ଭୁବନେଶ୍ବର,୪।୬ : ସହିଦ୍ ଲକ୍ଷ୍ମଣ ନାୟକ ହସ୍ପିଟାଲରେ ୬ ରୋଗୀଙ୍କ ମୃତ୍ୟୁ ଘଟଣା। ଘଟଣାର ତଦନ୍ତ ଲାଗି କମିଟି ଗଠନ କଲେ ରାଜ୍ୟ ସରକାର। ତଦନ୍ତ ଲାଗି ୫ ଜଣିଆ ଟିମ୍ ଗଠନ କଲା ଡିଏମଇଟି। ଟିମ୍ରେ ୩ ଜଣ MKCG ଓ ୨ ଜଣ SCBରୁ ଥିବା ସୂଚନା। ତଦନ୍ତକାରୀ ଟିମ୍କୁ ଗୁରୁବାର ସୁଦ୍ଧା ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ଏ ନେଇ ଡିଏମଇଟି ନିର୍ଦ୍ଦେଶକ ସନ୍ତୋଷ ମିଶ୍ର ସୂଚନା ଦେଇଛନ୍ତି।

ଜାକେଶ ପ୍ରଧାନ ଏବଂ ସଦାନନ୍ଦ ନାୟକଙ୍କ ଘରବାହୁଡ଼ା, କଂ...