ପ୍ରମୂଖ ଖବର
  • ଅପରେସନ ‘ସିନ୍ଦୂର’କୁ ନେଇ ଆସିପାରେ ବଡ଼ ସୂଚନା, ଅପରାହ୍ନ ୫ଟା ୩୦ରେ MEA ପ୍ରେସ୍‌ବ୍ରିଫ୍
  • ||
  • ମହଜୁଦ ଅଛି ଆବଶ୍ୟକୀୟ ଇନ୍ଧନ, ଆତଙ୍କିତ ନହେବାକୁ IOCLର ପରାମର୍ଶ
  • ||
  • ସୀମାବର୍ତ୍ତୀ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ କଥାହେଲେ ପ୍ରଧାନମନ୍ତ୍ରୀ, ଗୁଜୁରାଟ, ପଞ୍ଜାବ, ରାଜସ୍ଥାନ ସିଏମ୍‌ଙ୍କ ସହ ଆଲୋଚନା
  • ||
  • ଆଇପିଏଲ୍‌କୁ ନେଇ ବିସିସିଆଇ ବଡ଼ ନିଷ୍ପତ୍ତି..ଭାରତ- ପାକ୍ ଯୁଦ୍ଧ ସ୍ଥିତି ପରେ ଅଧାରୁ IPL ଟୁର୍ଣ୍ଣାମେଣ୍ଟ ସ୍ଥଗିତ
  • ||
  • ଶିମିଳିପାଳ ପାଦ ଦେଶରୁ ତିନି ଶିକାରୀ ଗିରଫ, ୩ ବନ୍ଧୁକ ଜବତ
  • ||
  • ବଢୁଛି ଭାରତ-ପାକିସ୍ତାନ ଉତ୍ତେଜନା, ସ୍ଥଳପଥ ପରେ ଜଳପଥରେ ବି ହାଇଆଲର୍ଟ ଜାରି
  • ||
  • ବଢିଲା ଭାରତ - ପାକିସ୍ତାନ ଯୁଦ୍ଧ ଭୟ, ବିଜୁ ପଟ୍ଟନାୟକ ଏୟାରପୋର୍ଟରେ ହାଇଆଲର୍ଟ ଜାରି
  • ||
  • ଚଣ୍ଡୀଗଡ଼ରେ ବାଜିଲା ଯୁଦ୍ଧ ସାଇରନ୍, ଲୋକଙ୍କୁ ଘର ଭିତରେ ରହିବାକୁ ଅନୁରୋଧ
  • ||
  • ସ୍ୱଦେଶ ବାହୁଡ଼ି ଯିବେ ବିଦେଶୀ ଖେଳାଳି, ଖୁବ୍‌ଶୀଘ୍ର ବଡ଼ ନିଷ୍ପତ୍ତି ନେଇପାରେ ବିସିସିଆଇ
  • ||
  • ଚଣ୍ଡୀଗଡ଼​‌ରେ ବାଜିଲା ସାଇରନ୍‌, ଏୟାରଫୋର୍ସ ଷ୍ଟେସନ୍‌କୁ ଓ୍ବାର୍ଣ୍ଣିଂ, ଲୋକଙ୍କୁ ଘରୁ ନବାହାରିବାକୁ ନିର୍ଦ୍ଦେଶ
  • ||
  • LOC ଏବଂ IBରେ କଡ଼ା ଜବାବ, ପାକିସ୍ତାନର ୫୦ରୁ ଉର୍ଦ୍ଧ୍ଵ ଡ୍ରୋନ୍ ଖସାଇଲା ଭାରତ
  • ||
  • ଶ୍ରୀକ୍ଷେତ୍ରରେ ବଢ଼ିଲା ସୁରକ୍ଷା ବ୍ୟବସ୍ଥା, ପୋଲିସ ଛାଉଣୀରେ ବଡ଼ଦେଉଳ
  • ||
  • ବରଯାତ୍ରୀ ବସ୍‌ - କଣ୍ଟେନର ଟ୍ରକ୍‌ ମୁହାଁମୁହିଁ ଧକ୍କା: ହେଲପର୍‌ ଗୁରୁତର, ୧୦ ରୁ ଉର୍ଦ୍ଧ୍ୱ ଆହତ
  • ||
  • ମୟୂରଭଞ୍ଜ : ବରଯାତ୍ରୀ ବସ୍‌ - କଣ୍ଟେନର ଟ୍ରକ୍‌ ମୁହାଁମୁହିଁ ଧକ୍କା: ହେଲପର୍‌ ଗୁରୁତର, ୧୦ ରୁ ଉର୍ଦ୍ଧ୍ୱ ଆହତ
  • ||
  • ଘୋର ଆର୍ଥିକ ସଂକଟରେ ପାକ୍‌ ଅର୍ଥନୀତି: ଆଜି ପାକ୍‌କୁ ଋଣ ପ୍ରଦାନ ନେଇ ସମୀକ୍ଷା କରିବ ଆଇଏମ୍‌ଏଫ, ଭାରତର ବିରୋଧ
  • ||
  • ଅମୃତସର ବାସିନ୍ଦାଙ୍କୁ ଘରେ ରହିବାକୁ ନିର୍ଦ୍ଦେଶ, ଝରକା ଠାରୁ ଦୂରରେ ଏବଂ ଲାଇଟ୍ ବନ୍ଦ ରଖିବାକୁ ନିର୍ଦ୍ଦେଶାବଳୀ ଜାରି
  • ||
  • ଭାରତୀୟ ସେନାକୁ ସଫଳତା , ଧରାପଡିଲା ପାକିସ୍ତାନୀ ପାଇଲଟ୍
  • ||
  • ସମୀକ୍ଷା କରିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, CDS ଏବଂ ୩ ସେନା ମୁଖ୍ୟଙ୍କ ସହ ଯୁଦ୍ଧ ସ୍ଥିତି ନେଇ କରିବେ ଆଲୋଚନା
  • ||
  • ଭାରତ-ପାକ୍ ଯୁଦ୍ଧ ନେଇ ସସପେନ୍ସ: ଆଇପିଏଲ୍‌ ଆୟୋଜନ ଉପରେ ହୋଇପାରେ ବଡ଼ ନିଷ୍ପତ୍ତି
  • ||
  • ବାଲେଶ୍ବର ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରେ ବଢ଼ିଲା ସୁରକ୍ଷା, ଅପରାହ୍ନ ୨ଟାରେ ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ
  • ||
  • ପାକିସ୍ତାନ ଉପରେ ଆକ୍ରମଣକୁ ନେଇ ବିସ୍ତୃତ ତଥ୍ୟ ଦେବ ବୈଦେଶିକ ମନ୍ତ୍ରଣାଳୟ,ସକାଳ ୯ଟାରେ ପ୍ରେସ ମିଟ୍
  • ||
  • ରାଜ୍ୟରେ ଆହୁରି ବଢ଼ିବ ଗରମ ପ୍ରକୋପ, ୧୦ରୁ ୧୪ ପ୍ରଚଣ୍ଡ ତାତି,ପଶ୍ଚିମରେ ହିଟ୍‌ୱେଭ୍‌, ଉପକୂଳରେ ଗୁଳୁଗୁଳି ଆଶଙ୍କା
  • ||

ଖଣ୍ଡଗିରି ଯାତ୍ରା ମହାକୁମ୍ଭ : ଆଜି ମଞ୍ଚ ଛାଡ଼ିବେ ୫ ଅପେରା, ଦ୍ୱିତୀୟ ପର୍ଯ୍ୟାୟ ଲଢ଼େଇରେ ସାମିଲ ହେବେ ଆଉ ୫

Published By : Prameya | February 11, 2025 8:21 AM

ଭୁବନେଶ୍ୱର,୧୧/୦୨ : ଖଣ୍ଡଗିରି ଯାତ୍ରା ମହାକୁମ୍ଭର ପଞ୍ଚମ ରଜନୀରେ ୬ଟି ଅପେରା ପାର୍ଟି ରିପିଟ୍‌ ନାଟକ ପରିବେଷଣ କରିଛନ୍ତି। ‘ପୃଥ୍ୱୀରାଜ’ ଶନିବାର ମଞ୍ଚ ଛାଡ଼ିବା ପରେ ସେହି ମଞ୍ଚରେ ନାଟ୍ୟ ସମ୍ରାଟ ତୁଳସୀ ଗଣନାଟ୍ୟ ରବିବାର ମଞ୍ଚସ୍ଥ କରିଥିଲା ନାଟକ ‘ଜହ୍ନ ରାତିର ଝଡ଼’ । ସୋମବାର ବି ସେହି ନାଟକ ରିପିଟ୍‌ ହୋଇଛି । ତୁଳସୀ ଗଣନାଟ୍ୟ ସହିତ ‘ଯାଜ୍ଞସେନୀ’, ‘ବିଶ୍ୱ ଦରବାର’, ‘ଶିବାନୀ’ ‘ଦୁର୍ଗା ମନ୍ଦିର’ ଓ ‘ସୂର୍ଯ୍ୟ ମନ୍ଦିର’ ମୋଟ୍‌ ୫ଟି ପାର୍ଟି ମଙ୍ଗଳବାର ମଞ୍ଚରୁ ବିଦାୟ ନେବେ। ତେବେ କେବଳ ‘ତୁଳସୀ’ ଗଣନାଟ୍ୟ ଶେଷଦିନ ଅର୍ଥାତ ୧୭ ତାରିଖ ପର୍ଯ୍ୟନ୍ତ ମଞ୍ଚରେ ରହିବ ବୋଲି ଜଣାପଡିଛି । 

ପ୍ରଥମ ପର୍ଯ୍ୟାୟର ଏହି ଯାତ୍ରାନୁଷ୍ଠାନ ଗୁଡିକ ଶେଷ ରାତିରେ ସେହି ରିପିଟ୍‌ ନାଟକ କରି ବିଦାୟ ନେବାକୁ ଥିବା ବେଳେ କେବଳ ‘ବିଶ୍ୱ ଦରବାର’ ତା’ର ନାଟକ ପରିବର୍ତ୍ତନ କରିବ ବୋଲି ଘୋଷଣା କରିଛି । ପାର୍ଟି ମଙ୍ଗଳବାର ମଞ୍ଚସ୍ଥ କରିବ ଅନୁସନ୍ଧାନମୂଳକ ନାଟକ ‘ସବୁ ଜାଣିଛି ଚନ୍ଦ୍ରସେଣା’ । ଲରେନ୍ସ ବେହେରା, ସଞ୍ଜୟ ଭୋଳ ଓ ଦୟାଙ୍କ ଚମତ୍କାର ଅଭିନୟ ନାଟକଟିରେ ରୋମାଞ୍ଚ ଭରିଦେଇଛି । ମଙ୍ଗଳବାର ଏହିସବୁ ଅପେରା ପାର୍ଟି ବିଦାୟ ନେବା ପରେ ବୁଧବାରଠାରୁ ‘ରଙ୍ଗ ମହଲ’, ‘କୋଣାର୍କ’, ‘ସ୍ୱପ୍ନ ମହଲ’ ‘ସ୍ୱର୍ଣ୍ଣ ମହଲ’ ଓ ‘ସିଂହବାହିନୀ’ ଦ୍ୱିତୀୟ ପର୍ଯ୍ୟାୟ ଲଢ଼େଇରେ ସାମିଲହେବେ।

ଆଜିର ନାଟକ-

ମହତାବ ପେଣ୍ଡାଲ-‘ଜହ୍ନ ରାତିର ଝଡ଼’ (ତୁଳସୀ)

ଘାଟିକିଆ ସନାତନ ପେଣ୍ଡାଲ-‘ହାଇଦର୍‌’ (ସୂର୍ଯ୍ୟମନ୍ଦିର)

ଜାଗମରା ଇନ୍ଦିରା ମଣ୍ଡପ-‘ହାଃ କୃଷ୍ଣ ବୋଲି ଯାଉ ଜୀବ’(ଶିବାନୀ)

ଜାଗମରା ମା’ ମଙ୍ଗଳା ମଣ୍ଡପ-‘ସ୍ୱାମୀ ଖୋଜିବାକୁ ସ୍ୱର୍ଗକୁ ଯିବି’(ଦୁର୍ଗା ମନ୍ଦିର)

ଜୟଦୁର୍ଗା ମଣ୍ଡପ-‘ସବୁ ଜାଣିଛି ଚନ୍ଦ୍ରସେଣା’(ବିଶ୍ୱ ଦରବାର)

ବାବା ନୀଳକଣ୍ଠେଶ୍ୱର ମଣ୍ଡପ-‘ପାଞ୍ଚ ପତିରେ ମୁଁ ସତୀ’(ଯାଜ୍ଞସେନୀ)

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.