ପ୍ରମୂଖ ଖବର
  • ଚଣ୍ଡୀଗଡ଼​‌ରେ ବାଜିଲା ସାଇରନ୍‌, ଏୟାରଫୋର୍ସ ଷ୍ଟେସନ୍‌କୁ ଓ୍ବାର୍ଣ୍ଣିଂ, ଲୋକଙ୍କୁ ଘରୁ ନବାହାରିବାକୁ ନିର୍ଦ୍ଦେଶ
  • ||
  • LOC ଏବଂ IBରେ କଡ଼ା ଜବାବ, ପାକିସ୍ତାନର ୫୦ରୁ ଉର୍ଦ୍ଧ୍ଵ ଡ୍ରୋନ୍ ଖସାଇଲା ଭାରତ
  • ||
  • ଶ୍ରୀକ୍ଷେତ୍ରରେ ବଢ଼ିଲା ସୁରକ୍ଷା ବ୍ୟବସ୍ଥା, ପୋଲିସ ଛାଉଣୀରେ ବଡ଼ଦେଉଳ
  • ||
  • ବରଯାତ୍ରୀ ବସ୍‌ - କଣ୍ଟେନର ଟ୍ରକ୍‌ ମୁହାଁମୁହିଁ ଧକ୍କା: ହେଲପର୍‌ ଗୁରୁତର, ୧୦ ରୁ ଉର୍ଦ୍ଧ୍ୱ ଆହତ
  • ||
  • ମୟୂରଭଞ୍ଜ : ବରଯାତ୍ରୀ ବସ୍‌ - କଣ୍ଟେନର ଟ୍ରକ୍‌ ମୁହାଁମୁହିଁ ଧକ୍କା: ହେଲପର୍‌ ଗୁରୁତର, ୧୦ ରୁ ଉର୍ଦ୍ଧ୍ୱ ଆହତ
  • ||
  • ଘୋର ଆର୍ଥିକ ସଂକଟରେ ପାକ୍‌ ଅର୍ଥନୀତି: ଆଜି ପାକ୍‌କୁ ଋଣ ପ୍ରଦାନ ନେଇ ସମୀକ୍ଷା କରିବ ଆଇଏମ୍‌ଏଫ, ଭାରତର ବିରୋଧ
  • ||
  • ଅମୃତସର ବାସିନ୍ଦାଙ୍କୁ ଘରେ ରହିବାକୁ ନିର୍ଦ୍ଦେଶ, ଝରକା ଠାରୁ ଦୂରରେ ଏବଂ ଲାଇଟ୍ ବନ୍ଦ ରଖିବାକୁ ନିର୍ଦ୍ଦେଶାବଳୀ ଜାରି
  • ||
  • ଭାରତୀୟ ସେନାକୁ ସଫଳତା , ଧରାପଡିଲା ପାକିସ୍ତାନୀ ପାଇଲଟ୍
  • ||
  • ସମୀକ୍ଷା କରିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, CDS ଏବଂ ୩ ସେନା ମୁଖ୍ୟଙ୍କ ସହ ଯୁଦ୍ଧ ସ୍ଥିତି ନେଇ କରିବେ ଆଲୋଚନା
  • ||
  • ଭାରତ-ପାକ୍ ଯୁଦ୍ଧ ନେଇ ସସପେନ୍ସ: ଆଇପିଏଲ୍‌ ଆୟୋଜନ ଉପରେ ହୋଇପାରେ ବଡ଼ ନିଷ୍ପତ୍ତି
  • ||
  • ବାଲେଶ୍ବର ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରେ ବଢ଼ିଲା ସୁରକ୍ଷା, ଅପରାହ୍ନ ୨ଟାରେ ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ
  • ||
  • ପାକିସ୍ତାନ ଉପରେ ଆକ୍ରମଣକୁ ନେଇ ବିସ୍ତୃତ ତଥ୍ୟ ଦେବ ବୈଦେଶିକ ମନ୍ତ୍ରଣାଳୟ,ସକାଳ ୯ଟାରେ ପ୍ରେସ ମିଟ୍
  • ||
  • ରାଜ୍ୟରେ ଆହୁରି ବଢ଼ିବ ଗରମ ପ୍ରକୋପ, ୧୦ରୁ ୧୪ ପ୍ରଚଣ୍ଡ ତାତି,ପଶ୍ଚିମରେ ହିଟ୍‌ୱେଭ୍‌, ଉପକୂଳରେ ଗୁଳୁଗୁଳି ଆଶଙ୍କା
  • ||

ଦୁନିଆର ସବୁଠୁ ସ୍ମାର୍ଟ AI Grok 3 ଲଞ୍ଚ; DeepSeekକୁ ଦେବ ଟକ୍କର 

Published By : Ankita S | February 18, 2025 1:37 PM

ନୂଆଦିଲ୍ଲୀ,୧୮/୦୨: ଆସିଗଲା ଦୁନିଆର ସବୁଠୁ ସ୍ମାର୍ଟ AI । ଚାଇନାର DeepSeekକୁ ଦେବ ଟକ୍କର ।  ଏଲନ ମସ୍କଙ୍କ ଏଆଇ କମ୍ପାନୀ xAI ତାର ନୂଆ ଚାର୍ଟବଟ୍- Grok 3 ଲଞ୍ଚ କରିଛି । ଚାଇନା ଡିପସେକ V3, ଏବଂ ଚାର୍ଟଜିପିଟି ୪୦କୁ ଟକ୍କର ଦେବ Grok 3 । ଅନ୍ୟ ଟାର୍ଟବଟଠୁ ଏହା କୋଡିଙ୍ଗ ଓ ଗଣିତର ଉନ୍ନତ ହେବ । ଜାଣନ୍ତୁ କଣ ରହିଛି ବିଶେଷତ୍ବ । 

ଏମାନଙ୍କୁ ମିଳିବ ଆକ୍ସେସ୍- Grok 3କୁ ସର୍ବପ୍ରଥମେ ଏକ୍ସର ପ୍ରିମିୟର ପ୍ଲସ୍ ସବସ୍କ୍ରିପିସନ ୟୁଜର ଆକ୍ସେସ୍ କରିପାରିବେ । ଏଆଇର ଅନ୍ୟ ଫିଚର ନେଇ ୟୁଜର୍ସଙ୍କୁ superGrok ସବସ୍କ୍ରିପିସନ ନେବାକୁ ପଡିବ । ଏହାର ମାସିକ ଚାର୍ଜ ୩୦ ଡଲାର (ପାଖାପାଖି ୨୬୦୦ ଟଙ୍କା) ଏବଂ ବର୍ଷକୁ ୩୦୦ ଡଲାର (ପାଖାପାଖି ୨୬ ହଜାର) ଲାଗିବ । superGrok ୟୁଜରଙ୍କୁ ଆଡିସନାଲ ରିଜନିଙ୍ଗ ଏବଂ Deepsearch ସହ ଅନଲିମିଟେଡ ଇମେଜ ଜେନରେସନର ଅଫର କରିଥାଏ ।

ପ୍ରଥମେ ଫ୍ୟାକ୍ଟ ଚେକ୍- Grok 3 ରିଜନିଙ୍ଗ ମାମଲାରେ ତାର ଏଆଇ ୦୩-ମିନି ଏବଂ ଚୀନର ଡିପସିକ ଆର୧ରୁ ଟକ୍କକ ଦେବ । ଏ ନେଇ କମ୍ପାନୀ Grok 3ରେ ଦୁଇ ପରିବର୍ତ୍ତନ କରିଛି । Grok 3 ରିଜନିଙ୍ଗ ଏବଂ Grok 3 ମିନି ରିଜନିଙ୍ଗ ପ୍ରଦାନ କରୁଛି । ଖାସ୍ କଥା ଏହା ରହିଛି କି Grok 3 ରିଜନିଙ୍ଗ ମଡେଲ ରେଜଲ୍ଟ ଦେବା ପୂର୍ବରୁ ପ୍ରଥମେ ଫ୍ୟାକ୍ଟ ଚେକ୍ କରିବ । 

ଅଧିକ ପଢନ୍ତୁ...ଅମିତ୍ ଶାହଙ୍କ ବଡ଼ ଆକ୍ସନ; ୮୦୫ ଆପ୍, ୩ ହଜାର ୨୬୬ଟି ୱେବସାଇଟକୁ ବ୍ୟାନ କଲେ ଭାରତ ସରକାର

ମସ୍କ କହିଲେ GPT-40ରୁ ଉନ୍ନତ-  xAI ଦାବି କରିଛି କି Grok 3  ଏଆଇଏମଇ ସମେତ ଅନ୍ୟ ଅନ୍ୟ ବେଞ୍ଜମାର୍କରେ ମଧ୍ୟ GPT-40କୁ ମାତ ଦେବ । Grok 3ର ପ୍ରଥମ ମଡେଲ ଚାର୍ଟବଟ ଏରିନାରେ ଭଲ ରେଜଲ୍ଟ ଦେଇଥିଲା । ସାଇନ୍ସ, କୋଡିଙ୍ଗ ଓ ଗଣିତରେ ଉନ୍ନତ ପ୍ରଦର୍ଶନ କରିବ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.