ପ୍ରମୂଖ ଖବର
  • ପାରାଦୀପ ଜିରୋ ପଏଣ୍ଟ ପାଖରେ ଗଚ୍ଛିତ ପାଇପରେ ଭୟଙ୍କର ଅଗ୍ନିକାଣ୍ଡ
  • ||
  • ରାଜଧାନୀରୁ ୫ କ୍ୱିଣ୍ଟାଲ ଗଞ୍ଜେଇ ଜବତ, ୨ ଗିରଫ
  • ||
  • ରାଉରକେଲାରେ ପୋଲିସ ଡିଜି ୱାଇବି ଖୁରାନିଆ, ରାଉରକେଲାରେ ଚାଲିଛି ସମୀକ୍ଷା ବୈଠକ
  • ||
  • ପହଲଗାମ ଆତଙ୍କୀ ହମ୍‌ଲା ପରେ ରାଜଧାନୀରେ ହାଇଆଲର୍ଟ, ଭୁବନେଶ୍ୱର ରେଲ୍‌ ୱେ ଷ୍ଟେସନ୍‌ରେ ଫ୍ଲାଗ୍ ମାର୍ଚ୍ଚ
  • ||
  • ରାଜଧାନୀରେ ଦୁର୍ବୃତ୍ତଙ୍କ ଆତଙ୍କରାଜ, ଟଙ୍କା ମାଗିବାରୁ ଦହିବରା ବେପାରୀଙ୍କୁ ନିସ୍ତୁକ ପିଟିଲେ
  • ||
  • ସମ୍ୱଲପୁର : ପାଣିରେ ବୁଡ଼ି ଜୀବନ ହାରିଥିଲେ ଭିସୁଟ୍‌ ଛାତ୍ରୀ: ୧୦୦ ଜଣଙ୍କ ଉପରେ ସର୍ବକାଳୀନ ଛାତ୍ର କାର୍ଯ୍ୟାନୁଷ୍ଠାନ
  • ||
  • ଚଳିବନି ପାକ୍ ପ୍ରୋପାଗଣ୍ଡା, ଭାରତରେ ୧୬ ପାକିସ୍ତାନୀ ୟୁଟ୍ୟୁବ୍ ଚ୍ୟାନେଲ୍ ବ୍ୟାନ୍
  • ||
  • ମେ ୨ରୁ ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା, ୧୨ ଯାଏ ୩ଟି ସିଫ୍ଟରେ ହେବ ଏକ୍ସଜାମ୍
  • ||
  • ବାଙ୍ଗିରିପୋଷି-ପୁରୀ ସୁପରଫାଷ୍ଟ ଟ୍ରେନ୍‌ରେ ଏଲଏଚବି କୋଚ୍‌ର ଶୁଭାରମ୍ଭ
  • ||
  • କେନ୍ଦୁଝର : ବାଇକ୍‌କୁ ଧକ୍କା ଦେଲା ଆଡିସନାଲ୍‌ CSOଙ୍କ ବୋଲେରୋ, ବାଇକ୍‌ ଚାଳକ ମୃତ
  • ||
  • ସୋମବାର ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ୧୭୭ ତମ ଜନ୍ମଜୟନ୍ତୀ, ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କଲେ ବିଜେଡି ନେତା ଓ କର୍ମୀ
  • ||
  • ଅନୁଗୁଳ : ୫୫ କେଜିରୁ ଉର୍ଦ୍ଧ୍ୱ ଗଞ୍ଜେଇ ଜବତ, ୨ ଗିରଫ
  • ||
  • IPL 2025: ଆଜି ରାଜସ୍ଥାନ- ଗୁଜରାଟ ଲଢ଼େଇ, ରୟାଲ୍ସ ପାଇଁ ‘କର ବା ମର’
  • ||
  • ତାତି କମିଲା, ଆହୁରି କମିବ: ଆଜି ଘଡ଼ଘଡ଼ି ସହ କୁଆପଥର ବର୍ଷା ଆଶଙ୍କା,୯ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ
  • ||
  • ସୁନ୍ଦରଗଡ଼ : ବସ୍‌ ଓଲଟି ଜଣେ ମୃତ, ୫ ରୁ ଉର୍ଦ୍ଧ୍ୱ ଗୁରୁତର
  • ||

ୟୁକ୍ରେନ ବିରୁଦ୍ଧରେ ଯୁଦ୍ଧବିରତି ଘୋଷଣା କଲା ରୁଷ୍, ଏହି ତିନି ଦିନ ଯୁଦ୍ଧ ନକରିବାକୁ ପୁତିନ୍‌ଙ୍କ ନିର୍ଦ୍ଦେଶ...

Published By : Prameya | April 28, 2025 8:54 PM

ନୂଆଦିଲ୍ଲୀ: ରୁଷ ଆଜି (ସୋମବାର) ହଠାତ୍ ୟୁକ୍ରେନ ସହିତ ଯୁଦ୍ଧବିରତି ଘୋଷଣା କରିଛି। ଏନେଇ ରୁଷ କହିଛି ଯେ ସେ ତିନି ଦିନ ପର୍ଯ୍ୟନ୍ତ ୟୁକ୍ରେନ ଉପରେ ଆକ୍ରମଣ କରିବ ନାହିଁ। ରୁଷ ମେ ୮ ରୁ ମେ ୧୦ ପର୍ଯ୍ୟନ୍ତ ୟୁକ୍ରେନ ସହିତ ଅସ୍ତ୍ରବିରତିରେ ରହିବ । ଆଉ ଏହା ପରେ ସେ ପୁଣି ଥରେ ଯୁଦ୍ଧ ଆରମ୍ଭ କରିବ।

ପ୍ରକୃତରେ, ଯେତେବେଳେ ରୁଷ ଏହି ଯୁଦ୍ଧବିରତି ଘୋଷଣା କରିଥିଲା, ଠିକ୍ ସେହି ସମୟରେ ରୁଷରେ ଦ୍ୱିତୀୟ ବିଶ୍ୱଯୁଦ୍ଧର ବିଜୟ ପାଳନ କରାଯାଇଥିଲା। ନାଜି ଜର୍ମାନୀ ଉପରେ ବିଜୟର ଦିନ ମେ ୯ ରେ ଋଷ ବିଜୟ ଦିବସ ପାଳନ କରିବ । ସେଥିପାଇଁ ଏହି ଦିନ ଯୁଦ୍ଧବିରତି ଘୋଷଣା କରାଯାଇଛି। ଏହି ଅସ୍ତ୍ରବିରତି ମେ ୮ ରୁ ଆରମ୍ଭ ହେବ ଏବଂ ୧୦ ମଇ ପର୍ଯ୍ୟନ୍ତ ରହିବ। କ୍ରେମଲିନ୍ କହିଛି ଯେ, ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ମେ ୯ ରେ ବିଜୟ ଦିବସ ପାଇଁ "ମାନବୀୟତା ଆଧାରରେ" ସମ୍ପୂର୍ଣ୍ଣ ଶତ୍ରୁତା ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଏହି ଅସ୍ତ୍ରବିରତି ଏପରି ଏକ ସମୟରେ ଆସିଛି, ଯେତେବେଳେ କି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ୟୁକ୍ରେନରେ ଶାନ୍ତି ଚୁକ୍ତି ପାଇଁ ମଧ୍ୟସ୍ଥତା ପାଇଁ ବ୍ୟାପକ ପ୍ରୟାସ କରୁଛନ୍ତି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.