ପ୍ରମୂଖ ଖବର
  • ଶ୍ରୀକ୍ଷେତ୍ରରେ ଡ୍ରିମ୍‌ଗାର୍ଲ୍, ଦେଶର ମଙ୍ଗଳ ପାଇଁ ମହାପ୍ରଭୁଙ୍କୁ କଲେ ପ୍ରାର୍ଥନା
  • ||
  • କଟକ : ସାଇକେଲ୍‌ ଆରୋହୀଙ୍କୁ ପଛପଟୁ ଧକ୍କା ଦେଲା ଟ୍ରକ୍‌, ଚାଲିଗଲା ଜୀବନ
  • ||
  • ଢେଙ୍କାନାଳ : ଟ୍ରକ୍ ଧକ୍କାରେ ଚାଲିଗଲା ଯୁବକଙ୍କ ଜୀବନ, କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକଙ୍କ ରାସ୍ତାରୋକ
  • ||

ମୁକୁଳା ଡ୍ରେନକୁ ନେଇ ଅଭିନବ ପ୍ରତିବାଦ

Published By : Prameya | March 14, 2025 4:52 PM

କଟକ, ୧୪/୩ : କଟକ ସହରର ମୁକୁଳା ଡ୍ରେନକୁ ନେଇ ଅଭିନବ ପ୍ରତିବାଦ । ମୁକୁଳା ଡ୍ରେନ ଭିତରେ ପଶି କଟକ ୫୩ନମ୍ବର ୱାର୍ଡ଼ର ସାମାଜିକ କର୍ମୀ ବ୍ୟୋମକେଶ କାନୁନଗୋ କରିଛନ୍ତି ଅଭିନବ ପ୍ରତିବାଦ। ବ୍ୟୋମକେଶ ମୁକୁଳା ଡ୍ରେନ ନେଇ ବାରମ୍ବାର ସିଏମସି   ରେ ଅଭିଯୋଗ କରିବା ପରେ ମୁକୁଳା ଡ୍ରେନ ସମସ୍ୟାର ସମାଧାନ ନ କରିବାରୁ ଏଭଳି ପ୍ରତିବାଦ କରିଥିବା କହିଛନ୍ତି। 

୨୦୨୨ମସିହାରୁ ଏଭଳି ସମସ୍ୟା ଥିଲେ ମଧ୍ୟ କିଛି ପଦକ୍ଷେପ ଗ୍ରହଣ କରାଯାଇନଥିବା ବ୍ୟୋମକେଶ ଅଭିଯୋଗ କରିଛନ୍ତି। ଗତ ୧୩ତାରିଖ ଯାଏଁ ସିଏମସିକୁ ବ୍ୟୋମକେଶ ଡେଡ୍ ଲାଇନ ଦେଇଥିଲେ । ହେଲେ ସିଏମସି ପଦକ୍ଷେପ ଗ୍ରହଣ ନ କରିବାରୁ ଆଜି ସେ ଏଭଳି ପ୍ରତିବାଦ କରିଥିବା କହିଛନ୍ତି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

ରାଜନୀତି

ମନୋରଞ୍ଜନ

Copyright © 2024 - Summa Real Media Private Limited. All Rights Reserved.