କଳାହାଣ୍ଡି, ୧୮।୧୧: କଳାହାଣ୍ଡି ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଲାଞ୍ଚ ନେଉଥିଲେ ଡାକ୍ତର । ସ୍ତ୍ରୀ ଓ ପ୍ରସୂତି ବିଭାଗର ଡାକ୍ତର ଅଶୋକ କୁମାର ଦାସ ଜଣେ ପ୍ରସୂତିଙ୍କଠାରୁ ୬୦୦୦ ଟଙ୍କା ଲାଞ୍ଚ ନେଉଥିବା ଜଣାପଡ଼ିଛି । ପରେ ଡାକ୍ତର ଜଣକ କଳାହାଣ୍ଡି ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି । ଜଣେ ମହିଳା ପ୍ରସୂତି ପାଇଁ ଡାକ୍ତରଖାନାକୁ ଆସିଥିଲେ । ମହିଳାଙ୍କ ସ୍ଵାମୀଙ୍କଠାରୁ ସେ ଲାଞ୍ଚ ନେଉଥିଲେ । ପରେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ।
ଯିଏ ନିଜ ପିତାଙ୍କ ହତ୍ୟାକାରୀଙ୍କୁ କ୍ଷମା ଦେଇଛନ୍ତି,...