ପ୍ରମୂଖ ଖବର
  • ପାଣିକୋଇଲି : ଝରକା ଭାଙ୍ଗି ଲକ୍ଷାଧିକ ଟଙ୍କା ସହିତ ଅଳଙ୍କାର ଚୋରି, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଗଜପତି : ଧରାପଡ଼ିଲା ଅନ୍ତରାଜ୍ୟ ବାଇକ୍‌ ଚୋର, ୧୯ ବାଇକ୍ ଜବତ
  • ||
  • ବ୍ରହ୍ମପୁର : ନଡ଼ିଆ ଦୋକାନ ଉପରକୁ ମାଡିଗଲା କାର୍‌, ନଡ଼ିଆ ବିକାଳୀ ମୃତ
  • ||
  • ବାରିପଦା : ଘରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ପାରିବାରିକ କଳହରୁ ଆତ୍ମହତ୍ୟା କରିଥିବା ସନ୍ଦେହ
  • ||
  • ସାଲେପୁର : ଯୁବତୀଙ୍କୁ ବିବାହ ପ୍ରତିଶୃତି ଦେଇ ଯୁବକ ଗିରଫ
  • ||
  • ଦିନିକିଆ ଯାଜପୁର ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଶୁଣିଲେ ପ୍ରଧାନମନ୍ତ୍ରୀଙ୍କ ‘ମନ୍‌ କି ବାତ୍’
  • ||
  • ସୁବର୍ଣ୍ଣପୁର : ଭାରସାମ୍ୟ ହରାଇ ଘର ଭିତରକୁ ପଶିଲା କାର୍‌, ଅଳ୍ପକେ ବର୍ତ୍ତିଲେ ପରିବାର ଲୋକେ
  • ||
  • କେନ୍ଦୁଝର : ଦନ୍ତା ଆକ୍ରମଣରେ ବ୍ୟକ୍ତି ମୃତ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଦଶହରା ପୂର୍ବ ଆସିଲା ଖୁସି ଖବର, ଆସନ୍ତା ୯ ତାରିଖରେ ମହିଳାଙ୍କ ଖାତାକୁ ଯିବ 'ସୁଭଦ୍ରା' ଟଙ୍କା
  • ||
  • କୋଣାର୍କ : ମାଛ ଧରିବାକୁ ଯାଇ ମତ୍ସ୍ୟଜୀବୀଙ୍କ ମୃତ୍ୟୁ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ମାଲକାନଗିରି : ଆଇଇଡି ବିସ୍ଫୋରଣରେ ୫ ଯବାନ ଆହତ, ଚିକିତ୍ସା ପାଇଁ ବିଜାପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି
  • ||
  • ଭରତପୁର ଥାନାରେ ହଙ୍ଗାମା ମାମଲା: ଆଜି ଗୁଜରାଟ ଯିବେ ନିଲମ୍ବିତ ୫ ପୁଲିସ, ସମସ୍ତଙ୍କର ପଲିଗ୍ରାଫ ଟେଷ୍ଟ୍‌ କରାଇବ କ୍ରାଇମ୍‌ବ୍ରାଞ୍ଚ୍‌
  • ||
  • ମଧ୍ୟପ୍ରଦେଶରେ ବଡ଼ ଧରଣର ସଡ଼କ ଦୁର୍ଘଟଣା, ୯ଜଣଙ୍କ ମୃତ୍ୟୁ
  • ||
  • ଭୁବନ : ନାଳରେ ବୁଡି ଯୁବକଙ୍କ ମୃତ୍ୟୁ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଫରେଷ୍ଟରଙ୍କ ସୁଇସାଇଡ ନୋଟ ପାଇ ବି ବନ ବିଭାଗ ଓ ପୁଲିସ ନିରବ: ପତ୍ନୀ ବିଚଳିତ, ଶୁଦ୍ଧିକ୍ରିୟାରେ ଅଘଟଣ
  • ||
  • ଭୁବନେଶ୍ୱର : ଓଲଟିଲା କ୍ଷୀର ବୋଝେଇ କଣ୍ଟେନର, ୩ ଆହତ
  • ||
  • ମୌସୁମୀ ପ୍ରତ୍ୟାହାର ପ୍ରକ୍ରିୟା ଆରମ୍ଭ: ଏବେ ବି ୪ ଜିଲ୍ଲା ନିଅଣ୍ଟିଆ ବର୍ଷା, ଭଦ୍ରକରେ ସର୍ବାଧିକ ୨୬% ନିଅଣ୍ଟିଆ
  • ||
  • ଭୁବନେଶ୍ୱର : ଡ୍ରଙ୍କେନ୍ ଡ୍ରାଇଭ୍ ଚେକିଂ ବେଳେ କାରରୁ ମିଳିଲା ଟଙ୍କା; ଚାଳକ ଅଟକ, କାର୍ ଓ ଟଙ୍କା ଜବତ
  • ||

ମ୍ୟାଚ୍‌ ପିଛା ମିଳିବ ୭.୫ଲକ୍ଷ, ସିଜନର ସବୁ ଲିଗ୍‌ ମ୍ୟାଚ୍‌ ଖେଳିଲେ ୧.୦୫କୋଟି

ବେଙ୍ଗାଲୁରୁ, ୨୯/୯: ଆଗାମୀ  ଆଇପିଏଲ୍‌ ପାଇଁ ବିସିସିଆଇ ଏକ ଐତିହାସିକ  ପଦକ୍ଷେପ ନେଇଛି । ଆଇପିଏଲ୍‌ରେ ମଧ୍ୟ  ଖେଳାଳିମାନଙ୍କୁ ମ୍ୟାଚ୍‌ ପାଉଣା ଦେବା ପାଇଁ  ବିସିସିଆଇ ନିଷ୍ପତ୍ତି ନେଇଛି । ଆଇପିଏଲ୍‌ରେ  ମ୍ୟାଚ୍‌ ପିଛା ଖେଳାଳିଙ୍କୁ ୭.୫ଲକ୍ଷ ଟଙ୍କା ପ୍ରଦାନ  କରାଯିବ ବୋଲି ଆଜି ସମ୍ପାଦକ ଜୟ ଶାହ  ପ୍ରକାଶ କରିଛନ୍ତି । ଅର୍ଥାତ ଜଣେ ଖେଳାଳି  ସିଜନର ସମସ୍ତ ଲିଗ୍‌ ମ୍ୟାଚ୍‌ ଖେଳିଲେ  ବିସିସିଆଇ ଠାରୁ ମ୍ୟାଚ୍‌ ପାଉଣା ଭାବେ ୧.୦୫  କୋଟି ଟଙ୍କା ପାଇ ପାରିବେ ।  ଆଇପିଏଲ୍‌ରେ ଖେଳାଳିମାନେ  ଫ୍ରାଞ୍ଚାଇଜମାନଙ୍କ ଠାରୁ କେବଳ ଚୁକ୍ତି ବାବଦର  ଅର୍ଥ, ପ୍ଲେୟାର ଅଫ ଦ ମ୍ୟାଚ୍‌ ଓ ଅନ୍ୟାନ୍ୟ  ପୁରସ୍କାର ରାଶି ପାଉଥିଲେ । ଏଣିକି ଫ୍ରାଞ୍ଚାଇଜ୍‌ଙ୍କ  ଠାରୁ ଚୁକ୍ତି ଅର୍ଥ ସମେତ ବିସିସିଆଇ  ଠାରୁ ଅତିରିକ୍ତ ମ୍ୟାଚ୍‌ ପାଉଣା ହାସଲ  କରିପାରିବେ । ଆଇପିଏଲ୍‌ ଆରମ୍ଭ ହେବା  ପୂର୍ବରୁ ବିସିସିଆଇ ପ୍ରତ୍ୟେକ ଫ୍ରାଞ୍ଚାଇଜ୍‌କୁ  ଖେଳାଳିଙ୍କ ମ୍ୟାଚ ପାଉଣା ବାବଦରେ  ଆଗୁଆ ୧୨.୬୦କୋଟି ଟଙ୍କା ପ୍ରଦାନ କରିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.