ପ୍ରମୂଖ ଖବର
  • ଅପରେସନ ‘ସିନ୍ଦୂର’କୁ ନେଇ ଆସିପାରେ ବଡ଼ ସୂଚନା, ଅପରାହ୍ନ ୫ଟା ୩୦ରେ MEA ପ୍ରେସ୍‌ବ୍ରିଫ୍
  • ||
  • ମହଜୁଦ ଅଛି ଆବଶ୍ୟକୀୟ ଇନ୍ଧନ, ଆତଙ୍କିତ ନହେବାକୁ IOCLର ପରାମର୍ଶ
  • ||
  • ସୀମାବର୍ତ୍ତୀ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ କଥାହେଲେ ପ୍ରଧାନମନ୍ତ୍ରୀ, ଗୁଜୁରାଟ, ପଞ୍ଜାବ, ରାଜସ୍ଥାନ ସିଏମ୍‌ଙ୍କ ସହ ଆଲୋଚନା
  • ||
  • ଆଇପିଏଲ୍‌କୁ ନେଇ ବିସିସିଆଇ ବଡ଼ ନିଷ୍ପତ୍ତି..ଭାରତ- ପାକ୍ ଯୁଦ୍ଧ ସ୍ଥିତି ପରେ ଅଧାରୁ IPL ଟୁର୍ଣ୍ଣାମେଣ୍ଟ ସ୍ଥଗିତ
  • ||
  • ଶିମିଳିପାଳ ପାଦ ଦେଶରୁ ତିନି ଶିକାରୀ ଗିରଫ, ୩ ବନ୍ଧୁକ ଜବତ
  • ||
  • ବଢୁଛି ଭାରତ-ପାକିସ୍ତାନ ଉତ୍ତେଜନା, ସ୍ଥଳପଥ ପରେ ଜଳପଥରେ ବି ହାଇଆଲର୍ଟ ଜାରି
  • ||
  • ବଢିଲା ଭାରତ - ପାକିସ୍ତାନ ଯୁଦ୍ଧ ଭୟ, ବିଜୁ ପଟ୍ଟନାୟକ ଏୟାରପୋର୍ଟରେ ହାଇଆଲର୍ଟ ଜାରି
  • ||
  • ଚଣ୍ଡୀଗଡ଼ରେ ବାଜିଲା ଯୁଦ୍ଧ ସାଇରନ୍, ଲୋକଙ୍କୁ ଘର ଭିତରେ ରହିବାକୁ ଅନୁରୋଧ
  • ||
  • ସ୍ୱଦେଶ ବାହୁଡ଼ି ଯିବେ ବିଦେଶୀ ଖେଳାଳି, ଖୁବ୍‌ଶୀଘ୍ର ବଡ଼ ନିଷ୍ପତ୍ତି ନେଇପାରେ ବିସିସିଆଇ
  • ||
  • ଚଣ୍ଡୀଗଡ଼​‌ରେ ବାଜିଲା ସାଇରନ୍‌, ଏୟାରଫୋର୍ସ ଷ୍ଟେସନ୍‌କୁ ଓ୍ବାର୍ଣ୍ଣିଂ, ଲୋକଙ୍କୁ ଘରୁ ନବାହାରିବାକୁ ନିର୍ଦ୍ଦେଶ
  • ||
  • LOC ଏବଂ IBରେ କଡ଼ା ଜବାବ, ପାକିସ୍ତାନର ୫୦ରୁ ଉର୍ଦ୍ଧ୍ଵ ଡ୍ରୋନ୍ ଖସାଇଲା ଭାରତ
  • ||
  • ଶ୍ରୀକ୍ଷେତ୍ରରେ ବଢ଼ିଲା ସୁରକ୍ଷା ବ୍ୟବସ୍ଥା, ପୋଲିସ ଛାଉଣୀରେ ବଡ଼ଦେଉଳ
  • ||
  • ବରଯାତ୍ରୀ ବସ୍‌ - କଣ୍ଟେନର ଟ୍ରକ୍‌ ମୁହାଁମୁହିଁ ଧକ୍କା: ହେଲପର୍‌ ଗୁରୁତର, ୧୦ ରୁ ଉର୍ଦ୍ଧ୍ୱ ଆହତ
  • ||
  • ମୟୂରଭଞ୍ଜ : ବରଯାତ୍ରୀ ବସ୍‌ - କଣ୍ଟେନର ଟ୍ରକ୍‌ ମୁହାଁମୁହିଁ ଧକ୍କା: ହେଲପର୍‌ ଗୁରୁତର, ୧୦ ରୁ ଉର୍ଦ୍ଧ୍ୱ ଆହତ
  • ||
  • ଘୋର ଆର୍ଥିକ ସଂକଟରେ ପାକ୍‌ ଅର୍ଥନୀତି: ଆଜି ପାକ୍‌କୁ ଋଣ ପ୍ରଦାନ ନେଇ ସମୀକ୍ଷା କରିବ ଆଇଏମ୍‌ଏଫ, ଭାରତର ବିରୋଧ
  • ||
  • ଅମୃତସର ବାସିନ୍ଦାଙ୍କୁ ଘରେ ରହିବାକୁ ନିର୍ଦ୍ଦେଶ, ଝରକା ଠାରୁ ଦୂରରେ ଏବଂ ଲାଇଟ୍ ବନ୍ଦ ରଖିବାକୁ ନିର୍ଦ୍ଦେଶାବଳୀ ଜାରି
  • ||
  • ଭାରତୀୟ ସେନାକୁ ସଫଳତା , ଧରାପଡିଲା ପାକିସ୍ତାନୀ ପାଇଲଟ୍
  • ||
  • ସମୀକ୍ଷା କରିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, CDS ଏବଂ ୩ ସେନା ମୁଖ୍ୟଙ୍କ ସହ ଯୁଦ୍ଧ ସ୍ଥିତି ନେଇ କରିବେ ଆଲୋଚନା
  • ||
  • ଭାରତ-ପାକ୍ ଯୁଦ୍ଧ ନେଇ ସସପେନ୍ସ: ଆଇପିଏଲ୍‌ ଆୟୋଜନ ଉପରେ ହୋଇପାରେ ବଡ଼ ନିଷ୍ପତ୍ତି
  • ||
  • ବାଲେଶ୍ବର ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରେ ବଢ଼ିଲା ସୁରକ୍ଷା, ଅପରାହ୍ନ ୨ଟାରେ ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ
  • ||
  • ପାକିସ୍ତାନ ଉପରେ ଆକ୍ରମଣକୁ ନେଇ ବିସ୍ତୃତ ତଥ୍ୟ ଦେବ ବୈଦେଶିକ ମନ୍ତ୍ରଣାଳୟ,ସକାଳ ୯ଟାରେ ପ୍ରେସ ମିଟ୍
  • ||
  • ରାଜ୍ୟରେ ଆହୁରି ବଢ଼ିବ ଗରମ ପ୍ରକୋପ, ୧୦ରୁ ୧୪ ପ୍ରଚଣ୍ଡ ତାତି,ପଶ୍ଚିମରେ ହିଟ୍‌ୱେଭ୍‌, ଉପକୂଳରେ ଗୁଳୁଗୁଳି ଆଶଙ୍କା
  • ||

ଲୋ ବ୍ଲଡ୍ ପ୍ରେସରର ବ୍ୟକ୍ତି କରି ପାରିବେ ଏହି ୪ ଏକ୍ସରସାଇଜ୍, ଜାଣନ୍ତୁ ବ୍ୟାୟାମ କେତେ ଉପକାରୀ

Published By : Prameya | February 4, 2025 9:44 PM

ନୂଆଦିଲ୍ଲୀ : କିଛି ଲୋକଙ୍କ ବ୍ଲଡ୍‌ ପ୍ରେସର ଏତେ କମ୍ ରହେ ଯେ, ତାଙ୍କୁ କେବେ ବି ଚକ୍କର ଆସି ଯାଏ ଏବଂ ଅନେକ ଥର ବେହୋସର ସମସ୍ୟା ମଧ୍ୟ ହୋଇ ପାରେ। ଏହା ଏକ ଏମିତି ସମସ୍ୟା, ଯାହାର କୌଣସି ନିୟମିତ ଔଷଧ ନାହିଁ। ଏହାକୁ ମ୍ୟାନେଜ୍‌ କରିବାକୁ ଅଧିକାଂଶ ଲୋକ ଘରୋଇ ଉପଚାରର ସାହାଯ୍ୟ ନେଇଥାନ୍ତି। ଅନ୍ୟପଟେ ଯେଉଁ ଲୋକଙ୍କ ବିପି କମ୍‌ ରହିଥାଏ, ସେମାନେ ଏକ୍ସରସାଇଜ୍‌ କରିବାରୁ ନିବୃତ୍ତ ରୁହନ୍ତି। ଏହା ଭୁଲ, କାରଣ ଏକ୍ସରସାଇଜ୍‌ କଲେ ଲୋ ବିପି ସମସ୍ୟାରେ ଉପକାର ମିଳେ। ଏକ୍ସରସାଇଜ୍‌ କରିବା ଦ୍ୱାରା ଶରୀରରେ ବ୍ଲଡ୍‌ ସର୍କୁଲେସନ ଭଲ ହୁଏ ଏବଂ ଆପଣ ଅଧିକ ଏନର୍ଜେଟିକ ଓ ଆକ୍ଟିଭ୍ ଫିଲ୍‌ କରନ୍ତି। ଜାଣନ୍ତୁ କେଉଁ ଏକ୍ସସାଇଜ୍‌ କରିବା ଦ୍ୱାରା ଲାଭ ମିଳି ପାରେ।

ୱାକିଂ -  ପାଦରେ ଚାଲିବା ସବୁଠୁ ଭଲ। ଏହା ବ୍ଲଡ୍‌ ଫ୍ଲୋରେ ସୁଧାର ଆଣିଥାଏ ଏବଂ ଶରୀରକୁ ଆକ୍ଟିଭ୍‌ ରଖିଥାଏ। ଯଦି ଆପଣ ୱାକ୍‌ କରିବା ଆରମ୍ଭ କରନ୍ତି ତ ପ୍ରଥେ ୫ରୁ ୧୦ମିନିଟ୍‌ ଯାଏ ଚାଲନ୍ତୁ। ଏହାପରେ ଧିରେ ଧିରେ ବଢାନ୍ତୁ। 

ନର୍ମାଲ ସ୍କ୍ୱେଟ୍ସ –ଏରୋବିକ୍‌ ଆକ୍ଟିଭିଟି ରକ୍ତ ଓ ଅକ୍ସିଜେନ ଫ୍ଲୋ ପାଇଁ ଫଳପ୍ରଦ ହୋଇଥାଏ । ଚକ୍କର ଆସିବା ଦ୍ୱାରା ବ୍ୟକ୍ତି ନିଜ ଶରୀରକୁ ସାହାର ଦେବାକୁ ଚୌକି ସହ ସ୍କ୍ୱାଟର ଅଭ୍ୟାସ କରି ପାରନ୍ତି । ଆରମ୍ଭରେ ୧୫ରୁ ୨୦ ଥର ଏମିତି କରନ୍ତୁ ଏବଂ ପୁଣି ଧିରେ ଧିରେ ବଢାନ୍ତୁ। 

ଲେଗ୍‌ ରେଜ୍‌ – ଲେଗ୍‌ ରେଜ୍‌ କରିବା ସମୟରେ ଆପଣ ଶୋଇ ନିଜର ପାଦକୁ ଉପରକୁ ଉଠାନ୍ତି , ଯେଉଁଥିରେ ବ୍ଲଡ ସର୍କୁଲେସନ ଭଲ ହୋଇ ଥାଏ ଏବଂ ବ୍ଲଡ ପ୍ରେସର ଭଲ ହୋଇପାରେ। ଏହାକୁ କରିବା ଦ୍ୱାରା କୋର ମସଲ୍ସକୁ ଆକ୍ଟିଭ୍‌ କରିବାରେ ସାହାଯ୍ୟ ମିଳେ ଏବଂ ବ୍ଲଡ୍‌ ସର୍କୁଲେସନ ଭଲ ହୁଏ। ଆରମ୍ଭରେ ୧୦ରୁ ୧୫ଥର କରନ୍ତୁ।

ପୁଶ୍‌ ଅପ୍‌ – ପୁଶ୍‌ ଅପ୍‌ ହାତ ଓ ପାଦର ମାଂସପେଶୀ ଗୁଡ଼ିକୁ ମଜବୁତ୍ କରିବାର ଏକ ଭଲ ଉପାୟ। ଲୋ ବ୍ଲଡ୍‌ ପ୍ରେସରଥିବା ବ୍ୟକ୍ତିଙ୍କ ପାଇଁ ଏହା ଭଲ ଏକ୍ସରସାଇଜ୍‌ ହୋଇପାରେ, ଯାହା ପେଟର ଚର୍ବି ଓ ମୋଟାପାକୁ ହ୍ରାସ କରିବାରେ ସାହାଯ୍ୟ କରିଥାଏ। ହାର୍ମୋନାଲ ଅସନ୍ତୁଳନତାର କାରଣରୁ ମଧ୍ୟ ବ୍ଲଡ୍‌ ପ୍ରେସରର ତଳ ଉପର ହୋଇପାରେ। ଏଥିରେ ଏକ୍ସରସାଇଜ୍‌ ହାର୍ମୋନାଲ ସନ୍ତୁଳନରେ ସାହାଯ୍ୟ କରିପାରନ୍ତି।

ଲୋ ବ୍ଲଡ୍‌ ପ୍ରେସରରେ ଏକ୍ସରସାଇଜ୍‌ କେମିତି ଫଳପ୍ରଦ –

ଏକ୍ସରସାଇଡ୍‌ ବ୍ଲଡ୍‌ ଫ୍ଲୋରେ ସୁଧାର କରିବା ଓ ହାଇପୋଟେନ୍ସନର ଚିକିତ୍ସା କରିବାରେ ସାହାଯ୍ୟ କରେ। ଏକ୍ସରସାଇଜ୍‌ ଓ ଯୋଗ ଭଳି ଶାରୀରିକ ଆକ୍ଟିଭିଟି ହାର୍ଟର ମାଂସପେଶୀକୁ ମଜବୁତ କରି ଥାଏ ଏବଂ ବ୍ଲଡକୁ ଭଲରେ ପମ୍ପ କରିବାରେ ସାହାଯ୍ୟ କରିଥାଏ, ଯେଉଁଥିରେ ଲୋ ବ୍ଲଡ୍‌ ପ୍ରେସରର ଲେବଲ ବଢିଥାଏ।

(ବିଶେଷ ସୂଚନା : ଏହି ଆର୍ଟିକଲ କେବଳ ସୂଚନାତ୍ମକ ଉଦ୍ଦେଶ୍ୟ ପାଇଁ ଏବଂ ଡାକ୍ତରଙ୍କ ପରାମର୍ଶର ବିକଳ୍ପ ନୁହେଁ । କୌଣସି ଚିକିତ୍ସା ବିଷୟରେ ପ୍ରଥମେ ଡାକ୍ତରଙ୍କ ପରାମର୍ଶ ନିଅନ୍ତି । )

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.