ପ୍ରମୂଖ ଖବର
  • ଭାରତ ରତ୍ନ ଲାଲକୃଷ୍ଣ ଆଡଭାନୀ ଅସୁସ୍ଥ, ଦିଲ୍ଲୀ ଏମ୍ସରେ ଭର୍ତ୍ତି
  • ||
  • ଭାରତ ରତ୍ନ ଲାଲକୃଷ୍ଣ ଆଡଭାନୀ ଅସୁସ୍ଥ, ଦିଲ୍ଲୀ ଏମ୍ସରେ ଭର୍ତ୍ତି
  • ||
  • ପୁରୀ : ଏଥର ମିଳିବନି ମହାପ୍ରଭୁଙ୍କ ନବଯୌବନ ଦର୍ଶନ, ୧୦ରେ ମିଳିବ ଆଡ଼ପ ଅବଢ଼ା
  • ||
  • ଭୁବନେଶ୍ଵର : କେନ୍ଦ୍ରୀୟ ପୂର୍ବ ବଙ୍ଗୋପସାଗରେ ଘୂର୍ଣ୍ଣିବଳୟ, ଆସନ୍ତା ୫ ଦିନ ଯାଏଁ ରାଜ୍ୟରେ ପ୍ରବଳ ବର୍ଷାର ସମ୍ଭାବନା
  • ||
  • ଭୁବନେଶ୍ଵର : ସ୍କୁଲରେ ପଢ଼ାଇବେ ଅତିଥି ଶିକ୍ଷକ, ନିଯୁକ୍ତ ହେବେ ୪୫୮୦ ଅବସରପ୍ରାପ୍ତ ଶିକ୍ଷକ
  • ||

୯ ବର୍ଷ ଶିଶୁ ପିଠିରେ ପଶିଲା ଲୁହା ରଡ଼, ଗୁରୁତର ଅବସ୍ଥାରେ ବୁର୍ଲା ବଡ଼ ମେଡିକାଲରେ ଭର୍ତ୍ତି

ବରଗଡ଼, ୩୧।୫: ଖେଳୁଥିବା ସମୟରେ ୯ ବର୍ଷର ଶିଶୁ ଦେହରେ ପଶିଲା ଲୁହା ରଡ଼ । ଚିକିତ୍ସା ପାଇଁ ପରିବାର ଲୋକେ ତୁରନ୍ତ ତାକୁ ବରଗଡ଼ ଟୁକୁର୍ଲ୍ଲl ସ୍ଥିତ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ଆଣିଥିଲେ । ଶିଶୁଟିର ଅବସ୍ଥା ଗୁରୁତର ଥିବାବେଳେ ବରଗଡ଼ ମୁଖ୍ୟ ଡାକ୍ତର ଖାନାରେ ଆଇସିୟୁର ବ୍ୟବସ୍ଥା ନଥିବାରୁ ଶିଶୁଟିକୁ ଡାକ୍ତର ବୁର୍ଲା ବଡ଼ ମେଡିକାଲକୁ ସ୍ଥାନାନ୍ତର କରିଛନ୍ତି । 

ଗୁରୁତର ଥିବା ଶିଶୁଟି ଭଟଲିର ଜୀବନ ପାତିକାର ବୋଲି ଜଣାପଡ଼ିଛି । ଶୁକ୍ରବାର ସକାଳେ ପିଲାଟି ସାଙ୍ଗମାନଙ୍କ ସହ ଖେଳୁଥିବା ସମୟରେ ଏକ ଲୁହା ରଡ଼ ଉପରେ ପଡ଼ି ଯାଇଥିଲେ । ଯାହାଫଳରେ ରଡ଼ଟି ପିଠି ପଟ ଦେଇ ଶରୀର ଭିତରେ ପଶିଯାଇଛି । ତେବେ ପିଲାଟିର ଉତ୍ତମ ଚିକିତ୍ସା କରି ଭଲ କରିଦେବାକୁ ପିଲାଟିର ମା’ ଡାକ୍ତରଙ୍କୁ ଅନୁରୋଧ କରିଛନ୍ତି । 

 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.