ପ୍ରମୂଖ ଖବର
  • ବିହାର ଭୋଟର ତାଲିକାରୁ କଟିପାରେ ୩୪ ଲକ୍ଷ ମତଦାତାଙ୍କ ନାଁ, କାରଣ କହିଲେ ନିର୍ବାଚନ ଆୟୋଗ
  • ||
  • ବିହାର ରାଜନୀତିରେ ବଡ଼ ଟ୍ବିଷ୍ଟ, ଖୁବଶୀଘ୍ର ନୂଆ ଦଳ ଘୋଷଣା କରିପାରନ୍ତି ତେଜ ପ୍ରତାପ ଯାଦବ
  • ||
  • ଜନ୍ମଦିନରେ ଛତିଶଗଡ଼ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପୁଅ ଗିରଫ; ଅବକାରୀ ଦୁର୍ନୀତି ମାମଲାରେ ବନ୍ଧିଲା ଇଡି
  • ||
  • ସକାଳେ ଗୁଳୁଗୁଳି, ଅପରାହ୍ନରେ ବର୍ଷା: ଭିଜିବ ଉପକୂଳରୁ ନେଇ ଆଭ୍ୟନ୍ତରୀଣ ଓଡ଼ିଶା, ୨୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
  • ||
  • FM କଲେଜରେ ପହଞ୍ଚିଲେ ୟୁଜିସି ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍, ତଦନ୍ତ କରୁଛନ୍ତି ୪ ଜଣିଆ ଦଳ
  • ||
  • ଚାକିରି ଆଶା ଦେଖାଇ ଯୁବତୀଙ୍କୁ ନିର୍ଯାତନା: ରାଜସ୍ଥାନରୁ ଉଦ୍ଧାର ପରେ ଘରକୁ ଫେରିଲେ ଝିଅ
  • ||
  • ରାଜଧାନୀରେ ବିଭତ୍ସ ହତ୍ୟାକାଣ୍ଡ, ଯୁବକଙ୍କୁ ପଥରରେ ଛେଚି ମାରିଦେଲେ ବାଇକ୍ ଚୋର
  • ||
  • ଦିଲ୍ଲୀରେ ପୁଣି ୨୦ ଅଧିକ ବୋମା ଧମକ,ଆସିଥିଲା ଧମକପୂର୍ଣ୍ଣ ମେଲ୍, ପୁଲିସର ତଦାଘନା
  • ||
  • ଭୂକମ୍ପ ଝଟକାରେ ଥରିଲା ଚିଲି, ରିକ୍ଟର ସ୍କେଲରେ ତୀବ୍ରତା ୫.୭ ରେକର୍ଡ଼
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ଆତ୍ମାହୁତି ଘଟଣା: ଆଜି ବାଲେଶ୍ୱରରେ ଉଚ୍ଚଶିକ୍ଷା ବିଭାଗ କମିଟିର ତଦନ୍ତ, ଉପସ୍ଥିତ ରହିବେ ଆଇସିସିର ସମସ୍ତ ସଦସ୍ୟ
  • ||
  • TRFକୁ ଆତଙ୍କୀ ସଂଗଠନ ଘୋଷଣା କଲା ଆମେରିକା, ପହଲଗାମ ଆତଙ୍କୀ ଆକ୍ରମଣ ପାଇଁ କଲା ଦାୟୀ
  • ||

ଚର୍ଚ୍ଚାରେ ପାକିସ୍ତାନର ଟିକଟକ୍‌ ଷ୍ଟାର, ମିନାହିଲ୍‌ ମଲିକ୍‌ଙ୍କ ପ୍ରାଇଭେଟ୍‌ ଭିଡ଼ିଓ ଭାଇରାଲ

Published By : Prameya | October 24, 2024 6:22 PM

ଇସଲାମାବାଦ – ପାକିସ୍ତାନୀ ଟିକଟକ୍‌ ଷ୍ଟାର ମିନାହିଲ ମଲିକ୍‌ କିଛି ଦିନ ହେବ ସୋସିଆଲ ମିଡ଼ିଆରେ ଟ୍ରେଣ୍ଡ କରୁଛନ୍ତି। ପ୍ରକୃତ କଥା ହେଲା, ତାଙ୍କର ପ୍ରାଇଭେଟ୍‌ ଭିଡ଼ିଓ ଲିକ୍‌ ହୋଇ ଯାଇଛି, ଏହାପରେ ଏହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇ ଯାଇଛି। ପାକିସ୍ତାନରୁ ନେଇ ଭାରତ ଯାଏ, ଚାରିଆଡ଼େ ମିନାହିଲଙ୍କର ପ୍ରାଇଭେଟ୍‌ ଭିଡ଼ିଓର ଚର୍ଚ୍ଚା ହେଉଛି। ହେଲେ ସେ ଭିଡିଓକୁ ଫେକ୍‌ ଓ ଏଡିଟ୍‌ କରାଯାଇ ଥିବା କହିଛନ୍ତି। 

ସୋସିଆଲ ମିଡ଼ିଆରେ ୟୁଜରଙ୍କର ଦାବି କି ଏହି ଭିଡ଼ିଓରେ ମିନାହିଲ ଏକ ଯୁବକଙ୍କ ସହ ଇଣ୍ଟିମେଟ ନଜର ଆସୁଛନ୍ତି। ଉଭୟ ଏକ ରୁମ୍‌ରେ ଆପତ୍ତିଜନକ ସ୍ଥିତିରେ ଅଛନ୍ତି। ଏହି ସମୟର ଏହି ଏମଏମଏସ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି ଏବଂ ଖୁବ୍‌ ସେୟାର କରାଯାଉଛି। ଏହା ବ୍ୟତୀତ, ଏହି ଭିଡ଼ିଓରୁ କାଟି ଅନେକ ଫଟୋ ମଧ୍ୟ ଟିକଟକ୍‌ ଷ୍ଟାରଙ୍କର ଭାଇରାଲ କରାଯାଉଛି। 

ହେଲେ ଏହା ପ୍ରଥମ ଥର ନୁହେଁ , ଯେବେ କୌଣସି ସୋସିଆଲ ମିଡ଼ିଆ ଷ୍ଟାରଙ୍କର କୌଣସି ଏମଏମଏସ ଭାଇରାଲ ହେଉଛି। ଏହା ପୂର୍ବରୁ ମଧ୍ୟ ଅନେକ ଷ୍ଟାରଙ୍କର ଏମଏମଏସ ଭାଇରାଲ ହେଉଛି। ଅନେକ ଲୋକ ଯେଉଁଠି ମିନାହିଲଙ୍କର ଭିଡ଼ିଓ ଭାଇରାଲ ହେବାରେ ଦୁଃଖ ପ୍ରକାଶ କରୁଥିବା ବେଳେ ଆଉକିଛି ୟୁଜରମଧ୍ୟ ଏମିତି ଅଛନ୍ତି , ଯିଏ ଏହାକୁ ପବ୍ଲିସିଟି ଷ୍ଟଣ୍ଟ ବୋଲି କହିଛନ୍ତି। 

ମିନାହିଲ ମଲିକ ହେଉଛନ୍ତି , ପାକିସ୍ତାନରେ ରହୁଥିବା ସୋସିଆଲ ମିଡ଼ିଆ ଇନଫ୍ଲୁଏନ୍ସର। ତାଙ୍କର ଟିକ୍‌ଟକ୍‌ ଓ ଇନଷ୍ଟାଗ୍ରାମ୍‌ ସମେତ ଅନ୍ୟ ସୋସିଆଲ ମିଡ଼ିଆ ଆକାଉଣ୍ଟସରେ ଖୁବ୍‌ ଫ୍ୟାନ୍‌ ଫଲୋଇଙ୍ଗ୍‌ ଅଛନ୍ତି। ଟିକଟକରେ ମଧ୍ୟ ତାଙ୍କର ମିଲିୟନ୍ସ ଫଲୋୟର୍ସ ଅଛନ୍ତି। ଏହାସହ ଇନଷ୍ଟାଗ୍ରାମ୍‌ରେ ୧.୮ ମିଲିୟନ ୟୁଜର୍ସ ମଲିକଙ୍କୁ ଫଲୋ କରିଥାନ୍ତି।ଏଥିରେସେ ନିଜର ଫଟୋ , ରିଲ୍ସ ଆଦି ସେୟାର କରିଥାନ୍ତି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.