ପ୍ରମୂଖ ଖବର
  • ବଲାଙ୍ଗୀର : ଶିଶୁ ଦିବସ ଅଭିଭାଷଣ ବେଳେ ଟଳି ପଡ଼ିଲେ ପ୍ରଧାନଶିକ୍ଷକ, ଶିକ୍ଷକ ଓ ଛାତ୍ରଛାତ୍ରୀ ମର୍ମାହତ
  • ||
  • ଆସିକା : ସ୍ବାମୀର ଛୁରା ମାଡରେ ସ୍ତ୍ରୀ ଗୁରୁତର, ଅଭିଯୁକ୍ତ ଅଟକ
  • ||
  • କଳାହାଣ୍ଡି : ଯୁବକଙ୍କୁ ଧକ୍କା ଦେଲା ମାଲବାହୀ ଟ୍ରେନ୍‌, କଟିଗଲା ବାମ ଗୋଡ଼
  • ||
  • କଟକ ଐତିହାସିକ ବାଲିଯାତ୍ରା: ଶୁକ୍ରବାର ଉଦ୍‌ଘାଟନ୍ କରିବେ ମୁଖ୍ୟମନ୍ତ୍ରୀ, ଯୋଗ ଦେବେ ୧୩ ଦେଶର ରାଷ୍ଟ୍ରଦୂତ
  • ||
  • ବାଙ୍ଗିରିପୋଷି : ସାମାନ୍ୟ ଟଙ୍କା ପାଇଁ ହତ୍ୟାକାଣ୍ଡ, କୁରାଢିରେ ପିଟି ସ୍ତ୍ରୀକୁ ମାରିଲା ସ୍ବାମୀ
  • ||
  • ବିଧାୟକ ଜୟନାରାୟଣ ମିଶ୍ରଙ୍କୁ ସୁପ୍ରିମ୍ ଝଟକା, ଆଗୁଆ ଜାମିନ୍ ଆବେଦନ ଖାରଜ
  • ||
  • କାମାକ୍ଷାନଗର : ଗାଧୋଇବା ବେଳେ ଅଘଟଣ, ପୋଖରୀରେ ବୁଡ଼ି ଚାଲିଗଲା ଦୁଇ ଭାଇଙ୍କ ଜୀବନ
  • ||
  • ଖଜୁରୀପଡା : ଆବାସିକ ବିଦ୍ୟାଳୟରେ ଛାତ୍ରଙ୍କ ମୃତ୍ୟୁ ଘଟଣାରେ ରାସ୍ତାରୋକ
  • ||
  • ମୋହନା : ଶାଗୁଆନ କାଠ ବୋଝେଇ ପିକଅପ୍ ଗାଡ଼ି ଜବତ, ଜଣେ ଗିରଫ
  • ||
  • ଭରତପୁର ଥାନା ବିବାଦ ଘଟଣା: ନୋଟିସ ପରେ କମିଶନଙ୍କ ନିକଟରେ ହାଜର ହେଲେ ସମସ୍ତେ
  • ||
  • ଜୟରାମପୁର ଗାଁରେ ଅଘଟଣ, ବୃଦ୍ଧାଙ୍କୁ କାମୁଡ଼ି ମାରିଦେଲା ପାଗଳ କୁକୁର
  • ||
  • ନୂଆପଡ଼ା:ପାଳଗଦାରେ ନିଆଁ ଲଗାଇ ଦେଲା ବୋଲି ୭ ବର୍ଷର ନାବାଳକଙ୍କୁ ମାଡ ମାରି ଜାଳନ୍ତି ନିଆଁରେ ଫିଙ୍ଗି ଦେଲା ମାଲିକ
  • ||
  • ବୌଦ୍ଧ ପୋଲିସର ବଡ଼ ସଫଳତା: ଦୁଇଟି ଥାନା ଅଞ୍ଚଳରୁ ୧ ଲକ୍ଷ ୨୦ ହଜାର ଗଞ୍ଜେଇ ଗଛ ନଷ୍ଟ
  • ||
  • ଘଟଗାଁ : ଟ୍ରକ୍‌କୁ ପଛପଟୁ ଧକ୍କା ଦେଲା ଟ୍ରକ୍‌, ଡ୍ରାଇଭର ଗୁରୁତର
  • ||
  • ଜୟପୁର : ରାଣୀଗଡର ତେଲିଙ୍ଗିରି ଡ୍ୟାମରୁ ପାଣି ଲିକ୍‌, ରବି ଫସଲ ପ୍ରଭାବିତ ହେବାର ଆଶଙ୍କା
  • ||
  • ଆଜି ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ତ୍ରିବିକ୍ରମ ବେଶ, ଶ୍ରୀକ୍ଷେତ୍ରରେ ବେଶ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼
  • ||
  • ହରିହର ବେଶରେ ଦର୍ଶନ ଦେଉଛନ୍ତି ବାବା ଧବଳେଶ୍ୱର, ଲାଗି ହେଲା ଗଜଭୋଗ ଓ ତରଣ
  • ||

ବାତ୍ୟା ଦାନା ପାଇଁ ଭଦ୍ରକ ଜିଲ୍ଲାକୁ ଆସିଲା ପ୍ରାଥମିକ ସହାୟତା ରାଶି : କ୍ଷତି ହୋଇଥିଲା ୩୫୨ କୋଟି , ମିଳିଲା ୭୯ କୋଟି

ଭଦ୍ରକ, ୯।୧ ୧ : ବାତ୍ୟା ଦାନା ପାଇଁ ଆସିଲା ପ୍ରାଥମିକ ସହାୟତା ରାଶି । ୭୯ କୋଟି ସହାୟତା ଜିଲ୍ଲା ପାଇଁ ଆସିଛି। ଅତ୍ୟଧିକ ଭାବେ କ୍ଷତିଗ୍ରସ୍ତଙ୍କୁ ଦିଆଯିବ ସହାୟତା  ବୋଲି ଜିଲ୍ଲାପାଳ ଦିଲ୍ଲୀପ ରାଉତରାୟ ସୂଚନା ଦେଇଛନ୍ତି।  

ଭଦ୍ରକ ଜିଲ୍ଲାରେ ବାତ୍ୟା ଦାନା ପାଇଁ ୫୯୦ ଅଙ୍ଗନବାଡି ଗୃହ , ୧୬୦୦ରୁ ଅଧିକ ରୋଡ଼ , ୧୪୦ କଲଭର୍ଟ , ୯୭୨ ସ୍କୁଲ ଗୃହ ଓ ସରଞ୍ଜାମ କ୍ଷତି ହୋଇଥିବା ନେଇ ପ୍ରାଥମିକ ଆକଳନ କରିଥିଲା ଜିଲ୍ଲା ପ୍ରଶାସନ । ବାତ୍ୟା ଦ୍ଵାରା ଜିଲ୍ଲାର ୧୨୬୩ ଗ୍ରାମ ପ୍ରଭାବିତ ହୋଇଥିବା ବେଳେ ୧୪ ଲକ୍ଷ ୨୦ ହଜାର ଲୋକ ପ୍ରଭାବିତ ହୋଇଥିଲେ ।  ୧୨ ଲକ୍ଷ ପଶୁ ଜନ୍ତୁ ପ୍ରଭାବିତ ହୋଇଥିବା ନେଇ ଆକଳନ ହୋଇଥିଲା । ତେବେ ଜିଲ୍ଲା ରେ ୩୫୨ କୋଟି ର କ୍ଷୟ କ୍ଷତି ନେଇ ପ୍ରାଥମିକ ଆକଳନ କରାଯାଇଥିଲା । ତେବେ ରାଜ୍ୟ ସରକାର ଙ୍କ ତରଫରୁ ୭୯ କୋଟି ଟଙ୍କା ର ସହାୟତା ମିଳିଛି । ଅତି ଜରୁରୀ ଥିବା କ୍ଷତି ଗ୍ରସ୍ତ ଙ୍କୁ ସହାୟତା ଦିଆଯିବ ଓ ବଳକା ରାଶି ଆସିଲେ ସମସ୍ତ କ୍ଷତି ଗ୍ରସ୍ତ ଙ୍କୁ ସହାୟତା ଦିଆଯିବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.