ପ୍ରମୂଖ ଖବର
  • ମୋହନା : ମୁଡୁମୁଡ଼ିଆ ଗାଁରେ ଅଘଟଣ, ପୋଖରୀରେ ବୁଡ଼ି ମହିଳାଙ୍କ ମୃତ୍ୟୁ
  • ||
  • ସମ୍ୱଲପୁର : ଧାନ ମଣ୍ଡି ବୁଲିଲେ ରାଜସ୍ବ ମନ୍ତ୍ରୀ; କେମିତି ଚାଲିଛି ଧାନ କିଣା କଲେ ସମୀକ୍ଷା
  • ||
  • ବୌଦ୍ଧ: ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା, ବାହାବାଲାଖୋଲ ସଂରକ୍ଷିତ ଜଙ୍ଗଲରୁ ଦୁଇଟି ମାଓ ଡମ୍ପ ଠାବ
  • ||
  • ବର୍ଡର-ଗାଭାସ୍କର ଟ୍ରଫି; ପେସ୍ ବୋଲରଙ୍କ ଧମାଲ, ୧୦୪ରେ ଅଲଆଉଟ ଅଷ୍ଟ୍ରେଲିଆ
  • ||
  • ଧର୍ମଶାଳା ବିଧାୟକଙ୍କୁ ଆକ୍ରମଣ ଘଟଣା: ଗିରଫ ସଂଖ୍ୟା ୧୪କୁ ବୃଦ୍ଧି, ୪ ଅଟକ
  • ||
  • ଝାରସୁଗୁଡ଼ା : ରିୟାନ ପଲିଟେକ୍ନିକ ଇଣ୍ଡଷ୍ଟ୍ରିଜରେ ଭୟାବହ ଅଗ୍ନିକାଣ୍ଡ, କାରଣ ଅସ୍ପଷ୍ଟ
  • ||
  • ଶନିବାର ରାଜ୍ୟ ମନ୍ତ୍ରୀ ପରିଷଦର ଗୁରୁତ୍ୱପୂର୍ଣ୍ଣ ବୈଠକ, ଅତିରିକ୍ତ ବଜେଟକୁ ମିଳିବ ଅନୁମୋଦନ
  • ||
  • ପ୍ରଥମାଷ୍ଟମୀ: ଏଣ୍ଡୁରୀ ପିଠାରେ ମହକୁଛି ଘର, ଜ୍ୟେଷ୍ଠ ସନ୍ତାନମାନେ ନୂଆ ବସ୍ତ୍ର କରିଛନ୍ତି ପରିଧାନ
  • ||
  • ଶନିବାର ସୃଷ୍ଟି ହେବ ଲଘୁଚାପ,ସୋମବାର ଅବପାତ ରୂପ ନେବ: ୨୮ଯାଏ କାଁ ଭାଁ ବର୍ଷା ସମ୍ଭାବନା
  • ||
  • ମହାରାଷ୍ଟ୍ର, ଝାଡ଼ଖଣ୍ଡ ଭୋଟ ଗଣତି: ୪୮ ବିଧାନସଭା, ୨ ଲୋକସଭା ଉପନିର୍ବାଚନର ଆସିବ ରେଜଲ୍ଟ
  • ||

୫୬ଲକ୍ଷ ଫଲୋର୍ସ ଥିବା ଏଜାଜ ଖାନଙ୍କୁ ନିର୍ବାଚନରେ ମିଳିଲା କେବଳ ୧୦୦ଭୋଟ, ସୋସିଆଲ ମିଡ଼ିଆରେ ଉଡ଼ିଲା ମଜାକ

ନୂଆଦିଲ୍ଲୀ, ୨୩/୧୧ :  ମହାରାଷ୍ଟ୍ର ନିର୍ବାଚନରେ ମହାୟୁତି ଗଠବନ୍ଧନକୁ ଜୋରଦାର ସମର୍ଥନ ମିଳିଛି । ବିଜେପି ଏବଂ ସହଯୋଗୀ ମହାଅଘାଡ଼ୀ ଗଠବନ୍ଧନର ପତ୍ତା ସଫା କରି ଦେଇଛି । ମହାରାଷ୍ଟ୍ର ନିର୍ବାଚନରେ କେତେକ ସିଟରେ ଆଶ୍ଚର୍ଯ୍ୟଜନକ ଭାବେ ଫଳାଫଳ ମିଳିଛି । କିନ୍ତୁ ଆମେ ଏଠାରେ କଥା ହେଉଛେ ସୋସିଆଲ ମିଡ଼ିଆରେ ବିଶେଷ ଚର୍ଚ୍ଚିତ ସେଲିବ୍ରେଟି ଏଜାଜ ଖାନଙ୍କ କଥା । ଏଜାଜ ଖାନ ବି ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ନିଜ ଭାଗ୍ୟ ପରୀକ୍ଷା କରିବାକୁ ଓହ୍ଲାଇଥିଲେ । ଏଜାଜ ବଡ଼ ବଡ଼ ପ୍ରତିଶ୍ରୁତି ଦେଇଥିଲେ କିନ୍ତୁ ଭୋଟର୍ସ ତାଙ୍କୁ ନିରାଶ କରିଛନ୍ତି ।

ଏଜାଜ ଖାନ ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ମୁମ୍ବାଇର ବର୍ସିଓ୍ବା ସିଟରୁ ନିର୍ବାଚନ ଲଢିଥିଲେ । ଏଜାଜ ଖାନଙ୍କୁ ଚନ୍ଦ୍ରଶେଖରଙ୍କର ପାର୍ଟି ଆଜାଦ ସମାଜ ପାର୍ଟି (କାଂଶୀରାମ)ରୁ ନିର୍ବାଚନ ଲଢିବାକୁ ଟିକେଟ ମିଳିଥିଲା । ଯାହାପରେ ଏଜାଜଙ୍କ ଲାଗି ନିଜେ ଚନ୍ଦ୍ରଶେଖର ବି ମୁମ୍ବାଇ ପହଞ୍ଚି ପ୍ରଚାର କରିଥିଲେ । ଆଜି ସକାଳୁ ଫଳାଫଳ ଖୋଲିବା ପରେ ଏଜାଜ ଖାନଙ୍କ ଖୁଲାସା ହୋଇଯାଇଥିଲା । ୧୦ରାଉଣ୍ଡ୍ସର ଗଣତି ପର୍ଯ୍ୟନ୍ତ ଏଜାଜଙ୍କୁ ୭୦ପାଖାପାଖି ଭୋଟ ମିଳିଥିଲା । ଯାହାକି ବିଶେଷ କଥା ଏହି କି ଯେ, ଏଜାଜଙ୍କ କହିବା କଥା କି ତାଙ୍କ ପରିବାର ଲୋକେ ଏହାଠାରୁ ଅଧିକ ଅଟନ୍ତି । ମାତ୍ର ଏବେ ତାଙ୍କ ଭୋଟର ସଂଖ୍ୟା ୧୦୦ରୁ ପାର୍ ‌ହୋଇଯାଇଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.