ପ୍ରମୂଖ ଖବର
  • ଯୁଦ୍ଧଗ୍ରସ୍ତ ଇରାନ୍‌ରୁ ଆର୍ମେନିଆରେ ପହଞ୍ଚିଲେ ୧୧୦ ଭାରତୀୟ, ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଆଡ୍‌ଭାଇଜରୀ ଜାରି
  • ||
  • ଗୋପାଳପୁର ବେଳାଭୂମିରେ ଗଣଦୁଷ୍କର୍ମ ଅଭିଯୋଗ, ସମସ୍ତ ୧୦ ଅଭିଯୁକ୍ତକୁ ଗିରଫ କଲା ପୁଲିସ
  • ||
  • କୋକସରା: ଦେପୁର ନିକଟରେ ଗଛରେ ପିଟି ହେଲା ବାଇକ, ଦୁଇ ମୃତ ଜଣେ ଗୁରୁତର
  • ||
  • ପ୍ରତିକୂଳ ପାଗ ପାଇଁ ୧୭ରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା, ଡାକବାଜି ଯନ୍ତ୍ରରେ କରାଗଲା ସତର୍କ
  • ||
  • ବଲାଙ୍ଗିର: ରାଜ୍ୟସ୍ତରୀୟ କୃଷକ ଶକ୍ତି ସମାବେଶରେ ସାମିଲ୍ ହେଲେ ମୁଖ୍ୟମନ୍ତ୍ରୀ, ସଫଳ ଚାଷୀଙ୍କୁ ସମ୍ବର୍ଦ୍ଧିତ କରାଯିବ
  • ||
  • ବଲାଙ୍ଗୀର ସହର ଭିତରେ ଦୁର୍ଘଟଣା, ଭାରସାମ୍ୟ ହରାଇ ରାସ୍ତାକଡ଼ ଦୋକାନକୁ ପଶିଗଲା କଣ୍ଟେନର
  • ||
  • ବସୁମତୀ ସ୍ନାନ ସହ ଶେଷ ହେଲା ରଜ, ୩ ଦିନର ବିଶ୍ରାମ ପରେ ଶୁଦ୍ଧ ସ୍ନାନ କଲେ ବସୁମାତା
  • ||
  • ଏୟାର ଇଣ୍ଡିଆ ବିମାନରେ ଯାନ୍ତ୍ରିକ ତ୍ରୁଟି; କୋଲକାତାରେ ଜରୁରୀ ଅବତରଣ
  • ||
  • ପରମାଣୁ ଅସ୍ତ୍ର ନେଇ ଇରାନ୍‌କୁ ଟ୍ରମ୍ପଙ୍କ କଡ଼ା ଚେତାବନୀ, କହିଲେ ତୁରନ୍ତ ତେହେରାନ୍ ଛାଡ଼, ଡ଼ାକିଲେ ବଡ଼ ବୈଠକ
  • ||
  • କାନାଡ଼ାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଆଜି ଓ କାଲି ଦୁଇ ଦିନ ଧରି G7 ସମିଟ୍‌ରେ ସାମିଲ ହେବେ
  • ||
  • ଅନବସରରେ ମହାପ୍ରଭୁ: ଫୁଲୁରି ତେଲ ଘଷା ହେବାରେ ଉପଶମ ହେଉଛନ୍ତି ଦାରୁବ୍ରହ୍ମ, ଆଜି ଓଷ ଲାଗି ନୀତି
  • ||
  • ଏବେ ବଡ଼ ବର୍ଷା ନାହିଁ: ଆଜି କିଛି ସ୍ଥାନରେ ବର୍ଷିବ, ୨୩ରୁ ପୁଣି ବଢ଼ିପାରେ, ତାପମାତ୍ରା ୨ରୁ ୪ ଡିଗ୍ରୀ କମିବା ସମ୍ଭାବନା
  • ||

ୟୁରୋପର ୪ ଦେଶ ସହ ଭାରତର ଫ୍ରି ଟ୍ରେଡ୍ ଏଗ୍ରୀମେଣ୍ଟ, ଜାଣନ୍ତୁ କ’ଣ ହେବ ଶସ୍ତା ?

Published By : Harapriya Biswal | June 10, 2025 4:03 PM

ନୂଆଦିଲ୍ଲୀ,୧୦।୬: ଭାରତ ପୂର୍ବରୁ ବ୍ରିଟେନ ସହିତ ମୁକ୍ତ ବାଣିଜ୍ୟ ଚୁକ୍ତିନାମା କରିଥିଲା। ଏବେ ଚାରୋଟି ୟୁରୋପୀୟ ଦେଶ ସହିତ ଫ୍ରି ଟ୍ରେଡ୍ ଏଗ୍ରିମେଣ୍ଟକୁ ଅନୁମୋଦନ କରିଛି। ମୁକ୍ତ ବାଣିଜ୍ୟ ଚୁକ୍ତି ସ୍ୱାକ୍ଷରିତ ଦେଶ ମଧ୍ୟରେ ସ୍ୱିଜରଲ୍ୟାଣ୍ଡ, ନରୱେ, ଆଇସଲ୍ୟାଣ୍ଡ ଏବଂ ଲିଚଟେଷ୍ଟାଇନ୍ ଅନ୍ତର୍ଭୁକ୍ତ। ଏହାଦ୍ବାରା କଷ୍ଟମ୍ ଡ୍ୟୁଟି ନଲାଗିବା ଫଳରେ ଅନେକ ସାମଗ୍ରୀ ଶସ୍ତା ହେବାର ଆଶା କରାଯାଉଛି।

ବ୍ରିଟେନ୍ ପରେ ଏବେ ୪ ୟୁରୋପୀୟ ଦେଶ ସହ ଭାରତ ମୁକ୍ତ ବାଣିଜ୍ୟ ଚୁକ୍ତିନାମା।  ଏହାଦ୍ବାରା ସୀମା ଶୁଳ୍କ ହଟିଯିବ। ଫଳରେ ସ୍ୱିସ୍ ଘଣ୍ଟା ଏବଂ ଚକୋଲେଟ୍ ଭଳି ଜିନିଷ ଶସ୍ତା ହୋଇଯିବ। ଏହା ସେପ୍ଟେମ୍ବର ମାସରୁ ସ୍ୱିଜରଲ୍ୟାଣ୍ଡ ଏବଂ ଅନ୍ୟ ଚାରୋଟି ୟୁରୋପୀୟ ଦେଶ ସହିତ କାର୍ଯ୍ୟକାରୀ ହେବ। ବର୍ତ୍ତମାନ, ଭାରତ ସ୍ୱିସ୍ ଚକୋଲେଟ୍ ଉପରେ ୩୦ ପ୍ରତିଶତ ଆମଦାନୀ ଶୁଳ୍କ ଆଦାୟ କରୁଛି। ଏହି ଏଗ୍ରିମେଣ୍ଟର ସବୁଠାରୁ ଅଧିକ ଲାଭ ହାଇଆଣ୍ଡ ଟେକ୍ନୋଲୋଜିକୁ ମିଳିପାରେ । ଏହି ଚୁକ୍ତିନାମା ମାଧ୍ୟମରେ, ଚାରୋଟି ୟୁରୋପୀୟ ଦେଶରୁ ଭାରତକୁ ୧୦୦ ବିଲିୟନ ଡଲାରରୁ ଅଧିକ ନିବେଶ ଆସିପାରିବ। ତା ଛଡା ଔଷଧ କମ୍ପାନୀଗୁଡ଼ିକରେ ମଧ୍ୟ ବଡ଼ ନିବେଶ ଆସିପାରେ ବୋଲି ବିଶ୍ୱାସ କରାଯାଉଛି। 

ୟୁରୋପର ଏହି ୪ ଦେଶର ସହ ଏଗ୍ରିମେଣ୍ଟ ପରେ ୯୦% କଷ୍ଟମ ଡ୍ୟୁଟି ହଟିଯିବ। ଏହାର ସବୁଠାରୁ ବଡ଼ ସୁବିଧା ମଧ୍ୟରୁ ଗୋଟିଏ ହେବ ଯେ ଭାରତ ସେହି ଦେଶଗୁଡ଼ିକ ପାଇଁ ବଜାରରେ ନିବେଶ କରିବା ପାଇଁ ଏକ ବଡ଼ ସୁଯୋଗ ହେବ। ତେବେ ଏହି ଚୁକ୍ତିରେ କୃଷକଙ୍କ ଲାଭକୁ ବିଶେଷ ଭାବରେ ଧ୍ୟାନରେ ରଖାଯାଇଛି।  ଫ୍ରି ଟ୍ରେଡ୍ ଏଗ୍ରିମେଣ୍ଟ ପରେ ଦେଶ ଦେଶ ଭିତରେ ହେଉଥିବା ବାଣିଜ୍ୟ ଆହୁରି ସହଜ ହେବ। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.