ପ୍ରମୁଖ ଖବର
  • ବାରିପଦାରେ ବୁଲୁଥିଲା ଶିମିଳିପାଳର ବାଘ; କାବୁ କରିନେଲା ବନ ବିଭାଗ
  • ||
  • ଭୁବନେଶ୍ୱରରେ ପହଞ୍ଚିଲେ ଡ୍ରିମ୍‌ଗାର୍ଲ, ସାଲିଆ ସାହିରେ ଜନସଭା କରିବେ ହେମାମାଳିନୀ
  • ||
  • ଭାରସାମ୍ୟ ହରାଇ ଡିଭାଇଡରକୁ ପିଟିଲା ବୋଲେରୋ: ୨ ମୃତ, ୮ ଗୁରୁତର
  • ||
  • ସୁନା ଦର ୭୪ ହଜାର ଟଙ୍କା ପାର୍, ବର୍ଷକରେ ୮୫,୦୦୦କୁ ଯିବ
  • ||
  • ରାଜଧାନୀରେ ରାଜନୈତିକ ହିଂସା, ବିଜେଡି କାର୍ଯାଳୟ ଉପରେ ବୋମା ମାଡ଼
  • ||
  • ମେ’ ୨୦ରେ ବଡ଼ଦାଣ୍ଡରେ ମୋଦିଙ୍କ ମେଗା ରୋଡ୍‌ ସୋ’, ମହାପ୍ରଭୁଙ୍କୁ କରିବେ ଦର୍ଶନ
  • ||
  • ରଥଖଳା ହାଲ୍‌ଚାଲ୍‌..ତୁମ୍ବରେ ସୁତା ବାଡ଼ିଆ ପରେ ବିନ୍ଧ ଅନୁକୂଳ, ଖଳାରେ ପହଞ୍ଚିଲା ତୁମ୍ବ ଖୋଦେଇ ଯନ୍ତ୍ର
  • ||
  • ଆଇପିଏଲ୍ ମହାସମର ମୁମ୍ବାଇକୁ ଭେଟିବ ଲକ୍ଷ୍ନୌ, ସମ୍ମାନ ପାଇଁ ଶେଷ ଲଢ଼େଇ
  • ||
  • ଶୁକ୍ରବାର ସମ୍ବଲପୁର, ଅନୁଗୁଳ, ଢେଙ୍କାନାଳ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ବିଜେଡି ପ୍ରାର୍ଥୀଙ୍କ ପାଇଁ ମାଗିବେ ଭୋଟ
  • ||
  • ରାଜ୍ୟରେ ପୁଣି ତାତି ଲେଉଟିବ: ୪ରୁ ୫ ଡିଗ୍ରୀ ବଢ଼ିବ ତାପମାତ୍ରା, ଆଭ୍ୟନ୍ତର ଓ ପଶ୍ଚିମ ଓଡ଼ିଶାରେ ପାରଦ ୪୪ ଡେଇଁବ
  • ||

ଦିଲ୍ଲୀର ୭ଲୋକସଭା ସିଟରେ ପ୍ରାର୍ଥୀ ଦେବେ ମାୟାବତୀ

ନୂଆଦିଲ୍ଲୀ,୧/୫ : ଦିଲ୍ଲୀରେ ଆମ ଆଦମୀ ପାର୍ଟି ଏବଂ କଂଗ୍ରେସ ମଧ୍ୟରେ ଗଠବନ୍ଧନ ହୋଇଯାଇଛି କିନ୍ତୁ ଦିଲ୍ଲୀ କଂଗ୍ରେସ ଚିଫ୍ ଅରବିନ୍ଦ ସଂହ ଲବଲୀଙ୍କ ଇସ୍ତଫା ପରେ ରାଜନୈତିକ ପରିସ୍ଥିତି ପରିବର୍ତ୍ତନ ହୋଇଥିବା ନଜର ଆସିଛି । ଏହି କାରଣ ଅଟେ କି ବିଜେପି ଗଠବନ୍ଧନ ଉପରେ ଆକ୍ରମଣ ଦ୍ରୁତବେଗରେ କରି ଦେଇଛି । ସେହିଭଳି ଏହା ମଧ୍ୟରେ ଏବେ ବହୁଜନ ସମାଜପାର୍ଟିର ବି ରାଷ୍ଟ୍ରୀୟ ରାଜଧାନୀରେ ରାଜନୈତିକ ସୁବିଧା ଦେଖିବାକୁ ମିଳୁଛି । ପାର୍ଟି ସହରର ୭ଲୋକସଭା ସିଟରେ ପ୍ରାର୍ଥୀ ଦେବ ।

ପ୍ରକାଶ ଯେ, ପୂରା ଦିଲ୍ଲୀରେ ପ୍ରାୟ ୨୦ପ୍ରତିଶତ ଏସସି ଭୋଟର୍ସ ଅଛନ୍ତି । ଏହାସହ ଉତ୍ତରପ୍ରଦେଶର ଲୋକ ବି ବହୁ ସଂଖ୍ୟାରେ ରହିଥାନ୍ତି ଏବଂ ଯେଉଁମାନେ ଦିଲ୍ଲୀରେ ଭୋଟର ହୋଇସାରିଛନ୍ତି । ଏଭଳି ସ୍ଥଳେ ବସପାକୁ ଚଳିତ ଥର ଲୋକସଭାରେ ୭ସିଟ ପୁଣି ଫେରିପାଇବା ସୁଯୋଗ ଅଛି । ଏହାକୁ ଦେଖି ବସପା ସବୁ ସିଟରେ ପ୍ରାର୍ଥୀଙ୍କ ନାଁକୁ ଘୋଷଣା କରିଛି । ଦିଲ୍ଲୀର ସବୁ ୭ସିଟ ଲାଗି ଭୋଟ ଗୋଟିଏ ଦିନରେ ହେବ, ଷଷ୍ଠ ଚରଣରେ ହେବ । ଏଠାରେ ୨୫ମଇରେ ଭୋଟିଂ ହେବ ।

ଦିଲ୍ଲୀର ବସପା ପ୍ରଦେଶ ଅଧ୍ୟକ୍ଷ ଲକ୍ଷ୍ମଣ ସିଂହଙ୍କ କହିବା କଥା କି କେବେ କଂଗ୍ରେସ କେବେ ବିଜେପି ଆମକୁ ଅନ୍ୟର ବିପକ୍ଷରେ ବ୍ୟବହାର କରିବାକୁ ଯାଇ ‘ବି’ଟିମ୍ କହିଦେଇଛନ୍ତି, କିନ୍ତୁ ଯେତେବେଳେ ଆମ୍ ଆଦମୀ ପାର୍ଟି ଏବଂ କଂଗ୍ରେସର ଗଠବନ୍ଧନ ହୋଇଯାଇଛି ତ ଏବେ ସବୁ ସଫା ହୋଇଯାଇଛି କି କିଏ କାହା ସାଙ୍ଗରେ ଅଛି । ଆକାଶ ଆନନ୍ଦ ଏବଂ ବହନ ଜୀ ଆକ୍ରୋଶିତ ଅଟନ୍ତି । ଆମେ ନିଜ ଦମରେ ନିର୍ବାଚନ ଲଢିଥାଉ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.