ପ୍ରମୂଖ ଖବର
  • ବାଲିପାଟଣା : ମାଆକୁ କୁଟୁରୀରେ ହାଣି ହତ୍ୟା କଲା ପୁଅ
  • ||
  • ପୁରୀ : ହୋଟେଲ ରୁମ ଭିତରୁ ୨ ଜଣଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
  • ||
  • ଆସନ୍ତା ୩୧ ରେ ହେବନି ସ୍ବତନ୍ତ୍ର ଓଟିଇଟି ପରୀକ୍ଷା
  • ||
  • ଲାଞ୍ଚନେବା ପଡ଼ିଲା ମହଙ୍ଗା, ବନ୍ଧାହେଲେ ୪ ସରକାରୀ ବାବୁ
  • ||
  • ଦୀଘା ସମୁଦ୍ରରେ ଭାସିଗଲେ ଦୁଇ ପର୍ଯ୍ୟଟକ, ଜଣେ ଉଦ୍ଧାର
  • ||
  • ଭୁବନେଶ୍ବର: ଲାଞ୍ଚନେବା ପଡ଼ିଲା ମହଙ୍ଗା, ବନ୍ଧାହେଲେ ୪ ସରକାରୀ ବାବୁ
  • ||
  • ମେଟ୍ରୋ ପ୍ରକଳ୍ପକୁ ନେଇ ବଡ଼ ଅପ୍‌ଡେଟ୍, ଭୁବନେଶ୍ୱରରେ ନୂଆ ଢ଼ାଞ୍ଚାରେ ହେବ ମେ​‌ଟ୍ରୋ କରିଡ଼ର
  • ||
  • ଇଟାଲୀର ଲାମ୍ପେଡୁସା ଦ୍ୱୀପରେ ବୁଡ଼ିଲା ପ୍ରବାସୀ ଡଙ୍ଗା; ୨୬ ମୃତ, ୧୨ ନିଖୋଜ
  • ||
  • ଗଞ୍ଜାମ : ବିଷାକ୍ତ ସାପ କାମୁଡାରେ ମାଇଁ ଓ ଭାଣିଜୀ ମୃତ
  • ||
  • କଟକ : କେନାଲ ପାଣିରେ ଭାସିଯାଇ ନିଖୋଜ ହୋଇଥିଲେ ଛାତ୍ରୀ, ଉଦ୍ଧାର ହେଲା ମୃତଦେହ
  • ||
  • ଭିସୁଟ ଛାତ୍ରଛାତ୍ରୀଙ୍କ ପାଇଁ ନୂଆ ଡ୍ରେସ୍ କୋଡ୍, ପ୍ରଥମ ବର୍ଷ ଛାତ୍ରୀ ପିନ୍ଧିବେ ସାଲଓ୍ୱାର- କୁର୍ତ୍ତା, ପ୍ୟାଣ୍ଟ, ସାର୍ଟ ପିନ୍ଧିବେ ଛାତ୍ର
  • ||
  • କଂଗ୍ରେସର "ଭୋଟ୍‌ ଚୋର, ଗାଦି ଛାଡ଼' ଶୋଭାଯାତ୍ରା, ସନ୍ଧ୍ୟାରେ ଆୟୋଜିତ ହେବ ମଶାଲ ରାଲି
  • ||
  • କେନ୍ଦୁଝର : ଶୋଇଥିବା ବେଳେ ଦଂଶିଲା ସାପ, ଚାଲିଗଲା ମାଆ ପୁଅଙ୍କ ଜୀବନ
  • ||
  • ବଲାଙ୍ଗୀର : ମହଙ୍ଗା ପଡ଼ିଲା ପରକୀୟା ପ୍ରୀତି, ଧରାପଡ଼ିବାରୁ ଗାଁ ଦାଣ୍ଡରେ ଯୁବକଙ୍କୁ ବାନ୍ଧି ନିସ୍ତୁକ ମାଡ଼
  • ||
  • ଚାଷକୁ ଡବଲ୍‌ ଲଘୁଚାପ ଭରସା: ଉତ୍ତର ଏବଂ ଦକ୍ଷିଣ ଓଡ଼ିଶାକୁ ପ୍ରବଳ ବର୍ଷା ଆଲର୍ଟ, କୋରାପୁଟ, ମାଲକାନଗିରିକୁ ଅରେଞ୍ଜ ଓ୍ୱାର୍ଣ୍ଣିଂ
  • ||

ଆଲାସ୍କାରେ ଟ୍ରମ୍ପ-ପୁଟିନ୍ ବାର୍ତ୍ତା ବିଫଳ ହେଲେ ଭାରତ ଉପରେ ଲାଗିବ ଆହୁରି ଅଧିକ ଟାରିଫ୍, ଧମକ ଦେଲା ଆମେରିକା

Published By : Harapriya Biswal | August 14, 2025 4:55 PM

ନୂଆଦିଲ୍ଲୀ,୧୪।୮:  ଟାରିଫ୍ ବୃଦ୍ଧିକୁ ନେଇ ଭାରତ-ଆମେରିକା ମଧ୍ୟରେ ଜାରି ରହିଛି ଉତ୍ତେଜନା। ତେବେ ଏହା ଭିତରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡୋ ଟ୍ରମ୍ପ ଓ  ରୁଷ ରାଷ୍ଟ୍ରପତି ବ୍ଲାଡିମିର ପୁଟିନ୍ ପରସ୍ପରକୁ ଭେଟିବାକୁ ଯାଉଛନ୍ତି। ଆଲାସ୍କାରେ ହେବାକୁ ଥିବା ଏହି ଶାନ୍ତି ଆଲୋଚନା। ତେବେ ଏହା ପୂର୍ବରୁ ପୁଟିନ୍ ଦେଇଛନ୍ତି ଭାରତକୁ ଧମକ। ସେ କହିଛନ୍ତି, ଯଦି ଶାନ୍ତିବାର୍ତ୍ତା ବିଫଳ ହୁଏ, ତେବେ ଭାରତ ଉପରେ ଅତିରିକ୍ତ ଟାରିଫ୍ ଲଗାଯିବ। ଏହା ପୂର୍ବରୁ ଟ୍ରମ୍ପ ଭାରତ ଉପରେ ୫୦% ଟାରିଫ୍ ଘୋଷଣା କରିସାରିଛନ୍ତି। ଟାରିଫ୍ ନୂଆ ଦର ୨୭ ଅଗଷ୍ଟରୁ ଲାଗୁ ହେବ।

୧୫ ଅଗଷ୍ଟରେ ଆଲାସ୍କାରେ ଟ୍ରମ୍ପ ଓ ପୁଟିନ୍‌ ୟୁକ୍ରେନ୍ ସହ ଅସ୍ତ୍ରବିରତି ନେଇ ଗୁରୁତ୍ବପୂର୍ଣ୍ଣ ଆଲୋଚନା କରିବେ। ଏହି ବାର୍ତ୍ତା ଉପରେ ସାରା ଦୁନିଆର ନଜର ରହିଛି। କାରଣ ଗତ ୩ ବର୍ଷରୁ ଅଧିକ ସମୟ ହେବ ୟୁକ୍ରେନ୍-ରୁଷ ଯୁଦ୍ଧ ଚାଲିଛି। କୁହାଯାଉଛି ଯେ, ଟ୍ରମ୍ପ ଓ ପୁଟିନ୍‌ଙ୍କ ବୈଠକ ପରେ ରୁଷ ଓ ୟୁକ୍ରେନ୍ ଭିତରେ ସମାଧାନର ବାଟ ଫେରିପାରେ। ଆମେରିକାର ଅର୍ଥମନ୍ତ୍ରୀ ସ୍କଟ ବେସେଣ୍ଟ ଚେତାବନୀ ଦେଇଛନ୍ତି, ଓ୍ବାଶିଂଟନ୍‌ ଭାରତ ଉପରେ ସେକେଣ୍ଡାରୀ ଟାରିଫ୍ ବଢାଇପାରେ। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.