ପ୍ରମୂଖ ଖବର
  • 'ନିସାର' କାଉଣ୍ଟଡାଉନ୍‌, ଇସ୍ରୋ-ନାସାର ମିଳିତ ମହାମିଶନ୍, ଅପରାହ୍ନ ୫ଟା୪୦ର ଲଞ୍ଚ ହେବ ମହଙ୍ଗା ସାଟେଲାଇଟ୍‌ ନିସାର
  • ||
  • ଭୂକମ୍ପ ଝଟକାରେ ଥରିଲା ଋଷ, ୮.୭ ତୀବ୍ରତା ରେକର୍ଡ, ଜାପାନରୁ ଆମେରିକା ଯାଏ ପ୍ରଭାବ, ସୁନାମୀ ଆଲର୍ଟ
  • ||
  • ଗାଜାରେ ଇସ୍ରାଏଲ୍ ସେନାର ପ୍ରଚଣ୍ଡ ଆକ୍ରମଣ, ୬୨ ମୃତ,ଶତାଧିକ ଆହତ,
  • ||

କୋଣାର୍କ ମନ୍ଦିର ସମ୍ମୁଖରୁ ହଟିଲା ସେଡ୍‌, ASIର ଭୁଲ ନିଷ୍ପତ୍ତି ଯୋଗୁଁ ପାଣିରେ ପଡ଼ିଲା ଲକ୍ଷାଧିକ ଟଙ୍କା

Published By : Rasmita Pradhan | July 29, 2025 11:43 AM

କୋଣାର୍କ, ୨୯।୭ : ବିଶ୍ଵ ଐତିହ୍ୟ କୋଣାର୍କ ସମ୍ମୁଖରୁ ହଟିଲା ସେଡ୍‌। ଏହା ସୂର୍ଯ୍ୟମନ୍ଦିର ସ୍ୟୈନ୍ଦର୍ଯ୍ୟକୁ ନଷ୍ଟ କରୁଥିବା ଅଭିଯୋଗ ହେବାରୁ ଏହାକୁ ରାତି ଅଧିଆ ଖୋଲାଯାଇଛି। ପ୍ରାୟ ୪୦ଲକ୍ଷ ଟଙ୍କାରେ ଟେଣ୍ଡର ଦିଆଯାଇ ଫେବ୍ରି ସେଡ୍‌ କାର୍ଯ୍ୟ ଆରମ୍ଭ ହୋଇଥିଲା। ତେବେ ଏଏସଆଇର ଭୁଲ ନିଷ୍ପତ୍ତି ଯୋଗୁଁ ଲକ୍ଷାଧିକ ଟଙ୍କା ପାଣିରେ ପଡ଼ିଲା ବୋଲି ପର୍ଯ୍ୟଟକମାନେ କହିଛନ୍ତି। 

ସୂର୍ଯ୍ୟମନ୍ଦିର ପରିଦର୍ଶନରେ ଦୈନିକ ହଜାର ହଜାର ପର୍ଯ୍ୟଟକ ଆସୁଛନ୍ତି। ଖରା ଓ ବର୍ଷାରୁ ରକ୍ଷା ପାଇବା ପାଇଁ ଏଏସଆଇ ସୂର୍ଯ୍ୟମନ୍ଦିର ପ୍ରବେଶ ପଥରେ ପର୍ଯ୍ୟଟକଙ୍କ ପାଇଁ ଏହି ସେଡ୍ ବ୍ୟବସ୍ଥା କରିଥିଲା। 



 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.