ପ୍ରମୂଖ ଖବର
  • ସୁଭଦ୍ରାକୁ ନେଇ ଉପମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ଡିସେମ୍ବର ସୁଦ୍ଧା ୧ କୋଟି ମହିଳା ହିତାଧିକାରୀଙ୍କୁ ମିଳିବ ଟଙ୍କା
  • ||
  • ପଳାଶୁଣି ଛକରେ ମର୍ମନ୍ତୁଦ ସଡକ ଦୁର୍ଘଟଣା, ମହିଳାଙ୍କ ଉପରେ ମାଡ଼ିଗଲା ଅଜଣାଗାଡ଼ି
  • ||
  • ରାଜଧାନୀରେ ମାଙ୍କଡ଼ ଉତ୍ପାତ ଘଟଣା, ଟ୍ରାଙ୍କୁଲାଇଜ୍ କରି ଧରିଲା ନନ୍ଦନକାନନ ଟିମ୍
  • ||
  • କଟକ: କଟକ ବାଲିଯାତ୍ରାରେ ସିଏମ୍‌ସି ସ୍ବାସ୍ଥ୍ୟ ଟିମ୍‌ର ଚଢ଼ଉ, ଖାଦ୍ୟ ଷ୍ଟଲ୍‌ରୁ ବାସି, ଅପମିଶ୍ରିତ ଖାଦ୍ୟ ଜବତ
  • ||
  • ଭରତପୁର ଥାନା ମାମଲା: ଷ୍ଟାଟସ୍‌ ରିପୋର୍ଟ ଦାଖଲ ନିର୍ଦ୍ଦେଶ
  • ||
  • ମାଲକାନଗିରିରେ ସୁରକ୍ଷାକର୍ମୀ-ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ: ନକ୍ସଲ ନିହତ, ଜଣେ ଯବାନ ଆହତ
  • ||
  • ତାମିଲନାଡୁ ମୁହାଁଇପାରେ ସମ୍ଭାବ୍ୟ ବାତ୍ୟା, ଓଡ଼ିଶାକୁ ପ୍ରଭାବ ନାହିଁ: ୨୪ ଘଣ୍ଟାରେ ଲଘୁଚାପ ରୂପ ନେଇପାରେ ଘୂର୍ଣ୍ଣିବଳୟ
  • ||

ଜଙ୍ଗଲରୁ ୧୦ ସ୍ପାଇକ ହୋଲ୍ ଠାବ, ଯବାନଙ୍କୁ ଟାର୍ଗେଟ କରି ମାଓବାଦୀ ଖୋଳିଥିଲେ

ମାଲକାନଗିରି, ୨୦।୧୧ (ଆପ୍ର ):  ଗତ କିଛିଦିନ ତଳେ ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର କାଙ୍କେର ଜିଲ୍ଲା ଅଭୁଜମାଡ ଜଙ୍ଗଲରେ ଗୁଳିବିନିମୟ ରେ ୫ମାଓବାଦୀ ଙ୍କର ମୃତ୍ୟୁ ଘଟିଥିଲା ।  ତାର ପ୍ରତିଶୋଧ ନେବା ପାଇଁ ସେହି ଜଙ୍ଗ ରେ ଯବାନ ଙ୍କୁ ଟାର୍ଗେଟ କରି ସ୍ପାଇକ ହୋଲର ଜାଲ ବିଛାଇ ଥିଲେ ଯବାନ। ବୁଧବାର ସେହି ଜଙ୍ଗଲରେ ଯବାନଙ୍କ ତଲାସି ଅଭିଯାନ ବେଳେ ୧୦ରୁ ଅଧିକ ସ୍ପାଇକ ହୋଲ ଠାବ କରିଛନ୍ତି ମାଓବାଦୀଙ୍କ ଆକ୍ରମଣ ଯୋଜନାକୁ ପଣ୍ଡ କରିଦେଇଛନ୍ତି  ଯବାନମାନେ।

ଅଭୁଜମାଡ ଜଙ୍ଗଲରେ ଗତ କିଛିଦିନ ପୂର୍ବେ ସିଆର୍‌ପିଏଫ୍‌, ଡିଆର୍ଜି ଓ ନାରାୟଣପୁର ପୋଲିସ ମିଳିତ ଭାବେ କୁମ୍ବିଂ ଅପରେସନ କରୁଥିବା ସମୟରେ ମାଓବାଦୀଙ୍କ ସହ ଗୁଳି ବିନିମୟ ହୋଇଥିଲା। ତେବେ ଏହି ଗୁଳି ବିନିମୟରେ ୫ ଜଣ ମାଓବାଦୀଙ୍କ ମୃତ୍ୟୁ ହୋଇଥିବା ବେଳେ ଏହାପରଠାରୁ ସେହି ଅଞ୍ଚଳରେ ତଲାସି ଅଭିଯାନକୁ ଯବାନଙ୍କ ଦ୍ଵାରା ଆହୁରି ବଢାଇ ଦିଆଯାଇଥିଲା। ଏହି ତଲାସୀ ଅଭିଯାନ ବେଳେ ମାଓବାଦୀ ମାନେ ଯବାନଙ୍କୁ ଟାର୍ଗେଟ କରି ପୂର୍ବରୁ ବିଭିନ୍ନ ସ୍ଥାନରେ ଗଭୀର ଗାତ ଖୋଳି ଲୁହା ସ୍ପାଇକ ଖଞ୍ଜି ଥିଲେ।  ଯବାନ ମାନେ ୧୦ରୁ ଅଧିକ ସ୍ପାଇକ୍ ହୋଲକୁ ଠାବ କରି ଏହାକୁ ଧ୍ଵଂସ କରିଛନ୍ତି।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.