ପ୍ରମୂଖ ଖବର
  • ଆଇପିଏଲ୍‌କୁ ନେଇ ବିସିସିଆଇ ବଡ଼ ନିଷ୍ପତ୍ତି..ଭାରତ- ପାକ୍ ଯୁଦ୍ଧ ସ୍ଥିତି ପରେ ଅଧାରୁ IPL ଟୁର୍ଣ୍ଣାମେଣ୍ଟ ସ୍ଥଗିତ
  • ||
  • ଶିମିଳିପାଳ ପାଦ ଦେଶରୁ ତିନି ଶିକାରୀ ଗିରଫ, ୩ ବନ୍ଧୁକ ଜବତ
  • ||
  • ବଢୁଛି ଭାରତ-ପାକିସ୍ତାନ ଉତ୍ତେଜନା, ସ୍ଥଳପଥ ପରେ ଜଳପଥରେ ବି ହାଇଆଲର୍ଟ ଜାରି
  • ||
  • ବଢିଲା ଭାରତ - ପାକିସ୍ତାନ ଯୁଦ୍ଧ ଭୟ, ବିଜୁ ପଟ୍ଟନାୟକ ଏୟାରପୋର୍ଟରେ ହାଇଆଲର୍ଟ ଜାରି
  • ||
  • ଚଣ୍ଡୀଗଡ଼ରେ ବାଜିଲା ଯୁଦ୍ଧ ସାଇରନ୍, ଲୋକଙ୍କୁ ଘର ଭିତରେ ରହିବାକୁ ଅନୁରୋଧ
  • ||
  • ସ୍ୱଦେଶ ବାହୁଡ଼ି ଯିବେ ବିଦେଶୀ ଖେଳାଳି, ଖୁବ୍‌ଶୀଘ୍ର ବଡ଼ ନିଷ୍ପତ୍ତି ନେଇପାରେ ବିସିସିଆଇ
  • ||
  • ଚଣ୍ଡୀଗଡ଼​‌ରେ ବାଜିଲା ସାଇରନ୍‌, ଏୟାରଫୋର୍ସ ଷ୍ଟେସନ୍‌କୁ ଓ୍ବାର୍ଣ୍ଣିଂ, ଲୋକଙ୍କୁ ଘରୁ ନବାହାରିବାକୁ ନିର୍ଦ୍ଦେଶ
  • ||
  • LOC ଏବଂ IBରେ କଡ଼ା ଜବାବ, ପାକିସ୍ତାନର ୫୦ରୁ ଉର୍ଦ୍ଧ୍ଵ ଡ୍ରୋନ୍ ଖସାଇଲା ଭାରତ
  • ||
  • ଶ୍ରୀକ୍ଷେତ୍ରରେ ବଢ଼ିଲା ସୁରକ୍ଷା ବ୍ୟବସ୍ଥା, ପୋଲିସ ଛାଉଣୀରେ ବଡ଼ଦେଉଳ
  • ||
  • ବରଯାତ୍ରୀ ବସ୍‌ - କଣ୍ଟେନର ଟ୍ରକ୍‌ ମୁହାଁମୁହିଁ ଧକ୍କା: ହେଲପର୍‌ ଗୁରୁତର, ୧୦ ରୁ ଉର୍ଦ୍ଧ୍ୱ ଆହତ
  • ||
  • ମୟୂରଭଞ୍ଜ : ବରଯାତ୍ରୀ ବସ୍‌ - କଣ୍ଟେନର ଟ୍ରକ୍‌ ମୁହାଁମୁହିଁ ଧକ୍କା: ହେଲପର୍‌ ଗୁରୁତର, ୧୦ ରୁ ଉର୍ଦ୍ଧ୍ୱ ଆହତ
  • ||
  • ଘୋର ଆର୍ଥିକ ସଂକଟରେ ପାକ୍‌ ଅର୍ଥନୀତି: ଆଜି ପାକ୍‌କୁ ଋଣ ପ୍ରଦାନ ନେଇ ସମୀକ୍ଷା କରିବ ଆଇଏମ୍‌ଏଫ, ଭାରତର ବିରୋଧ
  • ||
  • ଅମୃତସର ବାସିନ୍ଦାଙ୍କୁ ଘରେ ରହିବାକୁ ନିର୍ଦ୍ଦେଶ, ଝରକା ଠାରୁ ଦୂରରେ ଏବଂ ଲାଇଟ୍ ବନ୍ଦ ରଖିବାକୁ ନିର୍ଦ୍ଦେଶାବଳୀ ଜାରି
  • ||
  • ଭାରତୀୟ ସେନାକୁ ସଫଳତା , ଧରାପଡିଲା ପାକିସ୍ତାନୀ ପାଇଲଟ୍
  • ||
  • ସମୀକ୍ଷା କରିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, CDS ଏବଂ ୩ ସେନା ମୁଖ୍ୟଙ୍କ ସହ ଯୁଦ୍ଧ ସ୍ଥିତି ନେଇ କରିବେ ଆଲୋଚନା
  • ||
  • ଭାରତ-ପାକ୍ ଯୁଦ୍ଧ ନେଇ ସସପେନ୍ସ: ଆଇପିଏଲ୍‌ ଆୟୋଜନ ଉପରେ ହୋଇପାରେ ବଡ଼ ନିଷ୍ପତ୍ତି
  • ||
  • ବାଲେଶ୍ବର ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରେ ବଢ଼ିଲା ସୁରକ୍ଷା, ଅପରାହ୍ନ ୨ଟାରେ ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ
  • ||
  • ପାକିସ୍ତାନ ଉପରେ ଆକ୍ରମଣକୁ ନେଇ ବିସ୍ତୃତ ତଥ୍ୟ ଦେବ ବୈଦେଶିକ ମନ୍ତ୍ରଣାଳୟ,ସକାଳ ୯ଟାରେ ପ୍ରେସ ମିଟ୍
  • ||
  • ରାଜ୍ୟରେ ଆହୁରି ବଢ଼ିବ ଗରମ ପ୍ରକୋପ, ୧୦ରୁ ୧୪ ପ୍ରଚଣ୍ଡ ତାତି,ପଶ୍ଚିମରେ ହିଟ୍‌ୱେଭ୍‌, ଉପକୂଳରେ ଗୁଳୁଗୁଳି ଆଶଙ୍କା
  • ||

ଇଅରଫୋନ୍ ବ୍ୟବହାର କରୁଥିଲେ ସାବଧାନ୍ ; ଗାଇଡଲାଇନ ଜାରି କଲା ସ୍ବାସ୍ଥ୍ୟ ମନ୍ତ୍ରଣାଳୟ

Published By : Ankita S | March 3, 2025 8:00 AM

ନୂଆଦିଲ୍ଲୀ,୦୩/୦୩: ଅନେକ ସମୟରେ ଦେଖିବାକୁ ମିଳେ କିଛି ବ୍ୟକ୍ତି ୨୪ ଘଣ୍ଟାରୁ ଅତିବେଶୀରେ ୧୨ ଘଣ୍ଟା ହାତରେ ଫୋନ୍ ଧରିଥାନ୍ତି । ଘଣ୍ଟା ଘଣ୍ଟା ଧରି ଫୋନ ଟିପୁଥିବେ । ତା ସହ କାନରେ ହେଡଫୋନ୍ , ଇଅରଫୋନ୍ ଓ ଇଅରପ୍ଲଗ ଲଗାଇଥାନ୍ତି । ଏମିତି କରୁଥିଲେ ହୋଇଯାଆନ୍ତୁ ସାବଧାନ । ଏପରି କରିବା ଦ୍ବାରା ହରାଇପାରନ୍ତି ଶ୍ରବଣଶକ୍ତି । ବଧିର କରିଦେବ ଇଅରଫୋନ୍ । ଏ ନେଇ ସତର୍କତା ଜାରି କରିଛି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ।

ଜାରି ହୋଇଥିବା ଗାଇଡଲାଇନ ଅନୁସାରେ, ହେଡଫୋନର ଭଲ୍ୟୁମ ୫୦ ଡେସିବଲରୁ ଅଧିକ ହେବା ଉଚିତ୍ ନୁହେଁ । ଶୁଣିବା ସମୟ ବି ୨ ଘଣ୍ଟାରୁ ଅଧିକ ହେବା କଥା ନୁହେଁ । କମ୍ ଭଲ୍ୟୁମର ଅଡିଓ କିମ୍ବା ପ୍ରଦୂଷଣ ମୁକ୍ତ ହେଡଫୋନ୍ ବ୍ୟବହାର କରିବାକୁ ପରାମର୍ଶ ଦିଆଯାଇଛି । ହାଇ ଭଲ୍ୟୁମରେ ଶୁଣିଲେ 'ଟାଇନିଟସ୍' ବା କାନରେ ସବୁବେଳେ ଗୁଣୁଗୁଣ ଶଦ୍ଦ ଶୁଭିବା ଭଳି ସମସ୍ୟା ଦେଖାଦେଇପାରେ । ଏହି ସମସ୍ୟା ସହ ଅବସାଦ ସମେତ ମାନସିକ ସମସ୍ୟା ଦେଖା ଦେବାର ଆଶଙ୍କା ରହିଛି ।

ଟେକ୍ନୋଲୋଜି ଆଗଉଛି । ଯୁବପିଢିଙ୍କ ମଧ୍ୟରେ ଅଡିଓ ଡିଭାଇସର ଆଦୃତ ବଢିବାରେ ଲାଗିଛି । ହେଲେ ଏହା ମାତ୍ରାଧିକ ବ୍ୟବହାର କ୍ଷତି ପହଞ୍ଚାଇପାରେ । ଅତ୍ୟଧିକ ଇଅରଫୋନ୍ ବ୍ୟବହାର କରିବା ଦ୍ବାରା ଶ୍ରବଣ ଶକ୍ତି କମି ଯାଇପାରେ । ଏହାକୁ ଗୁରୁତର ସହ ନେଇ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ନିର୍ଦ୍ଦେଶନାମା ଜାରି କରିଛି ।

-ଆବଶ୍ୟକ ନଥିଲେ ନର୍ମାଲ ଭଲ୍ୟୁମର ଇଅରଫୋନ ଓ ହେଡଫୋନ୍ ବ୍ୟବହାର କରନ୍ତୁ ।

- ଯେତେ ସମ୍ଭବ କମ ଭଲ୍ୟୁମର ଇଅରଫୋନ୍ ୟୁସ କରନ୍ତୁ । ଭଲ୍ୟୁମ୍ ୫୦ ଡେସିବେଲ ଭିତରେ ରହିବା ଦରକାର ।

-୨ ଘଣ୍ଟାରୁ ଅଧିକ ସମୟ କାନରେ ଲଗାନ୍ତୁ ନାହିଁ ।

-ପିଲାଙ୍କୁ ଅନଲାଇନ ଗେମ୍ ସେଥିରେ ବ୍ୟବହାର ହେଉଥିବା ଲାଇଡ୍ ଇମ୍ପଲସିବ ସାଉଣ୍ଡରୁ ଦୂରେଇ ରଖନ୍ତୁ ।

- ନଏଜ କ୍ୟାନସଲିଙ୍ଗ ହେଡଫୋନ୍ ଲଗାନ୍ତୁ ।

-ଇଭେଣ୍ଚ ଅର୍ଗାନାଇଜର ଭେନ୍ୟୁରେ ସାଉଣ୍ଡ ଲେଭଲ ୧୦୦ ଡେସିବେଲରୁ କମ୍ ରଖନ୍ତୁ । 





Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.