ପ୍ରମୂଖ ଖବର
  • ମୋହନା : ମୁଡୁମୁଡ଼ିଆ ଗାଁରେ ଅଘଟଣ, ପୋଖରୀରେ ବୁଡ଼ି ମହିଳାଙ୍କ ମୃତ୍ୟୁ
  • ||
  • ସମ୍ୱଲପୁର : ଧାନ ମଣ୍ଡି ବୁଲିଲେ ରାଜସ୍ବ ମନ୍ତ୍ରୀ; କେମିତି ଚାଲିଛି ଧାନ କିଣା କଲେ ସମୀକ୍ଷା
  • ||
  • ବୌଦ୍ଧ: ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା, ବାହାବାଲାଖୋଲ ସଂରକ୍ଷିତ ଜଙ୍ଗଲରୁ ଦୁଇଟି ମାଓ ଡମ୍ପ ଠାବ
  • ||
  • ବର୍ଡର-ଗାଭାସ୍କର ଟ୍ରଫି; ପେସ୍ ବୋଲରଙ୍କ ଧମାଲ, ୧୦୪ରେ ଅଲଆଉଟ ଅଷ୍ଟ୍ରେଲିଆ
  • ||
  • ଧର୍ମଶାଳା ବିଧାୟକଙ୍କୁ ଆକ୍ରମଣ ଘଟଣା: ଗିରଫ ସଂଖ୍ୟା ୧୪କୁ ବୃଦ୍ଧି, ୪ ଅଟକ
  • ||
  • ଝାରସୁଗୁଡ଼ା : ରିୟାନ ପଲିଟେକ୍ନିକ ଇଣ୍ଡଷ୍ଟ୍ରିଜରେ ଭୟାବହ ଅଗ୍ନିକାଣ୍ଡ, କାରଣ ଅସ୍ପଷ୍ଟ
  • ||
  • ଶନିବାର ରାଜ୍ୟ ମନ୍ତ୍ରୀ ପରିଷଦର ଗୁରୁତ୍ୱପୂର୍ଣ୍ଣ ବୈଠକ, ଅତିରିକ୍ତ ବଜେଟକୁ ମିଳିବ ଅନୁମୋଦନ
  • ||
  • ପ୍ରଥମାଷ୍ଟମୀ: ଏଣ୍ଡୁରୀ ପିଠାରେ ମହକୁଛି ଘର, ଜ୍ୟେଷ୍ଠ ସନ୍ତାନମାନେ ନୂଆ ବସ୍ତ୍ର କରିଛନ୍ତି ପରିଧାନ
  • ||
  • ଶନିବାର ସୃଷ୍ଟି ହେବ ଲଘୁଚାପ,ସୋମବାର ଅବପାତ ରୂପ ନେବ: ୨୮ଯାଏ କାଁ ଭାଁ ବର୍ଷା ସମ୍ଭାବନା
  • ||
  • ମହାରାଷ୍ଟ୍ର, ଝାଡ଼ଖଣ୍ଡ ଭୋଟ ଗଣତି: ୪୮ ବିଧାନସଭା, ୨ ଲୋକସଭା ଉପନିର୍ବାଚନର ଆସିବ ରେଜଲ୍ଟ
  • ||

ମାର୍ଚ୍ଚ ୧୪ରୁ ଆଇପିଏଲ ୨୦୨୫, ୩ଟି ସିଜନର ତାରିଖ ଘୋଷଣା କଲା ବିସିସିଆଇ

ନୂଆଦିଲ୍ଲୀ,୨୩/୧୧: ଆଇପିଏଲ ୨୦୨୫ ମାର୍ଚ୍ଚ ୧୪ରୁ ଆରମ୍ଭ ହେବ । ପ୍ରଥମ ଥର ପାଇଁ ବିସିସିଆଇ ଏକାସଙ୍ଗରେ ଆଇପିଏଲର ୩ଟି ସିଜନର ତାରିଖ ଘୋଷଣା କରିଛି। ଆଇପିଏଲରେ ପରବର୍ତ୍ତୀ ୩ଟି ସଂସ୍କରଣର ତାରିଖ ଗୋଟିଏ ଥରରେ ଘୋଷଣା ହୋଇଛି । ଆସନ୍ତାବର୍ଷ ଅର୍ଥାତ ୨୦୨୫ ଆଇପିଏଲ ମାର୍ଚ୍ଚ ୧୪ରୁ ଆରମ୍ଭ ହେବ । ମେ ୨୫ ତାରିଖରେ ଫାଇନାଲ ମ୍ୟାଚ ଖେଳାଯିବ। ୨୦୨୬ ଓ ୨୦୨୭ ସଂସ୍କରଣ ଯଥାକ୍ରମେ ମାର୍ଚ୍ଚ ୧୫ ତାରିଖ ଓ ମାର୍ଚ୍ଚ ୨୭ ତାରିଖରେ ହେବ ବୋଲି ଘୋଷଣା ହୋଇଛି ।

ମାର୍ଚ୍ଚ ୧୪ରୁ ଆଇପିଏଲ ୨୦୨୫ ସଂସ୍କରଣ ଆରମ୍ଭ ହେବ । ମେ ୨୫ ତାରିଖରେ ଫାଇନାଲ ଖେଳାଯିବ । ୨୦୨୬ ଆଇପିଏଲ ସିଜନ ମାର୍ଚ୍ଚ ୧୫ରୁ ଆରମ୍ଭ ହେବ । ମେ ୩୧ ତାରିଖରେ ଫାଇନାଲ ମ୍ୟାଚ ଖେଳାଯିବ। ସେହିପରି ୨୦୨୭ ଆଇପିଏଲ ସଂସ୍କରଣ ମାର୍ଚ୍ଚ ୧୪ରେ ଅନୁଷ୍ଠିତ ହେବ । ମେ ୩୦ ତାରିଖରେ ଟ୍ରଫି ଟକ୍କର ହେବ । ବିସିସିଆଇର ଆଗୁଆ ତାରିଖ ଘୋଷଣା ପରେ ଆଇପିଏଲ ଗଭର୍ଣ୍ଣିଂ ବଡି ତରଫରୁ ସବୁ ଫ୍ରାାଞ୍ଚାଇଜଗୁଡିକୁ ଇ-ମେଲ ଜରିଆରେ ଅଗଗତ କରାଯାଇଛି ।

ପ୍ରାରମ୍ଭିକ ଭାବେ ଆଇପିଏଲର ୩ଟି ସିଜନ ପାଇଁ ତାରିଖ ଘୋଷଣା ହୋଇଛି। ଜରୁରୀ ପରିସ୍ଥିତିରେ ଏହା ପରିବର୍ତ୍ତନ ହୋଇପାରିବ ।ଆଇପିଏଲ ୨୦୨୫ ସଂସ୍କରଣର ମେଗା ନିଲାମୀ ଆସନ୍ତା ୨୪ ଓ ୨୫ ତାରିଖରେ ଅନୁଷ୍ଠିତ ହେବ । ସାଉଦି ଆରବରେ ଏହି ଅକ୍ସନ ହେବ। ଏହା ପୂର୍ବରୁ ଆଇପିଏଲ ତାରିଖ ଘୋଷଣା ହେବ ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.