ପ୍ରମୂଖ ଖବର
  • ଅପରେସନ ‘ସିନ୍ଦୂର’କୁ ନେଇ ଆସିପାରେ ବଡ଼ ସୂଚନା, ଅପରାହ୍ନ ୫ଟା ୩୦ରେ MEA ପ୍ରେସ୍‌ବ୍ରିଫ୍
  • ||
  • ମହଜୁଦ ଅଛି ଆବଶ୍ୟକୀୟ ଇନ୍ଧନ, ଆତଙ୍କିତ ନହେବାକୁ IOCLର ପରାମର୍ଶ
  • ||
  • ସୀମାବର୍ତ୍ତୀ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ କଥାହେଲେ ପ୍ରଧାନମନ୍ତ୍ରୀ, ଗୁଜୁରାଟ, ପଞ୍ଜାବ, ରାଜସ୍ଥାନ ସିଏମ୍‌ଙ୍କ ସହ ଆଲୋଚନା
  • ||
  • ଆଇପିଏଲ୍‌କୁ ନେଇ ବିସିସିଆଇ ବଡ଼ ନିଷ୍ପତ୍ତି..ଭାରତ- ପାକ୍ ଯୁଦ୍ଧ ସ୍ଥିତି ପରେ ଅଧାରୁ IPL ଟୁର୍ଣ୍ଣାମେଣ୍ଟ ସ୍ଥଗିତ
  • ||
  • ଶିମିଳିପାଳ ପାଦ ଦେଶରୁ ତିନି ଶିକାରୀ ଗିରଫ, ୩ ବନ୍ଧୁକ ଜବତ
  • ||
  • ବଢୁଛି ଭାରତ-ପାକିସ୍ତାନ ଉତ୍ତେଜନା, ସ୍ଥଳପଥ ପରେ ଜଳପଥରେ ବି ହାଇଆଲର୍ଟ ଜାରି
  • ||
  • ବଢିଲା ଭାରତ - ପାକିସ୍ତାନ ଯୁଦ୍ଧ ଭୟ, ବିଜୁ ପଟ୍ଟନାୟକ ଏୟାରପୋର୍ଟରେ ହାଇଆଲର୍ଟ ଜାରି
  • ||
  • ଚଣ୍ଡୀଗଡ଼ରେ ବାଜିଲା ଯୁଦ୍ଧ ସାଇରନ୍, ଲୋକଙ୍କୁ ଘର ଭିତରେ ରହିବାକୁ ଅନୁରୋଧ
  • ||
  • ସ୍ୱଦେଶ ବାହୁଡ଼ି ଯିବେ ବିଦେଶୀ ଖେଳାଳି, ଖୁବ୍‌ଶୀଘ୍ର ବଡ଼ ନିଷ୍ପତ୍ତି ନେଇପାରେ ବିସିସିଆଇ
  • ||
  • ଚଣ୍ଡୀଗଡ଼​‌ରେ ବାଜିଲା ସାଇରନ୍‌, ଏୟାରଫୋର୍ସ ଷ୍ଟେସନ୍‌କୁ ଓ୍ବାର୍ଣ୍ଣିଂ, ଲୋକଙ୍କୁ ଘରୁ ନବାହାରିବାକୁ ନିର୍ଦ୍ଦେଶ
  • ||
  • LOC ଏବଂ IBରେ କଡ଼ା ଜବାବ, ପାକିସ୍ତାନର ୫୦ରୁ ଉର୍ଦ୍ଧ୍ଵ ଡ୍ରୋନ୍ ଖସାଇଲା ଭାରତ
  • ||
  • ଶ୍ରୀକ୍ଷେତ୍ରରେ ବଢ଼ିଲା ସୁରକ୍ଷା ବ୍ୟବସ୍ଥା, ପୋଲିସ ଛାଉଣୀରେ ବଡ଼ଦେଉଳ
  • ||
  • ବରଯାତ୍ରୀ ବସ୍‌ - କଣ୍ଟେନର ଟ୍ରକ୍‌ ମୁହାଁମୁହିଁ ଧକ୍କା: ହେଲପର୍‌ ଗୁରୁତର, ୧୦ ରୁ ଉର୍ଦ୍ଧ୍ୱ ଆହତ
  • ||
  • ମୟୂରଭଞ୍ଜ : ବରଯାତ୍ରୀ ବସ୍‌ - କଣ୍ଟେନର ଟ୍ରକ୍‌ ମୁହାଁମୁହିଁ ଧକ୍କା: ହେଲପର୍‌ ଗୁରୁତର, ୧୦ ରୁ ଉର୍ଦ୍ଧ୍ୱ ଆହତ
  • ||
  • ଘୋର ଆର୍ଥିକ ସଂକଟରେ ପାକ୍‌ ଅର୍ଥନୀତି: ଆଜି ପାକ୍‌କୁ ଋଣ ପ୍ରଦାନ ନେଇ ସମୀକ୍ଷା କରିବ ଆଇଏମ୍‌ଏଫ, ଭାରତର ବିରୋଧ
  • ||
  • ଅମୃତସର ବାସିନ୍ଦାଙ୍କୁ ଘରେ ରହିବାକୁ ନିର୍ଦ୍ଦେଶ, ଝରକା ଠାରୁ ଦୂରରେ ଏବଂ ଲାଇଟ୍ ବନ୍ଦ ରଖିବାକୁ ନିର୍ଦ୍ଦେଶାବଳୀ ଜାରି
  • ||
  • ଭାରତୀୟ ସେନାକୁ ସଫଳତା , ଧରାପଡିଲା ପାକିସ୍ତାନୀ ପାଇଲଟ୍
  • ||
  • ସମୀକ୍ଷା କରିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, CDS ଏବଂ ୩ ସେନା ମୁଖ୍ୟଙ୍କ ସହ ଯୁଦ୍ଧ ସ୍ଥିତି ନେଇ କରିବେ ଆଲୋଚନା
  • ||
  • ଭାରତ-ପାକ୍ ଯୁଦ୍ଧ ନେଇ ସସପେନ୍ସ: ଆଇପିଏଲ୍‌ ଆୟୋଜନ ଉପରେ ହୋଇପାରେ ବଡ଼ ନିଷ୍ପତ୍ତି
  • ||
  • ବାଲେଶ୍ବର ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରେ ବଢ଼ିଲା ସୁରକ୍ଷା, ଅପରାହ୍ନ ୨ଟାରେ ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ
  • ||
  • ପାକିସ୍ତାନ ଉପରେ ଆକ୍ରମଣକୁ ନେଇ ବିସ୍ତୃତ ତଥ୍ୟ ଦେବ ବୈଦେଶିକ ମନ୍ତ୍ରଣାଳୟ,ସକାଳ ୯ଟାରେ ପ୍ରେସ ମିଟ୍
  • ||
  • ରାଜ୍ୟରେ ଆହୁରି ବଢ଼ିବ ଗରମ ପ୍ରକୋପ, ୧୦ରୁ ୧୪ ପ୍ରଚଣ୍ଡ ତାତି,ପଶ୍ଚିମରେ ହିଟ୍‌ୱେଭ୍‌, ଉପକୂଳରେ ଗୁଳୁଗୁଳି ଆଶଙ୍କା
  • ||

କେଉଁ ଦେଶର କ୍ରିକେଟ ଟିମର ଜର୍ସି ସବୁଠାରୁ ଶସ୍ତା, ଜାଣନ୍ତୁ ଚାମ୍ପିୟନ୍ସ ଟ୍ରଫିର ସମସ୍ତ ୮ଦେଶର ଜର୍ସି ଦାମ୍ କେତେ

Published By : Prameya | February 11, 2025 6:36 PM

ନୂଆଦିଲ୍ଲୀ, ୧୧/୨ : ଚାମ୍ପିୟନ୍ସ ଟ୍ରଫି ୨୦୨୫ର ଆରମ୍ଭ ୧୯ଫେବୃଆରୀରେ ହେବ । ଏହା ପୂର୍ବରୁ ସବୁ ଟିମ୍ ପ୍ରସ୍ତୁତିରେ ଲାଗି ପଡ଼ିଛନ୍ତି । ସମସ୍ତ ଟିମ୍ ଟୁର୍ଣ୍ଣାମେଣ୍ଟ ଳାଗି ନିଜ ନିଜ ର୍ଜସି ବି ଲଞ୍ଚ୍ କରୁଛନ୍ତି । ଆସନ୍ତୁ ଜାଣିବା ଚାମ୍ପିୟନ୍ସ ଟ୍ରଫିରେ କେଉଁ ଟିମର ଜର୍ସିର ଦାମ୍ କେତେକ ରହିଛି ଏବଂ ସବୁଠାରୁ ମହଙ୍ଗା ଓ ଶାସ୍ତା ଜର୍ସି କେଉଁ ଟିମର ଅଟେ । କେତେକ ଟିମର ଜର୍ସି ଲଞ୍ଚ୍ ହୋଇ ସାରିଛି । ଏହା ବ୍ୟତୀତ କିଛି ଟିମର ଜର୍ସି ଆଇସିସିର ଓ୍ବେବସାଇଟରେ ଉପସ୍ଥିତ ଅଛି । 

ଭାରତ

ବିସିସିଆଇ ତରଫରୁ ଓ୍ବାନଡେର ନୂଆ ଜର୍ସିର ଘୋଷଣା କରି ଦିଆଯାଇଛି । କିନ୍ତୁ ଚାମ୍ପିୟନ୍ସ ଟ୍ରଫିର ଅଫିସିଆଲ ଜର୍ସି ଲଞ୍ଚ୍ ହୋଇନାହିଁ । ଆଇସିସିର ଓ୍ବେବସାଇଟରେ ଟିମ୍ ଇଣ୍ଡିଆର ଚାମ୍ପିୟନ୍ସ ଟ୍ରଫିର ଜର୍ସିର ଦାମ୍ ୪୫୦୦ଭାରତୀୟ ଟଙ୍କା ଅଟେ । ସେହିଭଳି ଟିମ୍ ଇଣ୍ଡିଆର ନୂଆ ଓ୍ବାନଡେ ଜର୍ସିର ଦାମ୍ ୫୯୯୯ଟଙ୍କା ଅଟେ ।

ପାକିସ୍ତାନ

ଆୟୋଜକ ପାକିସ୍ତାନ ତରଫରୁ ଚାମ୍ପିୟନ୍ସ ଟ୍ରଫି ୨୦୨୫ ଲାଗି ଜର୍ସି ରିଲିଜ କରାଯାଇଛି । ପାକିସ୍ତାନ ଟୁର୍ଣ୍ଣାମେଣ୍ଟର ଜର୍ସିର ଦାମ୍ ୪୦ଆମେରିକୀୟ ଡଲାର ପ୍ରାୟ ୩୫୦୦ଭାରତୀୟ ଟଙ୍କା ରଖିଛି ।

ଆଫଗାନିସ୍ତାନ

ଆଫଗାନିସ୍ତାନ ତରଫରୁ ବି ଚାମ୍ପିୟନ୍ସ ଟ୍ରଫିର ଜର୍ସି ରିଭିଲ୍ କରି କରାଯାଇଛି । ଆଇସିସିର ଓ୍ବେବସାଇଟରେ ଆଫଗାନିସ୍ତାନର ଜର୍ସିର ଦାମ୍ ପ୍ରାୟ ୪୫୦୦ ଭାରତୀୟ ଟଙ୍କା ପ୍ରାୟ ରଖାଯାଇଛି ।

ଚାମ୍ପିୟନ୍ସ ଟ୍ରଫିରେ ଭାଗିଦାରୀ ନେବା ଲାଗି ଅଷ୍ଟ୍ରେଲିଆ, ବାଂଗଲାଦେଶ, ନ୍ୟୁଜିଲାଣ୍ଡ, ଇଂଲଣ୍ଡ ଏବଂ ଦକ୍ଷିଣ ଆଫ୍ରିକାର ଟିମ୍ ଏବେ ପର୍ଯ୍ୟନ୍ତ ଅଫିସିଆଲ୍ ଭାବେ ଚାମ୍ପିୟନ୍ସ ଟ୍ରଫିକୁ ନେଇ ଜର୍ସି ରିଭିଲ୍ କରିନାହାନ୍ତି । ମାତ୍ର ଆଇସିସିର ଗ୍ଲୋବାଲ୍ ଓ୍ବେବସାଇଟରେ ଏହି ଟିମର ଚାମ୍ପିୟନ୍ସ ଟ୍ରଫିର ଜର୍ସି ଉପସ୍ଥିତ ଅଛି । ସମସ୍ତ ଜର୍ସିର ଦାମ୍ ପ୍ରାୟ ୪୫୦୦ଭାରତୀୟ ଟଙ୍କା ଅଟେ । ଏବେ ଦେଖିବା ରୋଚକ ହେବ କି ସବୁ ଟିମ୍ କେବେ ପର୍ଯ୍ୟନ୍ତ ଅଫିସିଆଲ୍ ଭାବେ ଜର୍ସି ରିଭିଲ୍ କରିବେ ।  

 

 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.