ପ୍ରମୁଖ ଖବର
  • ଜୁଲାଇ ୧୫ରେ ସିବିଏସ୍‌ଇ ସପ୍ଲିମେଣ୍ଟାରୀ ପରୀକ୍ଷା, ଖୁବ୍‌ଶୀଘ୍ର ପ୍ରକାଶ ପାଇବ ପରୀକ୍ଷା କାର୍ଯ୍ୟସୂଚୀ
  • ||
  • ରଥଖଳା ହାଲ୍‌ଚାଲ୍‌...ତୁମ୍ବରେ ଚାଲିଛି ବିନ୍ଧ ଖୋଦେଇ, ନୃସିଂହ ଚତୁର୍ଦ୍ଦଶୀରେ ଖୋଳା ଯିବ ଜନ୍ତା ଗାଡ଼
  • ||
  • ସୋମବାର ପଞ୍ଚମ ପର୍ଯ୍ୟାୟ ନିର୍ବାଚନ: ୪୯ ଆସନରେ ହେବ ମତଦାନ, ୬୯୫ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା
  • ||
  • 8. ସନ୍ଡେ’ରେ ଡବଲ୍ ଫାଇଟ୍, ହାଇଦ୍ରାବାଦକୁ ଭେଟିବ ପଞ୍ଜାବ, ସନ୍ଧ୍ୟାରେ ରାଜସ୍ଥାନ-କୋଲକାତା ଟକ୍କର
  • ||
  • ଦାନା ବାନ୍ଧୁଛି ଲଘୁଚାପ: କମ୍‌ ପବନ, ବେଶି ବର୍ଷା ହୋଇପାରେ, ତୃତୀୟ ପର୍ଯ୍ୟାୟ ଭୋଟ ଦିନ ବଡ଼ ବର୍ଷା ଆଶଙ୍କା
  • ||
  • ବିଜେଡିରୁ ଇସ୍ତଫା ଦେଲେ ସମୀର ରଞ୍ଜନ ଦାଶ, ସୁପ୍ରିମୋଙ୍କ ପାଖକୁ ପଠାଇଲେ ଇସ୍ତଫା ପତ୍ର
  • ||

ବିରୋଧୀଙ୍କୁ କଟାକ୍ଷ କଲେ ଭିକେ ପାଣ୍ଡିଆନ୍, କହିଲେ ନବୀନ ପଟ୍ଟନାୟକ ନଂ୧ ମୁଖ୍ୟମନ୍ତ୍ରୀ

କଳାହାଣ୍ଡି, ୬।୫: କଳାହାଣ୍ଡି ଗସ୍ତରେ ଭିକେ ପାଣ୍ଡିଆନ୍ । ଭବାନୀପାଟଣା ଜନସଭା ମଞ୍ଚରୁ ଭି.କେ.ପାଣ୍ଡିଆନଙ୍କ ବଡ଼ ଆହ୍ୱାନ । କହିଲେ ଓଡ଼ିଶା ରଚିବ ଇତିହାସ । ଓଡ଼ିଶାବାସୀଙ୍କ ଆଶିର୍ବାଦ ଓ ସହଯୋଗ ମିଳିଲେ ମୁଖ୍ୟମନ୍ତ୍ରୀ ଇତିହାସ ରଚିବେ । ବିଜେପି ୧୧୦ ଦିନ ଭିତରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ବନ୍ଦ କରି ଆୟୁଷ୍ମାନ ଭାରତ ଲାଗୁ କରିବାକୁ କହିଛନ୍ତି । ବିଜେପିର ସରକାରୀ ଯୋଜନାଠୁ ଅଧିକ ଦେଉଛନ୍ତି ନବୀନ ସରକାର । ପୁଣି ଥରେ ନବୀନ ପଟ୍ଟନାୟକଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଜିତାଇବାକୁ ଅନୁରୋଧ କରିଛନ୍ତି ପାଣ୍ଡିଆନ୍ । ନବୀନ ପଟ୍ଟନାୟକ ନଂ୧ ମୁଖ୍ୟମନ୍ତ୍ରୀ । ଯିଏ କି ଓଡ଼ିଶାକୁ ୧ ନଂ କରିପାରିବେ । ଡବଲ ଇଞ୍ଜିନ୍ ସରକାର ଚାଲୁଥିବା ରାଜ୍ୟର ଅର୍ଥନୀତି ଭୁଶୁଡ଼ିପଡ଼ିଛି । ଓଡ଼ିଶାର ୯୫ ପ୍ରତିଶତ ଯୁବପିଢ଼ିମାନଙ୍କୁ ସ୍କଲାରସିପ୍ । କଳାହାଣ୍ଡିର ରୂପାନ୍ତରଣ ତଥା ଜିଲ୍ଲାର ବିକାଶ ସମ୍ପର୍କରେ ଜିଲ୍ଲାବାସୀଙ୍କୁ ଉଦ୍‌ବୋଧନ ଦେଇଛନ୍ତି ଭିକେ ପାଣ୍ଡିଆନ୍ । 

ଆସନ୍ତା ୧୩ରେ କଳାହାଣ୍ଡିରେ ସାଧାରଣ ନିର୍ବାଚନ । ଏହି ପରିପ୍ରେକ୍ଷୀରେ ସୋମବାର ନିର୍ବାଚନୀ ପ୍ରଚାର ପାଇଁ ବିଜେଡିର ମୁଖ୍ୟ ଷ୍ଟାର ପ୍ରଚାରକ ତଥା ସଭାପତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଳାହାଣ୍ଡି ଗସ୍ତରେ ଆସିଛନ୍ତି । ଜିଲ୍ଲାର ୭ଟି ନିର୍ବାଚନମଣ୍ଡଳୀ ଓ କଳାହାଣ୍ଡି ଲୋକସଭା ପାଇଁ ପ୍ରଚାର କରିଛନ୍ତି । ଜୁନ୍ ୯ରେ ଦିନ ସାଢ଼େ ୧୧ଟାରୁ ୧ ଭିତରେ ଷଷ୍ଠ ଥର ପାଇଁ ଶପଥ ଗ୍ରହଣ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭବାନୀପାଟଣା ଓ ଖଡ଼ିଆଳରେ ଦଳ ପକ୍ଷରୁ ଆୟୋଜିତ ଦୁଇଟି ଜନସଭାରେ ଯୋଗଦେଇଛନ୍ତି ।

    

 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.