ପ୍ରମୂଖ ଖବର
  • ବଢୁଛି ଭାରତ-ପାକିସ୍ତାନ ଉତ୍ତେଜନା, ସ୍ଥଳପଥ ପରେ ଜଳପଥରେ ବି ହାଇଆଲର୍ଟ ଜାରି
  • ||
  • ବଢିଲା ଭାରତ - ପାକିସ୍ତାନ ଯୁଦ୍ଧ ଭୟ, ବିଜୁ ପଟ୍ଟନାୟକ ଏୟାରପୋର୍ଟରେ ହାଇଆଲର୍ଟ ଜାରି
  • ||
  • ଚଣ୍ଡୀଗଡ଼ରେ ବାଜିଲା ଯୁଦ୍ଧ ସାଇରନ୍, ଲୋକଙ୍କୁ ଘର ଭିତରେ ରହିବାକୁ ଅନୁରୋଧ
  • ||
  • ସ୍ୱଦେଶ ବାହୁଡ଼ି ଯିବେ ବିଦେଶୀ ଖେଳାଳି, ଖୁବ୍‌ଶୀଘ୍ର ବଡ଼ ନିଷ୍ପତ୍ତି ନେଇପାରେ ବିସିସିଆଇ
  • ||
  • ଚଣ୍ଡୀଗଡ଼​‌ରେ ବାଜିଲା ସାଇରନ୍‌, ଏୟାରଫୋର୍ସ ଷ୍ଟେସନ୍‌କୁ ଓ୍ବାର୍ଣ୍ଣିଂ, ଲୋକଙ୍କୁ ଘରୁ ନବାହାରିବାକୁ ନିର୍ଦ୍ଦେଶ
  • ||
  • LOC ଏବଂ IBରେ କଡ଼ା ଜବାବ, ପାକିସ୍ତାନର ୫୦ରୁ ଉର୍ଦ୍ଧ୍ଵ ଡ୍ରୋନ୍ ଖସାଇଲା ଭାରତ
  • ||
  • ଶ୍ରୀକ୍ଷେତ୍ରରେ ବଢ଼ିଲା ସୁରକ୍ଷା ବ୍ୟବସ୍ଥା, ପୋଲିସ ଛାଉଣୀରେ ବଡ଼ଦେଉଳ
  • ||
  • ବରଯାତ୍ରୀ ବସ୍‌ - କଣ୍ଟେନର ଟ୍ରକ୍‌ ମୁହାଁମୁହିଁ ଧକ୍କା: ହେଲପର୍‌ ଗୁରୁତର, ୧୦ ରୁ ଉର୍ଦ୍ଧ୍ୱ ଆହତ
  • ||
  • ମୟୂରଭଞ୍ଜ : ବରଯାତ୍ରୀ ବସ୍‌ - କଣ୍ଟେନର ଟ୍ରକ୍‌ ମୁହାଁମୁହିଁ ଧକ୍କା: ହେଲପର୍‌ ଗୁରୁତର, ୧୦ ରୁ ଉର୍ଦ୍ଧ୍ୱ ଆହତ
  • ||
  • ଘୋର ଆର୍ଥିକ ସଂକଟରେ ପାକ୍‌ ଅର୍ଥନୀତି: ଆଜି ପାକ୍‌କୁ ଋଣ ପ୍ରଦାନ ନେଇ ସମୀକ୍ଷା କରିବ ଆଇଏମ୍‌ଏଫ, ଭାରତର ବିରୋଧ
  • ||
  • ଅମୃତସର ବାସିନ୍ଦାଙ୍କୁ ଘରେ ରହିବାକୁ ନିର୍ଦ୍ଦେଶ, ଝରକା ଠାରୁ ଦୂରରେ ଏବଂ ଲାଇଟ୍ ବନ୍ଦ ରଖିବାକୁ ନିର୍ଦ୍ଦେଶାବଳୀ ଜାରି
  • ||
  • ଭାରତୀୟ ସେନାକୁ ସଫଳତା , ଧରାପଡିଲା ପାକିସ୍ତାନୀ ପାଇଲଟ୍
  • ||
  • ସମୀକ୍ଷା କରିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, CDS ଏବଂ ୩ ସେନା ମୁଖ୍ୟଙ୍କ ସହ ଯୁଦ୍ଧ ସ୍ଥିତି ନେଇ କରିବେ ଆଲୋଚନା
  • ||
  • ଭାରତ-ପାକ୍ ଯୁଦ୍ଧ ନେଇ ସସପେନ୍ସ: ଆଇପିଏଲ୍‌ ଆୟୋଜନ ଉପରେ ହୋଇପାରେ ବଡ଼ ନିଷ୍ପତ୍ତି
  • ||
  • ବାଲେଶ୍ବର ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରେ ବଢ଼ିଲା ସୁରକ୍ଷା, ଅପରାହ୍ନ ୨ଟାରେ ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ
  • ||
  • ପାକିସ୍ତାନ ଉପରେ ଆକ୍ରମଣକୁ ନେଇ ବିସ୍ତୃତ ତଥ୍ୟ ଦେବ ବୈଦେଶିକ ମନ୍ତ୍ରଣାଳୟ,ସକାଳ ୯ଟାରେ ପ୍ରେସ ମିଟ୍
  • ||
  • ରାଜ୍ୟରେ ଆହୁରି ବଢ଼ିବ ଗରମ ପ୍ରକୋପ, ୧୦ରୁ ୧୪ ପ୍ରଚଣ୍ଡ ତାତି,ପଶ୍ଚିମରେ ହିଟ୍‌ୱେଭ୍‌, ଉପକୂଳରେ ଗୁଳୁଗୁଳି ଆଶଙ୍କା
  • ||

ନୀତିଶ କୁମାରଙ୍କୁ 'ଲାଡଲା' ସିଏମ୍ କହିଲେ ପିଏମ୍ ମୋଦି; ଆଉ ତା ପରେ...

Published By : Ankita S | February 25, 2025 8:28 AM

ପାଟନା,୨୫/୦୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ବିହାର ଗସ୍ତ କରିଥିଲେ ।  ଭାଗଲପୁରରେ ଏକ ରାଲିକୁ ସମ୍ବୋଧନ କରିବା ସହ ଚାଷୀଙ୍କୁ ପିଏମ୍ କିଷାନ ସମ୍ମାନ ଯୋଜନାର ୧୯ତମ କିସ୍ତି ପ୍ରଦାନ କରିଥିଲେ । ସମାରୋହକୁ ସମ୍ବୋଧନ କରିବା ସହ ଆରଜେଡି, ଲାଲୁ ଯାଦବ ଓ କଂଗ୍ରେସ ଉପରେ ବର୍ଷିଥିଲେ ପିଏମ୍ ମୋଦି । ଏହି ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୀତିଶ କୁମାରଙ୍କୁ 'ଲାଡଲା' ସିଏମ ବୋଲି କହି ଦେଇଥିଲେ । ଯାହାକୁ ନେଇ ବିରୋଧୀ ସମାଲୋଚନା କରିଛନ୍ତି ।

ସମାରୋହକୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ କହିଥିଲେ, ''ବିହାରର ଲୋକପ୍ରିୟ ଏବଂ ବିହାର ବିକାଶ ପାଇଁ ସମର୍ପିତ ଆମର 'ଲାଡଲା' ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଜୀ । ମହାକୁମ୍ଭ ସମୟରେ ଏହି ଧରିତ୍ରୀକୁ ଆସିବା ମୋ ପାଇଁ ସୌଭାଗ୍ୟ । ବିହାରର ଏହି ମାଟି ଆସ୍ଥା ଅଛି ବିରାସତ ବିକଶିତ ଭାରତର ସାମର୍ଥ୍ୟ ବି ଅଛି । ମୁଁ ଲାଲକିଲ୍ଲାରୁ କହିଥିଲି ବିକଶିତ ଭାରତର  ୪ଟି ସ୍ତମ୍ଭ ଅଛି । ସେଗୁଡିକ ହେଉଛି ଗରିବ, ଆମ ଅନ୍ନଦାତା କିଶାନ, ଯୁବଗୋଷ୍ଠୀ ଓ ଆମର ଦେଶର ନାରୀ ଶକ୍ତି । ଏନଡିଏ ସରକାର କେନ୍ଦ୍ରରେ ହେଉ କି ଅନ୍ୟ ରାଜ୍ୟରେ କିଷାନ କଲ୍ୟାଣ ଆମର ପ୍ରାଥମିକତା ।''

ଅଧିକ ପଢନ୍ତୁ...Makhana: ବିହାର ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି; ଭାଷଣରେ ମଖାନାର ଉପକାରୀ ଗୁଣ ବିଷୟରେ କହିଲେ ପିଏମ୍

ରାଲିକୁ ସମ୍ବୋଧନ କରିବା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମଖାନାର ଏକ ମାଳ ପିନ୍ଧାଇ ସମ୍ବର୍ଦ୍ଧିତ କରାଯାଇଥିଲା । ମାଖାନକୁ ଏକ ସୁପରଫୁଡ କହିବା ସହ ଦେଶର ସହରଗୁଡିକରେ ମଖାନା ଜଳଖିଆରେ ଏକ ଗୁରୁତ୍ବପୂର୍ଣ୍ଣ ଅଂଶ ପାଲଟିଛି । ୩୬୫ ଦିନ ମଧ୍ୟରୁ ମୁଁ ୩୦୦ ଦିନ ମଖାନା ଖାଇଥାଏ ବୋଲି କହିଥିଲେ ମୋଦି । ବଜେଟରେ ବିହାରରେ ମଖାନା ବୋର୍ଡ ଗଠନ ଓ ବିପଣନ ବୃଦ୍ଧି କରିବା ଉଦ୍ଦେଶ୍ୟରେ ବିହାରରେ ଏକ ମଖାନା ବୋର୍ଡ ଗଠନ କରିବାକୁ ପ୍ରସ୍ତାବ ଦେଇଥିଲେ । ବିହାର ହେଉଛି ଭାରତର ସବୁଠୁ ବଡ ମଖାନା  ଉତ୍ପାଦକାରୀ ରାଜ୍ୟ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.