ଭୁବନେଶ୍ବର, ୧୭।୨ : ଆଇଗିଣିଆ ବ୍ରିଜ ଉପରେ ମର୍ମନ୍ତୁଦ ସଡକ ଦୁର୍ଘଟଣା। ବିଏମସି ସଫେଇ ଗାଡ଼ି ଓ ବୋଲେରୋ ମଧ୍ୟରେ ଧକ୍କା। ବିଏମସି ସଫେଇ ଗାଡ଼ି ଚାଳକ ଚାପି ହୋଇ ଗାଡି ଭିତରେ ରହିଛନ୍ତି । ଘଟଣା ସ୍ଥଳରେ ଖଣ୍ଡଗିରି ଥାନା ପୋଲିସ ଏବଂ ଦମକଳ ବାହିନୀ ପହଞ୍ଚିଛନ୍ତି । କଟର ମେସିନ୍ ବ୍ୟବହାର କରି ଗାଡି ଭିତରୁ ଡ୍ରାଇଭରକୁ ଉଦ୍ଧାର କରିବାକୁ ଚେଷ୍ଟା କରାଯାଉଛି।

ଏକାଠି ହେବେ କି ଉଦ୍ଧବ ଓ ରାଜ ଠାକରେ ? ଫଡ଼ନବିସ୍ କହ...