ପ୍ରମୂଖ ଖବର
  • ବଣାଇ : ଗ୍ରେଡରରେ ଚାପି ହୋଇ ଚାଲିଗଲା ଶ୍ରମିକଙ୍କ ଜୀବନ
  • ||
  • କେନ୍ଦ୍ରାପଡ଼ା : ରେଳ ଲାଇନରେ କଟି ଚାଲିଗଲା ଯୁବକଙ୍କ ଜୀବନ, ପରିଚୟ ଅସ୍ପଷ୍ଟ
  • ||
  • ଅନୁଗୁଳ : ମାଆକୁ ପିଟି ପିଟି ହତ୍ୟା କଲା ପୁଅ, ଅଭିଯୁକ୍ତ ଗିରଫ
  • ||
  • ଜାଡରେ ଥରୁଛି ଲମତାପୁଟ, ୬ ଡିଗ୍ରୀ ତଳକୁ ଖସିଲା ପାରଦ
  • ||
  • ଶୀତରେ ଥରୁଛି ଦାରିଙ୍ଗବାଡି, ବଣ ଭୋଜି କରି ମଜା ନେଉଛନ୍ତି ପର୍ଯ୍ୟଟକ
  • ||
  • ପାଟଣା : ଭାରସାମ୍ୟ ହରାଇ ଓଲଟିଲା ପିକଅପ୍‌ ଭ୍ୟାନ୍, ଗାଡ଼ିରୁ କୁକୁଡ଼ା ବୋହିନେଲେ ଲୋକେ
  • ||
  • ସରିଲା ଐତିହାସିକ କଟକ ବାଲିଯାତ୍ରା, ଅନ୍ତର୍ଜାତୀୟ ଛୁଙ୍କ ଦେବାରେ ଆୟୋଜକଙ୍କୁ ସଫଳତା
  • ||
  • ଲକ୍ଷ୍ମଣନାଥ ଟୋଲ ପ୍ଲାଜାକୁ ଧକ୍କା ଦେଇ ଜଳିଗଲା କଣ୍ଟେନର, ଜୀବନ୍ତ ଦଗ୍ଧ ହେଲେ ଡ୍ରାଇଭର
  • ||
  • ୧୫ ଡିଗ୍ରୀ ତଳେ ୧୩ ସହର ତାପମାତ୍ରା, ଆହୁରି ଖସିବ ପାରଦ: ରାଉରକେଲାରେ ଘନ କୁହୁଡ଼ି
  • ||

ଜାଡରେ ଥରୁଛି ଲମତାପୁଟ, ୬ ଡିଗ୍ରୀ ତଳକୁ ଖସିଲା ପାରଦ

ଲମତାପୁଟ, ୨୪/୧୧: ଜାଡରେ ଥରୁଛି ଲମତାପୁଟ ବ୍ଲକ । ଧୀରେ ଧୀରେ ତଳ ମୁହାଁ ହେଉଛି ପାରଦ । ୬ ଡିଗ୍ରୀ ତଳକୁ ଖସିଲା ପାରଦ । ଉପାନ୍ତ ଅଞ୍ଚଳରେ ବୟସ୍କ ବୃଦ୍ଧ ବୃଦ୍ଧାଙ୍କ ପାଇଁ ଭାରି ସମସ୍ୟା ହେଉଛି । ସକାଳ ୧୦ ଟା ପର୍ଯ୍ୟନ୍ତ କୁହୁଡି ସାରା ଅଞ୍ଚଳ କୁହୁଡ଼ିରେ ଢାଙ୍କି ହୋଇଥିବା ହେତୁ ଯାତାୟତ ପାଇଁ ବିଭିନ୍ନ ସମସ୍ୟା ଉପୁଜୁଛି । ୧୦ ମିଟର ପର୍ଯ୍ୟନ୍ତ କିଛି ବି ଦେଖା ଯାଉନାହିଁ । ଗାଡିମଟର ଲାଇଟ ଲଗାଇ ଯାତାୟାତ କରୁଛନ୍ତି ଲୋକେ ।

ଘନ କୁହୁଡି କାରଣରୁ ରାସ୍ତା ଦେଖା ଯାଉନଥିବାରୁ ଗାଡି ମଟର ଚଳାଚଳରେ ବହୁ ଅସୁବିଧା ଉପୁଜୁଛି । ଅନ୍ୟପକ୍ଷରେ କୋରାପୁଟର କାଶ୍ମୀର କୁହାଯାଉଥିବା ଲମତାପୁଟ ବ୍ଲକରେ ଶୀତ ଧୀରେ ଧୀରେ ବଢିବାରେ ଲାଗିଛି । ସନ୍ଧ୍ୟା ୭ଟାରେ ମୁଖ୍ୟ ବଜାର ଜନଶୂନ୍ୟ ହୋଇଯାଉଛି । ନିଆଁ ଲଗାଇ ଶୀତ ଛଡାଉଛନ୍ତି ଅଞ୍ଚଳବାସୀ । ଶୀତ ବଡିବା ସଙ୍ଗେ ସଙ୍ଗେ ସକାଳୁ ସକାଳୁ ଶୀତୁଆ ଓଠକୁ ଗରମ ଚାର ମଜା ନେବାପଇଁ ଚା ଦୋକାନ ଗୁଡିକରେ ଭିଡ଼ ଜମୁଛି । ଶୀତ ବଢିବା କାରଣରୁ ଏହି ଅଞ୍ଚଳର ଚାଷୀ ଭାରି ଖୁସି ହେଉଛନ୍ତି କାରଣ ଶୀତ ବଢିଲେ କୋବି ଜାତୀୟ ଫସଲ ଭଲ ହୋଇଥାଏ । ତେବେ ଆଗକୁ ଆହୁରି ଶୀତର ପ୍ରକୋପ ବଢିବା ନେଇ ପାଣି ପାଗ ବିଭାଗ ସୂଚନା ଦେଇଛି l

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.