ପ୍ରମୂଖ ଖବର
  • ପାଣିକୋଇଲି : ଝରକା ଭାଙ୍ଗି ଲକ୍ଷାଧିକ ଟଙ୍କା ସହିତ ଅଳଙ୍କାର ଚୋରି, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଗଜପତି : ଧରାପଡ଼ିଲା ଅନ୍ତରାଜ୍ୟ ବାଇକ୍‌ ଚୋର, ୧୯ ବାଇକ୍ ଜବତ
  • ||
  • ବ୍ରହ୍ମପୁର : ନଡ଼ିଆ ଦୋକାନ ଉପରକୁ ମାଡିଗଲା କାର୍‌, ନଡ଼ିଆ ବିକାଳୀ ମୃତ
  • ||
  • ବାରିପଦା : ଘରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ପାରିବାରିକ କଳହରୁ ଆତ୍ମହତ୍ୟା କରିଥିବା ସନ୍ଦେହ
  • ||
  • ସାଲେପୁର : ଯୁବତୀଙ୍କୁ ବିବାହ ପ୍ରତିଶୃତି ଦେଇ ଯୁବକ ଗିରଫ
  • ||
  • ଦିନିକିଆ ଯାଜପୁର ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଶୁଣିଲେ ପ୍ରଧାନମନ୍ତ୍ରୀଙ୍କ ‘ମନ୍‌ କି ବାତ୍’
  • ||
  • ସୁବର୍ଣ୍ଣପୁର : ଭାରସାମ୍ୟ ହରାଇ ଘର ଭିତରକୁ ପଶିଲା କାର୍‌, ଅଳ୍ପକେ ବର୍ତ୍ତିଲେ ପରିବାର ଲୋକେ
  • ||
  • କେନ୍ଦୁଝର : ଦନ୍ତା ଆକ୍ରମଣରେ ବ୍ୟକ୍ତି ମୃତ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଦଶହରା ପୂର୍ବ ଆସିଲା ଖୁସି ଖବର, ଆସନ୍ତା ୯ ତାରିଖରେ ମହିଳାଙ୍କ ଖାତାକୁ ଯିବ 'ସୁଭଦ୍ରା' ଟଙ୍କା
  • ||
  • କୋଣାର୍କ : ମାଛ ଧରିବାକୁ ଯାଇ ମତ୍ସ୍ୟଜୀବୀଙ୍କ ମୃତ୍ୟୁ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ମାଲକାନଗିରି : ଆଇଇଡି ବିସ୍ଫୋରଣରେ ୫ ଯବାନ ଆହତ, ଚିକିତ୍ସା ପାଇଁ ବିଜାପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି
  • ||
  • ଭରତପୁର ଥାନାରେ ହଙ୍ଗାମା ମାମଲା: ଆଜି ଗୁଜରାଟ ଯିବେ ନିଲମ୍ବିତ ୫ ପୁଲିସ, ସମସ୍ତଙ୍କର ପଲିଗ୍ରାଫ ଟେଷ୍ଟ୍‌ କରାଇବ କ୍ରାଇମ୍‌ବ୍ରାଞ୍ଚ୍‌
  • ||
  • ମଧ୍ୟପ୍ରଦେଶରେ ବଡ଼ ଧରଣର ସଡ଼କ ଦୁର୍ଘଟଣା, ୯ଜଣଙ୍କ ମୃତ୍ୟୁ
  • ||
  • ଭୁବନ : ନାଳରେ ବୁଡି ଯୁବକଙ୍କ ମୃତ୍ୟୁ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଫରେଷ୍ଟରଙ୍କ ସୁଇସାଇଡ ନୋଟ ପାଇ ବି ବନ ବିଭାଗ ଓ ପୁଲିସ ନିରବ: ପତ୍ନୀ ବିଚଳିତ, ଶୁଦ୍ଧିକ୍ରିୟାରେ ଅଘଟଣ
  • ||
  • ଭୁବନେଶ୍ୱର : ଓଲଟିଲା କ୍ଷୀର ବୋଝେଇ କଣ୍ଟେନର, ୩ ଆହତ
  • ||
  • ମୌସୁମୀ ପ୍ରତ୍ୟାହାର ପ୍ରକ୍ରିୟା ଆରମ୍ଭ: ଏବେ ବି ୪ ଜିଲ୍ଲା ନିଅଣ୍ଟିଆ ବର୍ଷା, ଭଦ୍ରକରେ ସର୍ବାଧିକ ୨୬% ନିଅଣ୍ଟିଆ
  • ||
  • ଭୁବନେଶ୍ୱର : ଡ୍ରଙ୍କେନ୍ ଡ୍ରାଇଭ୍ ଚେକିଂ ବେଳେ କାରରୁ ମିଳିଲା ଟଙ୍କା; ଚାଳକ ଅଟକ, କାର୍ ଓ ଟଙ୍କା ଜବତ
  • ||

ବିଳମ୍ବରେ ଟ୍ରେନିଂ ପାଇଁ ପହଁଞ୍ଚିଲେ ଭାରତୀୟ ସୁଟର, ଦୁଇ ପଏଣ୍ଟ କଟିବା ପରେ ହରାଇଲେ ସ୍ବର୍ଣ୍ଣ ପଦକ

ନୂଆଦିଲ୍ଲୀ,୨୯।୯: ପେରୁର ଲିମାରେ ଚାଲିଥିବା ଆଇଏସଏସ୍ଏଫ୍ ଜୁନିଅର ସୁଟର ଚମ୍ପିଆନ୍‌ସିପ୍‌ରେ ଭାରତୀୟ   ଖେଳାଳିଙ୍କୁ ଜରିମାନା। ୧୦ ମିଟର ଏୟାର ପିସ୍ତଲ ଫାଇନାଲ ପାଇଁ ଅଭ୍ୟାସ ମ୍ୟାଚ୍‌ରେ ବିଳମ୍ବରେ ପହଁଞ୍ଚିବା ପାଇଁ ଦୁଇ ପଏଣ୍ଟର ଜରିମାନା ଲଗାଯାଇଥିଲା।   ଏହି କାରଣରୁ ଭାରତୀୟ ଖେଳାଳି ଜଣକ ଜିଣିପାରିନଥିଲେ ପଦକ। ଅନ୍ତର୍ଜାତୀୟ ସୁଟର ମହାସଂଘ(ଆଇଏସ୍‌ଏସ୍ଏଫ୍) ଶନିବାର ୨୦ ବର୍ଷୀୟ ସୁଟର ଉମେଶ ଚୌଧୁରିଙ୍କ ଉପରେ ନିୟମ ୬.୧୭.୨.୩ ଉଲଂଘନ ପାଇଁ ଦୁଇ ପଏଣ୍ଟ ଜରିମାନା ଲଗାଇଥିଲେ। ଏହାଦ୍ବାରା ଭାରତର ୬୦ ସଦସ୍ୟ ଦଳରେ ସାମିଲ କୋଚ୍ ଓ ସହାୟକ ଷ୍ଟାଫଙ୍କ ଭୂମିକା ଉପରେ ପ୍ରଶ୍ନ ଉଠିଛି।

ଫାଇନାରେ ଉମେଶ ନିଜର ପ୍ରଥମ ସଟ୍‌ରେ ଦୁଇ ପଏଣ୍ଟ କଟିବା ପରେ ୭.୪ ପଏଣ୍ଟ ମିଳିଥିଲା। ଭାରତୀୟ ରାଷ୍ଟ୍ରୀୟ ରାଇଫଲ ସଂଘ(ଏନ୍‌ଆରଏଆଇ)ର ସଚିବ ରାଜୀବ ଭାଟିଆଙ୍କୁ ଯେତେବେଳେ ଏନେଇ ପଚରା ଯାଇଥିଲା ସେ କହିଥିଲେ, ତାଙ୍କୁ ଏଭଳି ଘଟଣା ବିଷୟରେ କୌଣସି ସୂଚନା ନାହିଁ ଓ ଏହି ପ୍ରସଙ୍ଗ ଉପରେ ଟିପ୍ପଣୀ ଦେବାକୁ ଚାହାନ୍ତି ନାହିଁ। ଉମେଶ କ୍ବାଲିଫିକେସନ୍ ପର୍ଯ୍ୟାୟରେ ୫୯୦ ସ୍କୋର ସହ ତୃତୀୟ ସ୍ଥାନରେ ଥିଲେ ଓ ଯଦି ତାଙ୍କ ଉପରେ ଦୁଇ ପଏଣ୍ଟ ଜରିମାନା ଲାଗିନଥାନ୍ତା ତେବେଳ ସେ ୮ ଜଣ ସୁଟ୍‌ରଙ୍କ ଫାଇନାଲରେ ସ୍ବର୍ଣ୍ଣ ପଦକ ଜିତିପାରିଥାନ୍ତେ। ଜରିମାନା ଲଗାଯିବା କାରଣରୁ ଉମେଶ ଷଷ୍ଠ ସ୍ଥାନରେ ଥିଲେ।

ଭାଟିଆଙ୍କୁ ଯେତେବେଳେ କୁହାଯାଇଥିଲା ଜରିମାନାର ବିବରଣୀ ଆଇଏସଏସଏଫ୍‌ର ଓ୍ବେବସାଇଟ୍‌ରେ ଅଛି, ସେତେବେଳେ ସେ କହିଥିଲେ, ହୋଇପାରେ ସେ ଠିକ୍ ସମୟରେ ଅଭ୍ୟାସ କରିବାକୁ ପହଁଞ୍ଚି ପାରିନଥିଲେ। ମୁଁ ଜାଣିନି କାହିଁକି ଓ କେଉଁ କାରଣରୁ ସେଠାରେ ପହଁଞ୍ଚି ପାରିନଥିଲେ। ମୋତେ ସେଠାରେ ଥିବା ଅଧିକାରୀଙ୍କଠାରୁ ସୂଚନା ପାଇବାକୁ ପଡିବ। 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.