ପ୍ରମୂଖ ଖବର
  • କୁମ୍ଭମେଳା ଦେଖି ଫେରୁଥିବାବେଳେ କାର-ଟ୍ରକ୍ ଧକ୍କା, ୬ ଜଣଙ୍କର ଚାଲିଗଲା ଜୀବନ
  • ||
  • ବିଧାନସଭାରେ କିଟ୍ ଛାତ୍ରୀ ଆତ୍ମହତ୍ୟା ପ୍ରସଙ୍ଗ : ଘୁଞ୍ଚିବ ସେମିଷ୍ଟର ପରୀକ୍ଷା, ଛାତ୍ରଛାତ୍ରୀଙ୍କ ଗସ୍ତ ଖର୍ଚ୍ଚ ବହନ କରିବେ ସରକାର
  • ||
  • କନ୍ଧମାଳରୁ ବିପୁଳ ପରିମାଣର ଗଞ୍ଜେଇ ଜବତ, ଜଣେ ଗିରଫ
  • ||
  • ଭୁବନେଶ୍ଵରରେ ପ୍ରଥମ କରି ଆରମ୍ଭ ହେବ ସୁଭଦ୍ରା ଶକ୍ତି ମେଳା, ୩୦୦ରୁ ଅଧିକ ଷ୍ଟଲରେ ହେବ ବିକାକିଣା
  • ||
  • ଜୟପୁର : ବେଆଇନ ମାଟି ଇଟା ଭାଟି ଉପରେ କାର୍ଯ୍ୟାନୁଷ୍ଠାନ, ଏକାଧିକ ଇଟା ଭାଟି ଭାଙ୍ଗିଲା ଜିଲ୍ଲା ପ୍ରଶାସନ
  • ||
  • ଭୁବନେଶ୍ୱର : ଗ୍ରୀନ୍‌ ଟ୍ରେଣ୍ଡ୍‌ସ ପାର୍ଲରରେ ଅଗ୍ନିକାଣ୍ଡ, ନିଆଁ ଲାଗି ଲକ୍ଷାଧିକ ଟଙ୍କାର ପାର୍ଲର ସାମଗ୍ରୀ ପାଉଁଶ
  • ||
  • ବାଲେଶ୍ୱର : ବେଆଇନ୍ ବାଲି ଚାଲାଣ ବେଳେ ଚଢାଉ, ୮୦ରୁ ଉର୍ଦ୍ଧ୍ୱ ହାଇୱା ଜବତ
  • ||
  • କଟକ : ଶତାଧିକ ଲିଟର କଫ୍‌ ସିରପ୍‌ ଜବତ, ଜଣେ ଗିରଫ
  • ||
  • ଖାକିରେ କଳଙ୍କ: ସାହାଯ୍ୟ କରିବା ବାହାନାରେ ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗ, ଏଏସ୍‌ଆଇ ଗିରଫ
  • ||
  • କେନ୍ଦ୍ରାପଡ଼ା : ମାଟ୍ରିକ ପରୀକ୍ଷାର୍ଥୀଙ୍କୁ ନେଇ ଯିବାବେଳେ ଓଲଟିଲା ବୋଲେରୋ, ୧୧ ଆହତ
  • ||
  • ବାଲିପାଟଣା: ପ୍ରେମିକ ଘର ଆଗରେ ଫିନାଇଲ୍ ପିଇଦେଲା ପ୍ରେମିକା, ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି
  • ||
  • ଚାମ୍ପିଅନ୍ସ ଟ୍ରଫି ୨୦୨୫: ଆଜି ଆଫଗାନିସ୍ତାନକୁ ଭେଟିବ ଦକ୍ଷିଣ ଆଫ୍ରିକା, ଦେଖିବାକୁ ମିଳିବ କଡ଼ା ଟକ୍କର
  • ||
  • ବାଲେଶ୍ୱର : ଅଧାରେ ରହିଗଲା ଭବିଷ୍ୟତ: ବାହାରୁଥିଲେ ପରୀକ୍ଷା ସେଣ୍ଟର, ହଠାତ୍ ଟଳି ପଡ଼ିଲେ ଛାତ୍ର
  • ||
  • ଭୂକମ୍ପ ଝଟକାରେ ଥରିଲା ଆଣ୍ଡାମାନ ଏବଂ ନିକୋବର ଦ୍ବୀପ, ରେକ୍ଟର ସ୍କେଲରେ ୫.୨ ତୀବ୍ରତା ରେକର୍ଡ
  • ||
  • ଶ୍ରୀଜିଉଙ୍କ ନିକଟର ଲାଗି ହେଲା 'ଅମୃତ ଅନ୍ନ', ୫ ପ୍ରକାର ଜୈବିକ ଚାଉଳ ପ୍ରସ୍ତୁତ
  • ||
  • ଦୁର୍ଗାପୁର ଏକ୍ସପ୍ରେସୱେରେ ପୂର୍ବତନ କ୍ରିକେଟର ସୌରଭ ଗାଙ୍ଗୁଲିଙ୍କର କାର୍ ଦୁର୍ଘଟଣା, ଅଳ୍ପକେ ବର୍ତ୍ତିଲେ ଦାଦା
  • ||
  • ରାଜ୍ୟରେ ଆଜିଠୁ ମାଟ୍ରିକ୍‌ ପରୀକ୍ଷା, ପରୀକ୍ଷାର୍ଥୀଙ୍କୁ ସ୍ମାର୍ଟ ୱାଚ୍‌ ମନା, କପି ରୋକିବାକୁ ୪ ସ୍ତରୀୟ ସ୍ବାର୍ଡ ବ୍ୟବସ୍ଥା
  • ||
  • ରାଜ୍ୟରେ ଆସନ୍ତା ୨୪ ଯାଏ ବର୍ଷା ସମ୍ଭାବନା, ପବନ ଏବଂ କୁଆପଥର ମାଡ଼ ନେଇ ବିଭିନ୍ନ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ
  • ||

‘ଛାଭା’ ଫିଲ୍ମ ଦେଖି ଭାବବିହ୍ୱାଳ ହୋଇଗଲେ ଏହି କୁନି ଦର୍ଶକ , ଭିକି କୌଶଳ କହିଲେ –

Published By : Prameya | February 17, 2025 8:26 PM

ମୁମ୍ୱାଇ – ଭିକି କୌଶଳଙ୍କର ଫିଲ୍ମ ‘ଛାଭା’ କୁ ଦର୍ଶକ ଖୁବ୍‌ ପସନ୍ଦ କରୁଛନ୍ତି। ଫିଲ୍ମ ରିଲିଜର ୩ଦିନରେ ହିଁ ବକ୍ସ ଅଫିସରେ ୧୦୦ କୋଟି ଟଙ୍କାର ସଂଖ୍ୟା ଅତିକ୍ରମ କରି ସାରିଛି। ଫିଲ୍ମର କ୍ଲାଇମ୍ୟାକ୍ସ ସମସ୍ତଙ୍କୁ କନ୍ଦାଇ ଦେଇଛି। ଏବେ ଭିକି କୌଶଳ ନିଜର ଛୋଟ ଫ୍ୟାନଙ୍କର ଭିଡ଼ିଓ ପୋଷ୍ଟ କରିଛନ୍ତି। ଶିଶୁଟି ଫିଲ୍ମରେ ଛାଭା ର ଦୃଶ୍ୟ ଦେଖି ଭାବୁକ ହୋଇ ଯାଇଛି। ଏହାକୁ ଦେଖି ଭିକି କୌଶଳ ଲେଖିଛନ୍ତି କି, ସେ ସେହି ପିଲାକୁ ଟିକେ  ଆଲିଙ୍ଗନ କରନ୍ତେ କି। 

ଫିଲ୍ମରେ ଦୃଶ୍ୟରେ ହାତ ରଖି ଶିବାଜୀ ମହାରାଜଙ୍କର ଜୟ ଜୟକାର ନାରା ଲଗା ଯାଉଛି। ଚେହେରାରେ ଦେଖିବାକୁ ମିଳୁଛି କି, ପିଲାଟି ବହୁତ ଇମୋସନାଲ ହେଉଛି। ପରେ ସେ କାନ୍ଦିବାର ନଜର ଆସୁଛି। ଭିକି କୌଶଳ ଭିଡ଼ିଓ ପୋଷ୍ଟ କରି ଲେଖିଛନ୍ତି , ଆମର ସବୁଠୁ ବଡ଼ ଆୟ। ବେଟା ତୁମ ଉପରେ ଖୁବ୍‌ ଗର୍ବିତ । ତୁମକୁ ଟିକେ ଛାତିରେ ଲଗାଇ ଥାନ୍ତି କି। ପ୍ରେମ ଓ ଇମୋସନ୍ସ ପାଇଁ ଆପଣ ସମସ୍ତଙ୍କୁ ଧନ୍ୟବାଦ । ଆମେ ଚାହୁଁ ଥିଲୁ କି ଶମ୍ଭୁ ରାଜେଙ୍କ କାହାଣୀ ଦୁନିଆର ପ୍ରତି ଘରେ ପହଞ୍ଚୁ ..ଏବଂ ଏମିତି ହେବାର ଦେଖିବା ଆମର ସବୁଠୁ ବଡ଼ ବିଜୟ। 


ଛାଭା’  ଫିଲ୍ମ ହିଷ୍ଟୋରିକାଲ ଡ୍ରାମା। ଏହା ଛତ୍ରପତି ଶିବାଜୀଙ୍କ ପୁଅ ସାମ୍ଭାଜୀ ମହାରାଜଙ୍କର ଜୀବନୀ ଉପରେ ଆଧାରିତ। ଫିଲ୍ମରେ ଭିକି କୌଶଳ ମୁଖ୍ୟ ଭୂମିକାରେ ଅଛନ୍ତି। ରଶ୍ମିକା ମନ୍ଦାନା ତାଙ୍କର ପତ୍ନୀ ୟେସୁବାଇ ଭୋସଲେଙ୍କ ଚରିତ୍ରରେ ଅଛନ୍ତି। ଅକ୍ଷୟ ଖନ୍ନା ଫିଲ୍ମରେ ଔରଙ୍ଗଜେବ୍‌ ହୋଇଛନ୍ତି। ତାଙ୍କର ଆକ୍ଟିଂକୁ ନେଇ ଖୁବ୍ ପ୍ରଶଂସା କରାଯାଉଛି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.