ପ୍ରମୂଖ ଖବର
  • ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ପାରଳାଖେମୁଣ୍ଡି ସିଡିଏମଓ କାର୍ଯ୍ୟାଳୟର କିରାଣି, ପିଅନ
  • ||
  • ୭ ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁରୀ, ରାଜ୍ୟରେ ଖୋଲିବ ଆଉ ୭ ନର୍ସିଂ କଲେଜ
  • ||
  • ୬୦୦୦ ଟଙ୍କା ଲାଞ୍ଚ ନେଇ ଧରାପଡ଼ିଲେ ମୁନିଗୁଡ଼ା ହସ୍ପିଟାଲର ସ୍ୱାସ୍ଥ୍ୟକର୍ମୀ, ଏକକାଳୀନ ୨ ଟି ସ୍ଥାନରେ ଭିଜିଲାନ୍ସ ଚଢାଉ
  • ||
  • କଟକ : କେନାଲରେ ଗାଧୋଇବା ବେଳେ ଅଘଟଣ; ନବମ ଶ୍ରେଣୀ ଛାତ୍ରୀ ନିଖୋଜ
  • ||
  • ଇଡ଼ି ଅଫିସ୍‌ରେ ହାଜର ହେଲେ ପୂର୍ବତନ କ୍ରିକେଟର ସୁରେଶ ରାଇନା, ବେଟିଂ ଆପ୍‌ ମାମଲାରେ ହୋଇଥିଲା ସମନ୍
  • ||
  • ସୁନ୍ଦରଗଡ଼ : ପାରିବାରିକ କଳହରୁ ଗଡ଼ିଲା ମୁଣ୍ଡ, ସ୍ୱାମୀର ତଣ୍ଟି ଚିପି ହତ୍ୟା କଲା ସ୍ତ୍ରୀ
  • ||
  • ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର, ୧୫ ତାରିଖ ଯାଏଁ ଅତିପ୍ରବଳ ବର୍ଷା ସମ୍ଭାବନା
  • ||
  • ଗଞ୍ଜାମ : ଭାରସାମ୍ୟ ହରାଇ ଷ୍ଟପବୋର୍ଡରେ ପିଟିହେଲା ବାଇକ୍‌, ଚାଳକ ମୃତ
  • ||
  • ରାୟଗଡ଼ା : ଭାରସାମ୍ୟ ହରାଇ ଓଲଟିଲା OSRTC ବସ୍‌, ୧୫ ଆହତ
  • ||
  • ବିଶ୍ୱ ଅଙ୍ଗଦାନ ଦିବସ : ଓଡ଼ିଶାରେ ହେଲାଣି ୨ ହଜାର କିଡ୍‌ନୀ ପ୍ରତିରୋପଣ
  • ||
  • ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥା ଢିଲା, ପରିକ୍ରମା କାନ୍ଥରେ ଧମକପୂର୍ଣ୍ଣ ମେସେଜ୍, ଆତଙ୍କବାଦୀ ଆକ୍ରମଣ ନେଇ ବଢିଲା ଆଶଙ୍କା
  • ||
  • ରାଜସ୍ଥାନ ଦୌସାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା; ୧୦ ମୃତ
  • ||

୯୫ ବର୍ଷ ପରେ ରାକ୍ଷୀ ପୂର୍ଣ୍ଣିମାରେ ଦୁର୍ଲ୍ଲଭ ସଂଯୋଗ; ଚମକିବ ଏହି ରାଶିଙ୍କ ଭାଗ୍ୟ...

Published By : Harapriya Sethi | August 7, 2025 6:51 AM

ଚଳିତ ବର୍ଷ ୯ ଅଗଷ୍ଟ ୨୦୨୫ ଅର୍ଥାତ୍‌ ଶନିବାର ପାଳନ କରାଯାଉଛି ପବିତ୍ର ରାକ୍ଷୀ ପୂର୍ଣ୍ଣିମା । ରାକ୍ଷୀ ପୂର୍ଣ୍ଣିମା ଶ୍ରାବଣ ମାସର ଶୁକ୍ଳପକ୍ଷର ପୂର୍ଣ୍ଣିମା ତିଥିରେ ପାଳନ କରାଯାଉଛି । ଏହି ଦିନଟି ଭାଇ-ଭଉଣୀଙ୍କ ଅତୁଟ ପ୍ରେମ ଓ ବନ୍ଧନର ପ୍ରତୀକ ବୋଲି କୁହାଯାଏ । ଜ୍ୟୋତିର୍ବିଦ୍‌ଙ୍କ ମତାନୁସାରେ ଚଳିତ ବର୍ଷର ରାକ୍ଷୀ ପୂର୍ଣ୍ଣିମା ଖୁବ୍‌ ଖାସ୍‌ । କାରଣ ପ୍ରାୟ ୯୫ ବର୍ଷ ପରେ ଏଥର ରାକ୍ଷୀ ପୂର୍ଣ୍ଣିମାରେ ଗ୍ରହଙ୍କ ବିଶେଷ ସଂଯୋଗ ହେବାକୁ ଯାଉଛି । ଏହି ଦିନ ସୌଭାଗ୍ୟ ଯୋଗ୍ୟ, ଶୋଭନ ଯୋଗ ଓ ସର୍ବାର୍ଥ ସିଦ୍ଧି ଯୋଗ ସୃଷ୍ଟି ହେବ । ଏହି ଦିନ ଶ୍ରବଣ ନକ୍ଷତ୍ର ଯୋଗ ସହ ଶନିବାର ମଧ୍ୟ । ଏଭଳି ଯୋଗ ପ୍ରାୟ ୯୫ ବର୍ଷ ପରେ ଏଥର ରାକ୍ଷୀ ପୂର୍ଣ୍ଣିମାରେ ହେବାକୁ ଯାଉଛି । ବର୍ଷ ୧୯୩୦ରେ ମଧ୍ୟ ରାକ୍ଷୀ ପୂର୍ଣ୍ଣିମା ୯ ଅଗଷ୍ଟରେ ଏହିସମସ୍ତ ଯୋଗରେ ଶନିବାର ପାଳନ କରାଯାଇଥିଲା । ଏହି ଯୋଗ କିଛି ରାଶି ବ୍ୟକ୍ତି ବିଶେଷଙ୍କ ପାଇଁ ଅତ୍ୟନ୍ତ ଶୁଭଙ୍କର ହେବାକୁ ଯାଉଛି । ଯାହା ସେମାନଙ୍କ ଭାଗ୍ୟ ସୁନା ଭଳି ଚମକାଇବ..

ମିଥୁନ- ଲୋକପ୍ରିୟତା ବଢିବ । ବ୍ୟବସାୟରେ ବଡ ଲାଭ ମିଳିବ । କୋର୍ଟ କଚେରୀ ମାମଲାରେ ସଫଳ ହେବେ । ଅବିବାହିତ ଯୁବକ ଯୁବତୀଙ୍କ ବିବାହରେ ଥିବା ସମସ୍ୟା ଦୂର ହେବ । ନୂଆ ନୂଆ ସୁଯୋଗ ମିଳିବ । ନୂଆ ଚାକିରିର ଯୋଗ ରହିଛି । ଦାମ୍ପତ୍ୟ ଜୀବନ ସୁଖମୟ ହେବ । ଶୁଭ ଖବର ମିଳିବ ।

ସିଂହ- ସକରାତ୍ମକ ଫଳ ମିଳିବ । ଆୟରେ ବୃଦ୍ଧି ହେବ । ଚାକିରି କରୁଥିବା ବ୍ୟକ୍ତି ବିଶେଷଙ୍କୁ ନୂଆ ନୂଆ ସୁଯୋଗ ମିଳିବ । ଧନ ଲାଭ ମିଳିବ । ଟଙ୍କା ନିବେଶ କରି ଲାଭବାନ୍‌ ହେବେ ।

କର୍କଟ- ମାନସିକ ଶାନ୍ତି ମିଳିବ । ଭୂମି, ଜମି କିଣିବାର ସୁଯୋଗ ପାଇବେ । ଟଙ୍କା ନିବେଶ କରି ଲାଭବାନ୍‌ ହେବେ । ଦରମା ବଢିବ । ସନ୍ତାନ ପକ୍ଷରୁ ଶୁଭ ଖବର ମିଳିବ । ଇଚ୍ଛା ପୂରଣ ହେବ । ଟଙ୍କା ସଞ୍ଚୟ କରିବେ ।

ବିଛା- ଏହି ରାଶିଙ୍କୁ ଶୁଭଫଳ ମିଳିବ । ବ୍ୟବସାୟରେ ଖୁବ୍‌ ଉନ୍ନତି, ଅଟକି ଥିବା କାମ ପୂରଣ ହେବ । ପ୍ରତ୍ୟେକ କାର୍ଯ୍ୟରେ ସଫଳତା ମିଳିବ । ଗୋଟିଏ ପରେ ଗୋଟିଏ ସଫଳତା ମିଳିବ । ସରକାରୀ କାର୍ଯ୍ୟରେ ଲାଭ ମିଳିବ । ସମ୍ମାନ ବୃଦ୍ଧି ହେବ । ସମ୍ପର୍କ ମଜଭୁତ ହେବ ।

ମୀନ- ବ୍ୟବସାୟରେ ଖୁବ୍‌ ଲାଭ ମିଳିବ । ବିଦେଶ ଯାତ୍ରାର ଯୋଗ ରହିଛି । ଚାକିରି କରୁଥିବା ବ୍ୟକ୍ତି ବିଶେଷଙ୍କୁ ବିଶେଷ ଲାଭ ମିଳିବ । ଦରମା ବଢିବ ।ଆୟରେ ବୃଦ୍ଧି ହେବ । ଆର୍ଥିକ ସ୍ଥିତି ମଜଭୁତ ହେବ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.