍ତ- ମଧ୍ୟାହ୍ନ ୧୨ଟା ୧୩ରୁ ମଧ୍ୟାହ୍ନ ୧୨ ଟା ୫୮ ପର୍ଯ୍ୟନ୍ତ

ବିଜୟ ମୁହୂର୍ତ୍ତ- ମଧ୍ୟାହ୍ନ ୨ଟା ୨୬ରୁ ମଧ୍ୟାହ୍ନ ୩ଟା ୧୦ ପର୍ଯ୍ୟନ୍ତ 

ଗୋଧୂଳି  ମୁହୂର୍ତ୍ତ - ସନ୍ଧ୍ୟା ୬ଟା ୪ରୁ ସନ୍ଧ୍ୟା ୬ଟା ୩୦ ପର୍ଯ୍ୟନ୍ତ

ସଂନ୍ଧ୍ୟା- ସନ୍ଧ୍ୟା ୬ଟା ୭ରୁ ସନ୍ଧ୍ୟା ୭ଟା ୨୪ ପର୍ଯ୍ୟନ୍ତ

ଅମୃତ କାଳ-  ସନ୍ଧ୍ୟା ୭ଟା ୫୮ରୁ ରାତି ୯ଟା ୩୪ ପର୍ଯ୍ୟନ୍ତ

ନିଶିତା ମୁହୂର୍ତ୍ତ- ଫେବୃୟାରୀ ୧୦ ରାତି ୧୨ଟା ୯ରୁ ଆରମ୍ଭ 

ତ୍ରିପୁଷ୍କର ଯୋଗ- ୫ଟା ୫୩ରୁ ୭ଟା ୨୫ ପିଏମ୍

ଆଜିର ଅଶୁଭ ମୁହୂର୍ତ୍ତ

ରାହୁକାଳ- ଅପରାହ୍ନ ୪ଟା ୪୪ ରୁ ଆରମ୍ଭ କରି ସଂଧ୍ୟା ୬ଟା ୭ ପର୍ଯ୍ୟନ୍ତ

ଯମଗଣ୍ଡ- ମଧ୍ୟାହ୍ନ ୧୨ଟା ୩୫ରୁ ଆରମ୍ଭ କରି ୧ଟା ୫୮ ପର୍ଯ୍ୟନ୍ତ

ଗୁଳିକ କାଳ- ମଧ୍ୟାହ୍ନ ୩ଟା ୨୧ରୁ ଆରମ୍ଭ କରି ୪ଟା ୪୪ ପର୍ଯ୍ୟନ୍ତ ରହିବ 

ଦୁମୁହୂର୍ତ୍ତ – ଅପରାହ୍ନ ୪ଟା ୩୮ରୁ ଅରମ୍ଭ କରି ୫ଟା ୨୩ ପର୍ଯ୍ୟନ୍ତ

ବର୍ଯ୍ୟ- ଫେବୃୟାରୀ ୯ ସକାଳ ୫ଟା ୫୭ ମିନିଟ, ଫେବୃୟାରୀ ୧୦ ସକାଳ ୭ଟା ୩୩ ମିନିଟ

ବାଣ ରୋଗ- ରାତି୧୦ ଟା ୫୨ ପର୍ଯ୍ୟନ୍ତ

ଆଜିର ପଞ୍ଚକ ମୁକ୍ତ ମୁହୂର୍ତ୍ତ

ଅଗ୍ନି ପଞ୍ଚକ- ସକାଳ ୭ଟା ୪ରୁ ଆରମ୍ଭ କରି ସକାଳ ୭ଟା ୧୯ ପର୍ଯ୍ୟନ୍ତ

ଶୁଭ ମୁହୂର୍ତ୍ତ- ସକାଳ ୭ଟା ୧୯ରୁ ସକାଳ ୮ଟା ୪୬ ପର୍ଯ୍ୟନ୍ତ

ରାଜା ପଞ୍ଚକ- ସକାଳ ୮ଟା ୪୬ରୁ ସକାଳ ୧୦ଟା ୧୧ ପର୍ଯ୍ୟନ୍ତ

ଶୁଭ ମୁହୂର୍ତ୍ତ- ମଧ୍ୟାହ୍ନ ୩ଟା ୫୭ରୁ ଅପରାହ୍ନ ୫ଟା ୫୩ ପର୍ଯ୍ୟନ୍ତ

ଚୋର ପଞ୍ଚକ- ଅପରାହ୍ନ ୫ଟା ୫୩ ରୁ ସଂଧ୍ୟା ୬ଟା ୧୭ ପର୍ଯ୍ୟନ୍ତ

ଶୁଭ ମୁହୂର୍ତ୍ତ- ସଂଧ୍ୟା ୬ଟା ୧୭ରୁ ସଂଧ୍ୟା ୭ଟା ୨୫ ପର୍ଯ୍ୟନ୍ତ

ରୋଗ ପଞ୍ଚକ- ସଂଧ୍ୟା ୭ଟା ୨୫ରୁ ରାତି ୮ଟା ୩୪ ପର୍ଯ୍ୟନ୍ତ

ଶୁଭ ମୁହୂର୍ତ୍ତ- ରାତି ୮ଟା ୩୪ରୁ ରାତି ୧୦ଟା ୫୦ ପର୍ଯ୍ୟନ୍ତ

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.