ପ୍ରମୂଖ ଖବର
  • ବିହାରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା; ୪ ମୃତ, ୧୦ରୁ ଅଧିକ ଆହତ
  • ||
  • ଚିତ୍ରକୋଣ୍ଡା ପରେ ଯାଜପୁରରେ ଲଜ୍ଜ୍ୟା, ମା' ହେଲେ ଦଶମ ଶ୍ରେଣୀ ଛାତ୍ରୀ
  • ||
  • ଦାରିଙ୍ଗବାଡିରେ ପ୍ରଥମ ଜିଲ୍ଲା ସ୍ତରୀୟ 'ଇନଭେଷ୍ଟମେଣ୍ଟ ମିଟ୍‌-ଇନଭେଷ୍ଟ କନ୍ଧମାଳ' ଉଦ୍‌ଘାଟିତ
  • ||
  • ଢେଙ୍କାନାଳ : ସୁନା ଦୋକାନର ସଟର ତାଡି ଲୁଟ୍‌, ଲକ୍ଷାଧିକ ଟଙ୍କାର ଅଳଙ୍କାର ଚୋରି କଲେ ଦୁର୍ବୃତ୍ତ
  • ||
  • କ୍ୟାପିଟାଲ ହସ୍ପିଟାଲ ଏକ୍ସରେ ରୁମ୍‌ରୁ କର୍ମଚାରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ
  • ||
  • ଆଠଗଡ଼ ବନଖଣ୍ଡରେ ଅଘଟଣ, ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଚାଲିଗଲା ଦନ୍ତା ହାତୀର ଜୀବନ
  • ||
  • ମାର୍ଚ୍ଚ ୧୩ରୁ ସିୟୁଇଟି ପିଜି ପରୀକ୍ଷା, ୧୫୭ ବିଷୟରେ ୪ ଲକ୍ଷ ୧୨ ହଜାର ପରୀକ୍ଷାର୍ଥୀ ଦେବେ ଏକ୍ସଜାମ୍
  • ||
  • କୋରାପୁଟ : ଭାରସାମ୍ୟ ହରାଇ ବ୍ରିଜ୍‌ରୁ ଖସିଲା ବାଇକ୍‌: ୨ ମୃତ, ଜଣେ ଗୁରୁତର
  • ||
  • ଆଇସିସି ଚାମ୍ପିଅନ୍ସ ଟ୍ରଫି: ଆଜି ମୁହାଁମୁହିଁ ହେବେ ପାକିସ୍ତାନ- ବାଂଲାଦେଶ, ବିଜୟ ପାଇଁ ସବୁ ଶକ୍ତି ଖଟାଇବେ
  • ||
  • ଆସାମରେ ଭୂକମ୍ପ ଝଟ୍‌କା ଅନୁଭୂତ,ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୫.୦ ରେକର୍ଡ
  • ||
  • ଗୁରୁବାର ଓଡ଼ିଶା ଆସିବେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେ.ପି ନଡ୍ଡା, କାଲି ପୁରୀରେ ଜାତୀୟ ସ୍ୱାସ୍ଥ୍ୟ ସମ୍ମିଳନୀକୁ ଉଦ୍‌ଘାଟନ କରିବେ
  • ||
  • ଆଗକୁ ୮୦ଦିନ ଗ୍ରୀଷ୍ମ ଲହରି, ୨୦୦୯ରୁ ଓଡ଼ିଶାରେ ତାପମାତ୍ରାରେ ସାଂଘାତିକ ବୃଦ୍ଧି
  • ||

ଆରଜିକର ମାମଲା: ସିବିଆଇ ନିର୍ଦେଶକଙ୍କୁ ଭେଟିଲେ ପୀଡିତାଙ୍କ ବାପା, କହିଲେ- ପ୍ରମାଣ ନଷ୍ଟ କରିଛି କୋଲକାତା ପୋଲିସ

Published By : Prameya | February 27, 2025 6:23 PM

ନୂଆଦିଲ୍ଲୀ,୨୭।୨: କୋଲକାତା ଆରଜି କର ମେଡିକାଲ କଲେଜରେ ଦୁଷ୍କର୍ମ ଓ ହତ୍ୟା ମାମଲାର ପୀଡିତାଙ୍କ ବାପା ଆଜି ସିବିଆଇ ନିର୍ଦେଶକଙ୍କୁ ଭେଟିଛନ୍ତି। ଏହି ସାକ୍ଷାତକୁ ନେଇ ସେ କହିଛନ୍ତି, ଆମେ ସିବିଆଇ ନିର୍ଦେଶକଙ୍କୁ କେନ୍ଦ୍ରୀୟ ଏଜେନ୍ସିର ଯାଞ୍ଚ ଓ ସୀମା ଦ୍ବାରା ଦିଆଯାଇଥିବା ବୟାନ ବିଷୟରେ ସବୁକିଛି କହିଦେଇଛନ୍ତି।

ପୀଡିତାଙ୍କ ବାପା କହିଛନ୍ତି, ସବିଆଇ ନିର୍ଦେଶକ ଆମକୁ ନ୍ୟାୟ ଦେବାର ଆଶ୍ବାସନା ଦେଇଛନ୍ତି। ଆମର ତାଙ୍କ ଉପରେ ଭରସା ରହିଛି। ଆମର ସ୍ଥାନୀୟ ବିଧାୟକ, ସ୍ଥାନୀୟ କମିଶନର ଓ ପୂର୍ବତନ ମୁଖ୍ୟ ଆୟୁକ୍ତ ଅଭିଯୁକ୍ତ ଅଛନ୍ତି। ଆମେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛୁ। ସେ ଆମର ସାହାର୍ଯ୍ୟ କରିନାହାନ୍ତି ଓ ଆମ ଝିଅର ଶବକୁ ତରବରିଆ ଭାବରେ ଅନ୍ତିମ ସଂସ୍କାର କରି ଦେଇଛନ୍ତି। ଆମକୁ ଆମ ଝିଅର ମୃତ୍ୟୁର ପ୍ରମାଣ ପତ୍ର ଦିଆଯାଇନି। ଏହା ପଛରେ ଏକ ବଡ ଷଡଯନ୍ତ୍ର ରହିଛି। ଖୁବ୍ ଶୀଘ୍ର ଏହା ସାମନାକୁ ଆସିବ। ସନ୍ଦୀପ ଘୋଷଙ୍କୁ ସଜା ମିଳିବ। କୋଲକାତା ପୋଲିସ ନିକଟରେ ପର୍ଯ୍ୟାପ୍ତ ସମୟ ଥିଲା, କିନ୍ତୁ ସେମାନେ ଯାଞ୍ଚ କରିନଥିଲେ ଓ ପ୍ରମାଣ ନଷ୍ଟ  କରିଦେଇଛନ୍ତି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.