ପ୍ରମୂଖ ଖବର
  • ପାଣିକୋଇଲି : ଝରକା ଭାଙ୍ଗି ଲକ୍ଷାଧିକ ଟଙ୍କା ସହିତ ଅଳଙ୍କାର ଚୋରି, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଗଜପତି : ଧରାପଡ଼ିଲା ଅନ୍ତରାଜ୍ୟ ବାଇକ୍‌ ଚୋର, ୧୯ ବାଇକ୍ ଜବତ
  • ||
  • ବ୍ରହ୍ମପୁର : ନଡ଼ିଆ ଦୋକାନ ଉପରକୁ ମାଡିଗଲା କାର୍‌, ନଡ଼ିଆ ବିକାଳୀ ମୃତ
  • ||
  • ବାରିପଦା : ଘରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ପାରିବାରିକ କଳହରୁ ଆତ୍ମହତ୍ୟା କରିଥିବା ସନ୍ଦେହ
  • ||
  • ସାଲେପୁର : ଯୁବତୀଙ୍କୁ ବିବାହ ପ୍ରତିଶୃତି ଦେଇ ଯୁବକ ଗିରଫ
  • ||
  • ଦିନିକିଆ ଯାଜପୁର ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଶୁଣିଲେ ପ୍ରଧାନମନ୍ତ୍ରୀଙ୍କ ‘ମନ୍‌ କି ବାତ୍’
  • ||
  • ସୁବର୍ଣ୍ଣପୁର : ଭାରସାମ୍ୟ ହରାଇ ଘର ଭିତରକୁ ପଶିଲା କାର୍‌, ଅଳ୍ପକେ ବର୍ତ୍ତିଲେ ପରିବାର ଲୋକେ
  • ||
  • କେନ୍ଦୁଝର : ଦନ୍ତା ଆକ୍ରମଣରେ ବ୍ୟକ୍ତି ମୃତ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଦଶହରା ପୂର୍ବ ଆସିଲା ଖୁସି ଖବର, ଆସନ୍ତା ୯ ତାରିଖରେ ମହିଳାଙ୍କ ଖାତାକୁ ଯିବ 'ସୁଭଦ୍ରା' ଟଙ୍କା
  • ||
  • କୋଣାର୍କ : ମାଛ ଧରିବାକୁ ଯାଇ ମତ୍ସ୍ୟଜୀବୀଙ୍କ ମୃତ୍ୟୁ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ମାଲକାନଗିରି : ଆଇଇଡି ବିସ୍ଫୋରଣରେ ୫ ଯବାନ ଆହତ, ଚିକିତ୍ସା ପାଇଁ ବିଜାପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି
  • ||
  • ଭରତପୁର ଥାନାରେ ହଙ୍ଗାମା ମାମଲା: ଆଜି ଗୁଜରାଟ ଯିବେ ନିଲମ୍ବିତ ୫ ପୁଲିସ, ସମସ୍ତଙ୍କର ପଲିଗ୍ରାଫ ଟେଷ୍ଟ୍‌ କରାଇବ କ୍ରାଇମ୍‌ବ୍ରାଞ୍ଚ୍‌
  • ||
  • ମଧ୍ୟପ୍ରଦେଶରେ ବଡ଼ ଧରଣର ସଡ଼କ ଦୁର୍ଘଟଣା, ୯ଜଣଙ୍କ ମୃତ୍ୟୁ
  • ||
  • ଭୁବନ : ନାଳରେ ବୁଡି ଯୁବକଙ୍କ ମୃତ୍ୟୁ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଫରେଷ୍ଟରଙ୍କ ସୁଇସାଇଡ ନୋଟ ପାଇ ବି ବନ ବିଭାଗ ଓ ପୁଲିସ ନିରବ: ପତ୍ନୀ ବିଚଳିତ, ଶୁଦ୍ଧିକ୍ରିୟାରେ ଅଘଟଣ
  • ||
  • ଭୁବନେଶ୍ୱର : ଓଲଟିଲା କ୍ଷୀର ବୋଝେଇ କଣ୍ଟେନର, ୩ ଆହତ
  • ||
  • ମୌସୁମୀ ପ୍ରତ୍ୟାହାର ପ୍ରକ୍ରିୟା ଆରମ୍ଭ: ଏବେ ବି ୪ ଜିଲ୍ଲା ନିଅଣ୍ଟିଆ ବର୍ଷା, ଭଦ୍ରକରେ ସର୍ବାଧିକ ୨୬% ନିଅଣ୍ଟିଆ
  • ||
  • ଭୁବନେଶ୍ୱର : ଡ୍ରଙ୍କେନ୍ ଡ୍ରାଇଭ୍ ଚେକିଂ ବେଳେ କାରରୁ ମିଳିଲା ଟଙ୍କା; ଚାଳକ ଅଟକ, କାର୍ ଓ ଟଙ୍କା ଜବତ
  • ||

ହ୍ବାଟ୍ସଅପ ଉପରେ ପୋଲିସର ଆକ୍ସନ, ମାମଲା ରୁଜୁ

ନୂଆଦିଲ୍ଲୀ, ୨୯/୯ : ହ୍ବାଟ୍ସଅପ ଏକ ଲୋକପ୍ରିୟ ମେସେଜିଂ ଆପ୍ ଅଟେ । ଏହାର ବ୍ୟବହାର ଭାରତରେ କୋଟି କୋଟି ଲୋକ କରିଥାନ୍ତି । ନିକଟରେ ସାଇବର ଠକମାନେ ଏହି ପ୍ଲାଟଫର୍ମର ବ୍ୟବହାର କରି କେତେକ ଲୋକଙ୍କ ଆକାଉଣ୍ଟକୁ ଖାଲି କରି ଦେଇଥିଲେ । ଏଭଳି ସ୍ଥଳେ ଯେତେବେ‌ଳେ ହରିୟାଣାର ଗୁରୁଗ୍ରାମ ପୋଲିସ ହ୍ବାଟ୍ସଅପକୁ ସୂଚନା ମାଗିଥିଲା ତ ସେ ଦେଇନଥିଲା । ଏହାପରେ ଗୁରୁଗ୍ରାମ ପୋଲିସ ସୂଚନା ନ ଦେବାକୁ ନେଇ ହ୍ବାଟ୍ସଅପ ନିର୍ଦେଶକ ଏବଂ ନୋଡାଲ ଅଧିକାରୀଙ୍କ ଉପରେ ମାମଲା ରୁଜୁ କରିଛି ।

ପୋଲିସ ସୂଚନା ଅନୁସାରେ ଏକ ସମ୍ବେଦନଶୀଳ ମାମଲାର ଯାଞ୍ଚ ସମୟରେ ଗୁରୁଗ୍ରାମ ପୋଲିସ ୧୭ଜୁଲାରେ ହ୍ବାଟ୍ସଅପର ଇମେଲ ମାଧ୍ୟମରେ ନୋଟିସ ପଠାଇଥିଲେ ଏବଂ ସୂଚନା ମାଗିଥିଲେ । ଇଷ୍ଟେଟ ମେସେଜିଂ ଆପ ବି କୌଣସି ସୂଚନା ଦେଇନଥିଲା ଏବଂ ଅବୈଧ ଭାବେ ଆପତ୍ତି କରିଛନ୍ତି ।

୨୫ଜୁଲାଇରେ ପୁଣି ଥରେ ସମ୍ପୂର୍ଣ୍ଣ ବିବରଣୀ ମୋବାଇଲ ନମ୍ବରର ଜରୁରୀ ସୂଚନା ମଗାଯାଇଥିଲା । ଏହାପରେ ୨୮ଅଗଷ୍ଟ ପର୍ଯ୍ୟନ୍ତ ମେଟାର ଏହି ଆପ୍‌ ପୋଲିସକୁ କୌଣସି ସୂଚନା ଦେଇନଥିଲା । କେତେକ ଥର ଅନୁରୋଧ କରିବା ପରେ ବି ହ୍ବାଟ୍ସଅପ ତରଫରୁ ପୋଲିସକୁ କୌଣସି ସୂଚନା ଦିଆଯାଇନାହିଁ । ଏହାପରେ ପୋଲିସ ଶନିବାର ଗୁରୁଗ୍ରାମର ସାଇବର କ୍ରାଇମ ଇଷ୍ଟ ପୋଲିସ ଷ୍ଟେଶନରେ ହ୍ବାଟ୍ସଅପର ନିର୍ଦେଶକ ଏବଂ ନୋଡାଲ ଅଧିକାରୀଙ୍କ ବିପକ୍ଷରେ ଧାରା ୨୨୩(ଏ), ୨୪୧, ୨୪୯(ସି), ବିଏନଏସ ଏବଂ ସୂଚନା ଅଧିନିୟମ ଅନୁସାରେ ମାମଲା ରୁଜୁ କରାଯାଇଛି ।

ପୋଲିସ କହିଛି କି ଦେଶରେ ବର୍ତ୍ତମାନର ଆଇନ ମାଧ୍ୟମରେ ହ୍ବାଟ୍ସଅପ ଜରୁରୀ ସୂଚନା ଦେବା ଲାଗି ଆଇନଗତ ଭାବେ ବାଧ୍ୟ ହେବା ପରେ ବି ହ୍ବାଟ୍ସଅପ ମ୍ୟାନେଜମେଣ୍ଟ ସୂଚନା ଦେଇନଥିଲା ଏବଂ ଆଇନଗତ ନିର୍ଦେଶର ଉଲ୍ଲଂଘନ କରିଛି ।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.