ଭୁବନେଶ୍ୱର,୨୯/୦୯: ଦିନିକିଆ ଯାଜପୁର ଗସ୍ତରେ ଯାଇଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଯାଜପୁରର ବଡ଼ଚଣାଠାରେ ପ୍ରଧାନମନ୍ତ୍ରୀଙ୍କ ‘ମନ୍ କି ବାତ୍’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସେଠାରେ ପହଞ୍ଚି ‘ମନ୍ କି ବାତ୍’ କାର୍ଯ୍ୟକ୍ରମରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ । ଉକ୍ତ କାର୍ଯକ୍ରମରେ ଯାଜପୁର ସାଂସଦ ଏବଂ ବିଜେପି ବିଧାୟକ ମଧ୍ୟ ଯୋଗ ଦେଇଥିଲେ ।
ତାମିଲନାଡ଼ୁ ଉପମୁଖ୍ୟମନ୍ତ୍ରୀ ହେଲେ ଉଦୟନିଧି ଷ୍ଟାଲିନ...