କୁଚିଣ୍ଡା,୧।୫ : ଗାଡି ଚେକିଂ ବେଳେ ଏକ ସ୍କୁଟିରୁ ୫ ଲକ୍ଷ ଟଙ୍କା କୁଚିଣ୍ଡା ପୋଲିସ ଜବତ କରିଛି । କୁଚିଣ୍ଡା ପୁରୁଣା ବସ ଷ୍ଟାଣ୍ଡ ନିକଟ ଟ୍ରାଫିକ ଛକରେ ପୋଲିସ ପକ୍ଷରୁ ଗାଡି ଚେକିଂ ହେଉଥିଲେ। ଜଣେ ବ୍ୟବସାୟୀଙ୍କ ସ୍କୁଟିକୁ ଯାଞ୍ଚ କରିବାରୁ ସେଥିରୁ ୫ ଲକ୍ଷ ଟଙ୍କା ବାହାରିଥିଲା। ପୋଲିସ ୫ ଲକ୍ଷ ଜବତ କରିବା ସହ କୁଚିଣ୍ଡା ସବ ଟ୍ରେଜେରୀ ରେ ଟଙ୍କା ଜମା କରିଥିଲା।
ଆହୁରି ପଢନ୍ତୁ : କୁଆପଥର ମାଡ଼ରେ ଭାଙ୍ଗିଲା ବିମାନ ଓ୍ବିଣ୍ଡସିଲ୍, ଜରୁରୀ ଅବତରଣ କଲା ଭିସ୍ତାରା ବିମାନ