ପ୍ରମୂଖ ଖବର
  • ବଢିଲା ଭାରତ - ପାକିସ୍ତାନ ଯୁଦ୍ଧ ଭୟ, ବିଜୁ ପଟ୍ଟନାୟକ ଏୟାରପୋର୍ଟରେ ହାଇଆଲର୍ଟ ଜାରି
  • ||
  • ଚଣ୍ଡୀଗଡ଼ରେ ବାଜିଲା ଯୁଦ୍ଧ ସାଇରନ୍, ଲୋକଙ୍କୁ ଘର ଭିତରେ ରହିବାକୁ ଅନୁରୋଧ
  • ||
  • ସ୍ୱଦେଶ ବାହୁଡ଼ି ଯିବେ ବିଦେଶୀ ଖେଳାଳି, ଖୁବ୍‌ଶୀଘ୍ର ବଡ଼ ନିଷ୍ପତ୍ତି ନେଇପାରେ ବିସିସିଆଇ
  • ||
  • ଚଣ୍ଡୀଗଡ଼​‌ରେ ବାଜିଲା ସାଇରନ୍‌, ଏୟାରଫୋର୍ସ ଷ୍ଟେସନ୍‌କୁ ଓ୍ବାର୍ଣ୍ଣିଂ, ଲୋକଙ୍କୁ ଘରୁ ନବାହାରିବାକୁ ନିର୍ଦ୍ଦେଶ
  • ||
  • LOC ଏବଂ IBରେ କଡ଼ା ଜବାବ, ପାକିସ୍ତାନର ୫୦ରୁ ଉର୍ଦ୍ଧ୍ଵ ଡ୍ରୋନ୍ ଖସାଇଲା ଭାରତ
  • ||
  • ଶ୍ରୀକ୍ଷେତ୍ରରେ ବଢ଼ିଲା ସୁରକ୍ଷା ବ୍ୟବସ୍ଥା, ପୋଲିସ ଛାଉଣୀରେ ବଡ଼ଦେଉଳ
  • ||
  • ବରଯାତ୍ରୀ ବସ୍‌ - କଣ୍ଟେନର ଟ୍ରକ୍‌ ମୁହାଁମୁହିଁ ଧକ୍କା: ହେଲପର୍‌ ଗୁରୁତର, ୧୦ ରୁ ଉର୍ଦ୍ଧ୍ୱ ଆହତ
  • ||
  • ମୟୂରଭଞ୍ଜ : ବରଯାତ୍ରୀ ବସ୍‌ - କଣ୍ଟେନର ଟ୍ରକ୍‌ ମୁହାଁମୁହିଁ ଧକ୍କା: ହେଲପର୍‌ ଗୁରୁତର, ୧୦ ରୁ ଉର୍ଦ୍ଧ୍ୱ ଆହତ
  • ||
  • ଘୋର ଆର୍ଥିକ ସଂକଟରେ ପାକ୍‌ ଅର୍ଥନୀତି: ଆଜି ପାକ୍‌କୁ ଋଣ ପ୍ରଦାନ ନେଇ ସମୀକ୍ଷା କରିବ ଆଇଏମ୍‌ଏଫ, ଭାରତର ବିରୋଧ
  • ||
  • ଅମୃତସର ବାସିନ୍ଦାଙ୍କୁ ଘରେ ରହିବାକୁ ନିର୍ଦ୍ଦେଶ, ଝରକା ଠାରୁ ଦୂରରେ ଏବଂ ଲାଇଟ୍ ବନ୍ଦ ରଖିବାକୁ ନିର୍ଦ୍ଦେଶାବଳୀ ଜାରି
  • ||
  • ଭାରତୀୟ ସେନାକୁ ସଫଳତା , ଧରାପଡିଲା ପାକିସ୍ତାନୀ ପାଇଲଟ୍
  • ||
  • ସମୀକ୍ଷା କରିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, CDS ଏବଂ ୩ ସେନା ମୁଖ୍ୟଙ୍କ ସହ ଯୁଦ୍ଧ ସ୍ଥିତି ନେଇ କରିବେ ଆଲୋଚନା
  • ||
  • ଭାରତ-ପାକ୍ ଯୁଦ୍ଧ ନେଇ ସସପେନ୍ସ: ଆଇପିଏଲ୍‌ ଆୟୋଜନ ଉପରେ ହୋଇପାରେ ବଡ଼ ନିଷ୍ପତ୍ତି
  • ||
  • ବାଲେଶ୍ବର ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରେ ବଢ଼ିଲା ସୁରକ୍ଷା, ଅପରାହ୍ନ ୨ଟାରେ ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ
  • ||
  • ପାକିସ୍ତାନ ଉପରେ ଆକ୍ରମଣକୁ ନେଇ ବିସ୍ତୃତ ତଥ୍ୟ ଦେବ ବୈଦେଶିକ ମନ୍ତ୍ରଣାଳୟ,ସକାଳ ୯ଟାରେ ପ୍ରେସ ମିଟ୍
  • ||
  • ରାଜ୍ୟରେ ଆହୁରି ବଢ଼ିବ ଗରମ ପ୍ରକୋପ, ୧୦ରୁ ୧୪ ପ୍ରଚଣ୍ଡ ତାତି,ପଶ୍ଚିମରେ ହିଟ୍‌ୱେଭ୍‌, ଉପକୂଳରେ ଗୁଳୁଗୁଳି ଆଶଙ୍କା
  • ||

ଆମେରିକାର ଘୋଷଣାରେ ନାଟୋରେ ହଲଚଲ୍‌ର ସ୍ଥିତି , ୟୁକ୍ରେନକୁ ମଧ୍ୟ କଡ଼ା ଝଟକା

Published By : Prameya | February 14, 2025 4:53 PM

ୱାଂଶିଟନ : ଆମେରିକାରେ କ୍ଷମତା ବଦଳିବା ସହ ପୂରା ଦୁନିଆର ବହୁତ ସମୀକରଣ ବଦଳିବା ଦେଖିବାକୁ ମିଳିଛି। ଏବେ ନାଟୋରେ ମଧ୍ୟ ହଲଚଲ୍‌ର ସ୍ଥିତି। ଏହାର କାରଣ ସାଜିଛି ଆମେରିକୀୟ ପ୍ରତିରକ୍ଷା ମନ୍ତ୍ରୀ ପେଟେ ହେଗସଠ୍‌ଙ୍କର ଏକ ବୟାନ ,ଯେଉଁଥିରେ ସେ କହିଛନ୍ତି କି, ଆମେରିକାର ପ୍ରାଥମିକତା ୟୁରୋପର ରକ୍ଷା କରିବା ନୁହେଁ। ନାଟୋରେ ୟୁରୋପର ହିଁ ଅଧିକାଂଶ ଦେଶ ସାମିଲ ଅଛନ୍ତି , ଯାହାଙ୍କୁ ଆମେରିକାର ସହଯୋଗୀ ମନେକରାଯାଏ। ଏଥିରେ ଡୋନାଲ୍ଡ ଟ୍ରମ୍ପଙ୍କ ବୟାନ ନାଟୋ ଦେଶ ଗୁଡ଼ିକର ଚିନ୍ତା ବଢାଇ ଦେଇଛି।  

ଟ୍ରମ୍ପଙ୍କ ମନ୍ତ୍ରୀ ବୁଧବାର ୟୁକ୍ରେନର ୫୦ଜଣ ସମର୍ଥକଙ୍କ ସହ ସାକ୍ଷାତ ବେଳେ ସ୍ପଷ୍ଟ କରିଛନ୍ତି କି, ଆମର ପ୍ରାଥମିକତାରେ ୟୁରୋପର ସୁରକ୍ଷା କରିବା ନାହିଁ। ଏହା ପରିବର୍ତ୍ତେ ଆମର ଆବଶ୍ୟକ ଏହା କି, ଆମେ ଆମେରିକାର ସୁରକ୍ଷା ଉପରେ ଧ୍ୟାନ ଦେବୁ। ସେ କହିଛନ୍ତି - ଆମେରିକା ନିଜର ହିଁ ସୀମା ଗୁଡ଼ିକରେ ବିପଦର ସାମ୍ନା କରୁଛି। ଏଥିପାଇଁ ଆମେ ନିଜର ସୀମା ଗୁଡ଼ିକରେ ପ୍ରତିରକ୍ଷା ଉପରେ ଫୋକସ କରୁଛୁ। 

ଖାଲି ଏତିକି ନୁହେଁ ସେ ୟୁକ୍ରେନକୁ ମଧ୍ୟ ସ୍ପଷ୍ଟ ସନ୍ଦେଶ ଦେଇଛନ୍ତି କି, ଏବେ ସେ ତାର ପୂରା ଲ୍ୟାଣ୍ଡକୁ ଆଉ ଫେରି ପାଇ ପାରିବ ନାହିଁ, ଯାହା ଉପରେ ରୁଷ୍‌ କବଜା କରି ସାରିଛି। ସେ କହିଛନ୍ତି କି , ୟୁକ୍ରେନକୁ ନାଟୋରେ ଏଣ୍ଟ୍ରି କରାଯିବ ନାହିଁ। ନାଟୋରେ ସାମିଲ ସବୁ ସଦସ୍ୟ ଦେଶର ସୁରକ୍ଷାର ଦାୟିତ୍ୱ ସବୁ ଦେଶ ନେବେ। ଏହାର ଅର୍ଥ କି ଯଦି ନାଟୋର କୌଣସି ସଦସ୍ୟଙ୍କ ଉପରେ ଅନ୍ୟ ଶକ୍ତି ହମଲା କରୁଛି ତ ସଙ୍ଗଠନରେ ସାମିଲ ସବୁ ଅଞ୍ଚଳ ଏହାର ଜବାବ ଦେଇଥାନ୍ତି। ଏହି କାରଣ କି, ରୁଷ୍‌ର ହମଲାର ଠିକ୍‌ ପରେ ପରେ ଯୁକ୍ରେନ୍‌ ଲଗାତାର ଦାବି କରୁଥିଲା କି ତାକୁ ନାଟୋର ସଦସ୍ୟତା ଦିଆଯାଉ। ଆମେରିକୀୟ ମନ୍ତ୍ରୀ କହିଛନ୍ତି କି, ନାଟୋ ଏମିତି କୌଣସି ବି ଶକ୍ତିର କାମ କରିବା ନାହିଁ , ଯିଏ ୟୁକ୍ରେନ୍‌ରେ ଶାନ୍ତି ସ୍ଥାପିତ କରିବ। ସେ କହିଛନ୍ତି କି, ଯଦି ଏମିତି କୌଣସି ଅପରେସନ ଚାଲେ ତ ପୁଣି ଏହାର ଦାମ୍‌ ୟୁରୋପର ଲୋକ ଭରିବେ। କେହି ଆମେରିକୀୟ ସୈନିକ ଏଥିରେ ଭାଗ ନେବେ ନାହିଁ। 

ଟ୍ରମ୍ପଙ୍କ ପ୍ରତିରକ୍ଷା ମନ୍ତ୍ରୀଙ୍କ ବୟାନରେ ଫ୍ରାନ୍ସିସି ପ୍ରତିରକ୍ଷା ମନ୍ତ୍ରୀ ସେବେଷ୍ଟିୟନ ଲେକୋରନୁ କହିଛନ୍ତି କି, ନାଟୋ ସାମ୍ନାକୁ ସତ ଆସିଛି। ସେ କହିଛନ୍ତି କି , ଗତ କିଛି ବର୍ଷରେ ଏହା ଇତିହାସର ସବୁଠୁ ଦୃଢ ଆଲାୟନ୍ସ। କିନ୍ତୁ ପ୍ରଶ୍ନ ଏହା ଯେ, ଆସନ୍ତା ୧୦ରୁ ୧୫ ବର୍ଷ ମଧ୍ୟରେ କଣ ଏହି ସଙ୍ଗଠନ ଏମିତି ରହିବ ନା ନାହିଁ। ନାଟୋର ସ୍ଥାପନା ୧୯୪୯ରେ ହୋଇଥିଲା। ଏଥିରେ ପ୍ରାରମ୍ଭରେ ୧୨ଟି ଦେଶ ଥିଲେ ଏବଂ ପୁଣି ବିସ୍ତାରିତ ହୋଇଥିଲା। 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.