ପ୍ରମୂଖ ଖବର
  • ଭୁବନେଶ୍ୱର : ପର୍ଯ୍ୟଟନ ସ୍ଥଳୀ ବୁଲାଇବା ନାଁରେ ଠକି ନେଉଥିଲା ଲକ୍ଷ ଲକ୍ଷ ଟଙ୍କା, ଅଭିଯୁକ୍ତ ସାଂସାରିକୁ ବାନ୍ଧିଲା ପୋଲିସ
  • ||
  • ସୁବର୍ଣ୍ଣପୁର : ଲାଞ୍ଚ ନେଇ ଧରାପଡିଲେ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ, ଏକକାଳୀନ ୬ଟି ସ୍ଥାନରେ ଭିଜିଲାନ୍ସ ଚଢାଉ ଜାରି
  • ||
  • କାପସୀ ଛକରେ ଗୁଳିକାଣ୍ଡ, ଅଜଣା ଯୁବକଙ୍କ ଗୁଳି ଚାଳନାରେ ଜଣେ ଗୁରୁତର
  • ||
  • ଭୁବନେଶ୍ୱର : OSSSC ପରୀକ୍ଷାରେ ବିଭ୍ରାଟ ! ଆନ୍ଦୋଳନକୁ ଓହ୍ଲାଇଲେ ପରୀକ୍ଷାର୍ଥୀ, ତଦନ୍ତ ପାଇଁ ଦାବି
  • ||
  • କୁଚିଣ୍ଡା : ଟ୍ରକ-କଣ୍ଟେନର ମୁହାଁମୁହିଁ ଧକ୍କା; ଦୁଇ ଚାଳକ ଜୀବନ୍ତ ଦଗ୍ଧ, ଜଣେ ଗୁରୁତର
  • ||
  • ଝାରସୁଗୁଡ଼ା : ଚୋରି କରିବାକୁ ଯିବା ବେଳେ ଓଲଟିଲା ପିକ୍ଅପ୍ ଗାଡ଼ି, ୭ ଆହତ
  • ||
  • ଆସ୍କା : ବେଆଇନ ବାଣ ତିଆରି ବେଳେ ମାଡ଼ି ବସିଲା ପୋଲିସ, ୩ ଅଟକ
  • ||
  • ଅନୁଗୁଳ : ସାଇକେଲ ଆରୋହିକୁ ଚାପି ଦେଲା ଟ୍ରକ୍‌, ବ୍ୟକ୍ତି ମୃତ
  • ||
  • ପୁଣି ତେଲକୋଇ ବନ୍ଦ ଡାକରା, ଚକଧର ଜଳପ୍ରକଳ୍ପକୁ ବିରୋଧ ଜାରି
  • ||
  • ସୁବର୍ଣ୍ଣପୁର : ତେଲନଦୀ ବ୍ରିଜରୁ ଡେଇଁଲେ ଯୁବତୀ, ଗୁରୁତର ଅବସ୍ଥାରେ ଉଦ୍ଧାର କଲା ଅଗ୍ନିଶମ ବାହିନୀ
  • ||
  • ଦଶପଲ୍ଲା : ରେଳଧାରଣାରେ ଯୁବକଙ୍କ ଆତ୍ମହତ୍ଯା, ଖଣ୍ଡବିଖଣ୍ଡିତ ମୃତଦେହ ଉଦ୍ଧାର
  • ||
  • ଚଣ୍ଡିଖୋଲରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ପଥଚାରୀଙ୍କ ଉପରେ ଚଢିଗଲା ଟ୍ରକ୍‌
  • ||
  • ଭାରତରେ ମାଳଦ୍ୱୀପ ରାଷ୍ଟ୍ରପତି ମହମ୍ମଦ ମୁଇଜ୍ଜୁ, ଆଜି ମୋଦିଙ୍କ ସହ କରିବେ ଦ୍ୱିପାକ୍ଷିକ ବୈଠକ
  • ||
  • ସମ୍ବଲପୁର : ଭୀମସାରରେ ଦୁଇ ଛାତ୍ର ଗୋଷ୍ଠୀଙ୍କ ମଧ୍ୟରେ ଖଣ୍ଡଯୁଦ୍ଧ, ୩ ଆହତ
  • ||
  • ଆଜିଠୁ ଆର୍‌ବିଆଇ ମୁଦ୍ରାନୀତି ବୈଠକ, ରେପୋ ରେଟ୍‌ ଅପରିବର୍ତ୍ତିତ ରହିପାରେ
  • ||
  • ସମ୍ବଲପୁର : ଟ୍ରକ୍‌କୁ ପଛ ପଟୁ ପିଟିଲା ଆମ୍ବୁଲାନ୍ସ; ଜଣେ ମୃତ, ୨ ଆହତ
  • ||
  • ବ୍ରହ୍ମପୁର : ପାର୍ବଣ ଆରମ୍ଭରୁ ହିଞ୍ଜିଳିରେ ଗଡ଼ିଲା ମୁଣ୍ଡ, କଂଗ୍ରେସ ନେତାଙ୍କୁ ବୀଭତ୍ସ ହତ୍ୟା
  • ||
  • ବଙ୍ଗୋପସାଗରରେ ନିଷ୍କ୍ରିୟ ମୌସୁମୀ, ରାଜ୍ୟରୁ ବିଳମ୍ବ ହେବ ମୌସୁମୀ ପ୍ରତ୍ୟାବର୍ତ୍ତନ: ଦିନର ତାତି କମିବନି, ଗୁଳୁଗୁଳି ବି କମିବ
  • ||
  • କୋରପୁଟ : ୮୨ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୨ ଗିରଫ
  • ||

ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ଘଟଣା : ଜଣେ ଗିରଫ

ଫିରିଙ୍ଗିଆ, ୭।୯ :  କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ଡ଼ିମିରିଗୁଡା ପଞ୍ଚାୟତ ଅଧୀନରେ ଥିବା ଶ୍ରୀପଲା ଗାଁ ରେ ଜଣେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ଘଟଣାରେ  ଅଭିଯୁକ୍ତଙ୍କୁ ଗିରଫ କରିଛି ଫିରିଙ୍ଗିଆ ପୋଲିସ I ଅଭିଯୁକ୍ତ ଜଣକ ହେଲେ  ଆଦିତ୍ୟ କହଁର। 

ସୂଚନା ଅନୁସାରେ ଗତ ୧୯  ତାରିଖ ସନ୍ଧ୍ୟା ସମୟରେ କୌଣସି ଏକ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଶ୍ରୀପଲା ଗାଁ ର ଜଳନ୍ଧର କହଁର ନାମକ ଜଣେ ଯୁବକଙ୍କୁ ସେହି ଗାଁ ର ଆଦିତ୍ୟ କହଁର ଏକ ଧାରୁଆ ଖଣ୍ଡାରେ ଆକ୍ରମଣ କରିଥିଲା I ଫଳରେ ଯୁବକ ଜଣକ ଗୁରୁତର ଆହତ ହୋଇଥିଲେ I ଆହତ ଯୁବକଙ୍କୁ ତାଙ୍କ ପରିବାର ଲୋକେ ଚିକିତ୍ସା ପାଇଁ ପ୍ରଥମେ ଫିରିଙ୍ଗିଆ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ।  ଯୁବକଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ପ୍ରଥମେ ପୁଲବାଣୀ ଓ ପରେ ବ୍ରହ୍ମପୁର ବଡ଼ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା I ଘଟଣାକୁ ନେଇ ଆକ୍ରମଣର ଶିକାର ହୋଇଥିବା ଯୁବକ ଜଣକ ଫିରିଙ୍ଗିଆ ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ I ଅଭିଯୁକ୍ତ ଆଦିତ୍ୟ କହଁରଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ଥାନାଅଧିକାରୀ ଗୋପୀନାଥ ପ୍ରଧାନ ସୂଚନା ଦେଇଛନ୍ତି  I

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.