ଭୁବନେଶ୍ଵର, ୧୯/୦୪ : ପେଣ୍ଟୋଗ୍ରାଫ୍ ଅଚଳ ଯୋଗୁଁ ଅଟକିଲା ଟ୍ରେନ୍। କାଶୀପୁର ବ୍ଲକର ଲେଲିଗୁମା ଷ୍ଟେସନ୍ ରାଉଳି ନିକଟରେ ଅଟକିଲା ୨ ଟି ଟ୍ରେନ୍। ଶନିବାର ଭୋର୍ ସମୟରୁ ଇଣ୍ଟର୍ସିଟି ଓ ହୀରାଖଣ୍ଡ ଏକ୍ସପ୍ରେସ୍ ଟ୍ରେନ୍ ଅଟକି ରହିଛି। କେ.ଆର ଲାଇନରେ ଟ୍ରେନ୍ ଚଳାଚଳ ବାଧାପ୍ରାପ୍ତ ହୋଇଛି। ଦୀର୍ଘ ସମୟ ଧରି ଟ୍ରେନ୍ ଅକଟିବାରୁ ଯାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ବିଦ୍ୟୁତ ଲାଇନ ସହ ଟ୍ରେନ୍ କୁ ସଂଯୋଗ କରିଥାଏ ପେଣ୍ଟୋଗ୍ରାଫ୍ ।
ଏହି ଖବରଟିକୁ ପଢନ୍ତୁ-ଆଠଗଡ଼ ବନଖଣ୍ଡ ଅଧିକାରୀଙ୍କ କାର୍ଯ୍ୟାଳୟରେ ନାଇଟ୍ ୱାଚରଙ୍କ ଆତ୍ମହତ୍ୟା, କାରଣ ଅସ୍ପଷ୍ଟ