କଟକ ୨୪/୦୯: କଟକ ବମ୍ଫକୁଦ ନିକଟ କେନାଲ ଭିତରୁ ମିଳିଲା କାର୍। ସୋମବାର ରାତିରେ ଦୁର୍ଘଟଣା ପରେ କେନାଲକୁ ଖସି ପଡିଥିବା ସନ୍ଦେହ କରାଯାଉଛି। କାର୍ଟିକୁ ଦେଖିବା ପରେ ସ୍ଥାନୀୟଲୋକ ଅଗ୍ନିଶମ ବାହିନୀ ଏବଂ ପୋଲିସକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି କେନାଲ ଭିତରୁ କାରକୁ ଦୌଡି ସାହାର୍ଯ୍ୟରେ ବାହାରକୁ ବାହା କରିଥିଲେ। ହେଲେ କାର ଭିତରୁ ଉଦ୍ଧାର ହୋଇଥିଲା ଯୁବକଙ୍କ ମୃତଦେହ। ମୃତ ଯୁବକ ଜଣକ କାହ୍ନ ବୋଲି ଜଣାପଡିଛି। ସ୍ଥାନୀୟ ପୋଲିସ ମୃତଦେହ ଜବତ କରିଥିଲା। ପରେ ବ୍ୟବଚ୍ଛେଦ ପାଇଁ ବଡ଼ ମେଡିକାଲକୁ ପଠାଇଛି।
ତାମିଲନାଡ଼ୁ ଉପମୁଖ୍ୟମନ୍ତ୍ରୀ ହେଲେ ଉଦୟନିଧି ଷ୍ଟାଲିନ...