ପ୍ରମୂଖ ଖବର
  • ବଢିଲା ଭାରତ - ପାକିସ୍ତାନ ଯୁଦ୍ଧ ଭୟ, ବିଜୁ ପଟ୍ଟନାୟକ ଏୟାରପୋର୍ଟରେ ହାଇଆଲର୍ଟ ଜାରି
  • ||
  • ଚଣ୍ଡୀଗଡ଼ରେ ବାଜିଲା ଯୁଦ୍ଧ ସାଇରନ୍, ଲୋକଙ୍କୁ ଘର ଭିତରେ ରହିବାକୁ ଅନୁରୋଧ
  • ||
  • ସ୍ୱଦେଶ ବାହୁଡ଼ି ଯିବେ ବିଦେଶୀ ଖେଳାଳି, ଖୁବ୍‌ଶୀଘ୍ର ବଡ଼ ନିଷ୍ପତ୍ତି ନେଇପାରେ ବିସିସିଆଇ
  • ||
  • ଚଣ୍ଡୀଗଡ଼​‌ରେ ବାଜିଲା ସାଇରନ୍‌, ଏୟାରଫୋର୍ସ ଷ୍ଟେସନ୍‌କୁ ଓ୍ବାର୍ଣ୍ଣିଂ, ଲୋକଙ୍କୁ ଘରୁ ନବାହାରିବାକୁ ନିର୍ଦ୍ଦେଶ
  • ||
  • LOC ଏବଂ IBରେ କଡ଼ା ଜବାବ, ପାକିସ୍ତାନର ୫୦ରୁ ଉର୍ଦ୍ଧ୍ଵ ଡ୍ରୋନ୍ ଖସାଇଲା ଭାରତ
  • ||
  • ଶ୍ରୀକ୍ଷେତ୍ରରେ ବଢ଼ିଲା ସୁରକ୍ଷା ବ୍ୟବସ୍ଥା, ପୋଲିସ ଛାଉଣୀରେ ବଡ଼ଦେଉଳ
  • ||
  • ବରଯାତ୍ରୀ ବସ୍‌ - କଣ୍ଟେନର ଟ୍ରକ୍‌ ମୁହାଁମୁହିଁ ଧକ୍କା: ହେଲପର୍‌ ଗୁରୁତର, ୧୦ ରୁ ଉର୍ଦ୍ଧ୍ୱ ଆହତ
  • ||
  • ମୟୂରଭଞ୍ଜ : ବରଯାତ୍ରୀ ବସ୍‌ - କଣ୍ଟେନର ଟ୍ରକ୍‌ ମୁହାଁମୁହିଁ ଧକ୍କା: ହେଲପର୍‌ ଗୁରୁତର, ୧୦ ରୁ ଉର୍ଦ୍ଧ୍ୱ ଆହତ
  • ||
  • ଘୋର ଆର୍ଥିକ ସଂକଟରେ ପାକ୍‌ ଅର୍ଥନୀତି: ଆଜି ପାକ୍‌କୁ ଋଣ ପ୍ରଦାନ ନେଇ ସମୀକ୍ଷା କରିବ ଆଇଏମ୍‌ଏଫ, ଭାରତର ବିରୋଧ
  • ||
  • ଅମୃତସର ବାସିନ୍ଦାଙ୍କୁ ଘରେ ରହିବାକୁ ନିର୍ଦ୍ଦେଶ, ଝରକା ଠାରୁ ଦୂରରେ ଏବଂ ଲାଇଟ୍ ବନ୍ଦ ରଖିବାକୁ ନିର୍ଦ୍ଦେଶାବଳୀ ଜାରି
  • ||
  • ଭାରତୀୟ ସେନାକୁ ସଫଳତା , ଧରାପଡିଲା ପାକିସ୍ତାନୀ ପାଇଲଟ୍
  • ||
  • ସମୀକ୍ଷା କରିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, CDS ଏବଂ ୩ ସେନା ମୁଖ୍ୟଙ୍କ ସହ ଯୁଦ୍ଧ ସ୍ଥିତି ନେଇ କରିବେ ଆଲୋଚନା
  • ||
  • ଭାରତ-ପାକ୍ ଯୁଦ୍ଧ ନେଇ ସସପେନ୍ସ: ଆଇପିଏଲ୍‌ ଆୟୋଜନ ଉପରେ ହୋଇପାରେ ବଡ଼ ନିଷ୍ପତ୍ତି
  • ||
  • ବାଲେଶ୍ବର ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରେ ବଢ଼ିଲା ସୁରକ୍ଷା, ଅପରାହ୍ନ ୨ଟାରେ ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ
  • ||
  • ପାକିସ୍ତାନ ଉପରେ ଆକ୍ରମଣକୁ ନେଇ ବିସ୍ତୃତ ତଥ୍ୟ ଦେବ ବୈଦେଶିକ ମନ୍ତ୍ରଣାଳୟ,ସକାଳ ୯ଟାରେ ପ୍ରେସ ମିଟ୍
  • ||
  • ରାଜ୍ୟରେ ଆହୁରି ବଢ଼ିବ ଗରମ ପ୍ରକୋପ, ୧୦ରୁ ୧୪ ପ୍ରଚଣ୍ଡ ତାତି,ପଶ୍ଚିମରେ ହିଟ୍‌ୱେଭ୍‌, ଉପକୂଳରେ ଗୁଳୁଗୁଳି ଆଶଙ୍କା
  • ||

ମମତା କୁଲକର୍ଣ୍ଣି ମହାମଣ୍ଡଳେଶ୍ୱର ପଦରୁ ଦେଲେ ଇସ୍ତଫା, ସୋସିଆଲ ମିଡ଼ିଆରେ ପୋଷ୍ଟ କଲେ ଭିଡ଼ିଓ

Published By : Prameya | February 10, 2025 4:39 PM

ମୁମ୍ୱାଇ : ମମତା କୁଲକର୍ଣ୍ଣି ମହାମଣ୍ଡଳେଶ୍ୱରର ପଦରୁ ଇସ୍ତଫା ଦେଇ ସାରିଛନ୍ତି। ଏହି କଥାର ଘୋଷଣା କରି ସେ ନିଜେ ସୋସିଆଲ ମିଡ଼ିଆରେ ଭିଡ଼ିଓ ପୋଷ୍ଟ କରିଛନ୍ତି। ମମତା କୁଲକର୍ଣ୍ଣି କହିଛନ୍ତି , ମୁଁ ମହାମଣ୍ଡଳେଶ୍ୱର କହିଛନ୍ତି , ମୁଁ ମହାମଣ୍ଡଳେଶ୍ୱର , ୟାମାଇ ମମତା ନନ୍ଦଗିରି , ମୁଁ ଏହି ପଦରୁ ଇସ୍ତଫା ଦେଉଛି। ଆଜି କିନ୍ନର ଅଖାଡେ ବା ଦୁଇ ଅଖାଡେ ମଧ୍ୟରେ ଯାହା ମୋତେ ନେଇ, ମହାମଣ୍ଡଳେଶ୍ୱରର ଉପାଧି ଘୋଷିତ କରିବା ମଧ୍ୟରେ , ଯେଉଁ ଅସୁବିଧା ହେଉଛି ...ମୁଁ ଜଣେ ସାଧ୍ୱୀ ଥିଲି ୨୫ବର୍ଷରୁ ଓ ମୁଁ ସାଧ୍ୱୀ ହିଁ ରହିବି। ଏହି ମହାମଣ୍ଡଳେଶ୍ୱରର ମୋତେ ଯେଉଁ ସମ୍ମାନ ଦିଆ ଯାଇ ଥିଲା , ତାହା ଏକ ପ୍ରକାରର ସମ୍ମାନ , ଯେଉଁଥିରେ ଜଣେ ବ୍ୟକ୍ତି ଯିଏକି ୨୫ ବର୍ଷ ସ୍ୱିମିଂ କରିଛି ତାକୁ ଏହା କୁହାଯାଏ କି , ଆଜି ପରେ ଯେଉଁ ପିଲା ଆସିବେ , ତାଙ୍କୁ ସ୍ୱିମିଂର ଜ୍ଞାନ ଦେବା , କିନ୍ତୁ ଏହା କିଛି ଲୋକଙ୍କ ପାଇଁ ଆପତ୍ତିଜନକ ହୋଇଯାଇଛି। 

୨୫ ବର୍ଷ ପୂର୍ବେ ଛାଡ଼ି ଥିଲେ ବଲିଉଡ୍‌ –

ମମତା କହିଲେ, ବଲିଉଡ୍‌ ତ ମୁଁ ୨୫ ବର୍ଷ ପୂର୍ବେ ଛାଡ଼ି ଦେଇଥିଲି। ମୁଁ ନିଜକୁ ନିଜେ ଗାଏବ ରହିଥିଲି , ନୁହେଁତ ମେକଅପ୍‌ରୁ , ବଲିଉଡ୍‌ରୁ ଏତେ ଦୂରେଇ କିଏ ରହେ। ମୋର ଅନେକ ଜିନିଷ ଉପରେ ଲୋକଙ୍କର ପ୍ରତିକ୍ରିୟା ଅଛି କି, ମୁଁ ଏହା କାହିଁକି କରୁଛି। ତାହା କାହିଁକି କରୁଛି। ନାରାୟଣ ସର୍ବ ସମ୍ପନ୍ନ। ସେ ସବୁ ପ୍ରକାରର ଆଭୂଷଣ ପିନ୍ଧି, ଧାରଣ କରି ମହାଯୋଗୀ , ଭଗବାନ। କୌଣସି ଦେବୀ ଦେବତା ଆପଣ ଦେଖିବେ କୌଣସି ପ୍ରକାରର ଶୃଙ୍ଗାରରୁ କମ୍‌ ନୁହଁନ୍ତି ଏବଂ ମୋ ସାମ୍ନାରେ ସବୁ ଆସିଥିଲେ , ସବୁ ଏହି ଶୃଙ୍ଗାରରେ ଆସି ଥିଲେ। 

ମମତା କହିଛନ୍ତି , ମୁଁ ଦେଖିଲି କି, ମୋର ମହାମଣ୍ଡଳେଶ୍ୱର ହେବାର ବହୁ ଲୋକଙ୍କୁ ଅସୁବିଧା ହୋଇଥିଲା। ସେ ଶଙ୍କରାଚାର୍ଯ୍ୟ ହୁଅନ୍ତୁ ନା କାହିଁକି। କିଏ କହେ , ଜଣେ ଶକରାଚାର୍ଯ୍ୟ କହିଲେ କି ଏ ଯେଉଁ କିନ୍ନର ଅଖାଡେ ଅଛି , ତାଙ୍କ ମଧ୍ୟରେ ମମତା ଫସି ଯାଇଛନ୍ତି। ଏ ସବୁ କଥାକୁ ଶୁଣିବା ପରେ ମୁଁ କହୁଛି କି ମୋ ଗୁରୁ ଯାହାଙ୍କର ମାର୍ଗଦର୍ଶନରେ ମୁଁ ୨୫ ବର୍ଷ ଯାଏ ତପସ୍ୟା କରିଛି, ସେ ଶ୍ରୀ ଚୈତନ୍ୟ ଗଗନଗିରି ମହାରାଜ , ସେ ଜଣେ ମହାନ ସନ୍ଥ ଥିଲେ। ତାଙ୍କ ସମାନ ମୋତେ କେହି ନଜର ଆସୁ ନାହାନ୍ତି। ସମସ୍ତେ ପରସ୍ପର ମଧ୍ୟରେ ଝଗଡ଼ା କରୁଛନ୍ତି। ମୋ ଗୁରୁ ତ ଖୁବ୍‌ ଉଚ୍ଚରେ ଏବଂ ତାଙ୍କର ସାନିଧ୍ୟରେ ଆମେ ୨୫ ବର୍ଷ ଯାଏ ତପ କରିଛୁ। ମୋତେ କୌଣସି କୈଳାସକୁ ଯିବାର ଆବଶ୍ୟକ ନାହିଁ । ସାରା ବ୍ରହ୍ମାଣ୍ଡ ମୋ ସାମ୍ନାରେ ।  

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.